Odia News Portal
Yearly Archives

2022

ଏଏସପି ପଦୋନ୍ନତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ

ଡିଏସପିର ଅତିରିକ୍ତ ଏସପିକୁ ପଦୋନ୍ନତି ବିଜ୍ଞପ୍ତିରେ ରହିତାଦେଶ । ଓପିଏସସି ପକ୍ଷରୁ ଜାରି ବିଜ୍ଞପ୍ତି ଉପରେ ରହିତାଦେଶ ଦେଲେ ହାଇକୋର୍ଟ । ପରବର୍ତ୍ତୀ ଶୁଣାଣି ଯାଏଁ ଓପିଏସସି କିଛୀି କା ର୍ଯ୍ୟାନୁଷ୍ଠାନ ନ ନେବାକୁ ନିର୍ଦ୍ଦେଶ । ପ୍ରମୋଟ ଡିଏସପିଙ୍କୁ ଏଏସପି ପଦୋନ୍ନତି ବିଜ୍ଞପ୍ତି ନେଇ

ବର୍ଷା ଯୋଗୁଁ ଭାରତ-ନ୍ୟୁଜିଲାଣ୍ଡ ପ୍ରଥମ ଟି-୨୦ ବାତିଲ

ବର୍ଷା ଯୋଗୁଁ ଆଜି ଭାରତ ଓ ନ୍ୟୁଜିଲ୍ୟାଣ୍ଡ ମଧ୍ୟରେ ପ୍ରଥମ ଟି-୨୦ ମ୍ୟାଚ୍ ଗୋଟିଏ ବି ବଲ୍ ପଡ଼ିବା ବିନା ବାତିଲ ହୋଇଛି। ବର୍ଷା ଯୋଗୁଁ ଟସ୍ ମଧ୍ୟ ହୋଇପାରି ନଥିଲା। ଟି-୨୦ ବିଶ୍ୱକପ୍‌ର ଉଭୟ ସେମିଫାଇନାଲିଷ୍ଟ ଦଳ ଭାରତ ଓ ନ୍ୟୁଜିଲ୍ୟାଣ୍ଡ ପରସ୍ପର ୩ଟି ଟି-୨୦ ଓ ତିନୋଟି ଦିନିକିଆ

ପଦ୍ମପୁର ଉପ ନିର୍ବାଚନ: ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟାରେ ବାଦ୍ ପଡ଼ିଲେ ୨ ସ୍ଵାଧୀନ ପ୍ରାର୍ଥୀ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ ଦାଖଲ ପ୍ରକ୍ରିୟା ଗତକାଲି ବିଧିବଦ୍ଧ ଭାବେ ସରି ଥିବା ବେଳେ ଆଜି ଉପଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଚାଲିଛି ପ୍ରାର୍ଥୀପତ୍ର ଯାଞ୍ଚ୍ ପ୍ରକ୍ରିୟା। ରିଟର୍ଣ୍ଣିଂ ଅଫିସରଙ୍କ ପ୍ରତ୍ୟକ୍ଷ ନିରୀକ୍ଷଣରେ ଏବଂ ଏଆରଓ ସଦାକର କୁମ୍ଭାରଙ୍କ ପରଚାଳନାରେ ଯାଞ୍ଚ୍

ପୁରୀ ସମୁଦ୍ରରେ ନିର୍ମାଣ ହେବ ଭସା ପୋଲ

ରାଜ୍ୟବାସୀଙ୍କ ପାଇଁ ଏକ ବଡ଼ ଖୁସି ଖବର । ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ଧାମ ପୁରୀ ସମୁଦ୍ରରେ ନିର୍ମାଣ ହେବ ଏକ ଭସା ପୋଲ । ପର୍ଯ୍ୟଟକମାନେ ଭସା ପୋଲରେ ଯାଇ ସମୁଦ୍ର ମଝିରେ ଜଳକ୍ରୀଡ଼ାର ମଜା ନେବେ । ଏଥିରେ ଏକ ସଙ୍ଗେ ୫ ହଜାର ପର୍ଯ୍ୟଟକ ଯାତ୍ରା କରିପାରିବେ । ଏଥିସହିତ ଜେଟ ସ୍କି,

ବଢ଼ିବ ରାଜ୍ୟର ବିଧାୟକଙ୍କ ଦରମା ଓ ଭତ୍ତା

ରାଜ୍ୟର ବିଧାୟକମାନେ ପାଇବେ ଅଧିକ ଦରମା ଓ ଭତ୍ତା । ଏଥିସହିତ ସେମାନଙ୍କୁ ଅଧିକ ସୁବିଧା ସୁଯୋଗ ମିଳିବ । ଏ ନେଇ ଗଠିତ କମିଟି ଆସନ୍ତା ୨୪ରେ ହେବାକୁ ଥିବା ଶୀତ ଅଧିବେସନରେ ବାଚସ୍ପତି ବିକ୍ରମ କେଶରୀ ଆରୁଖଙ୍କୁ ରିପୋର୍ଟ ପ୍ରଦାନ କରିବ । ବର୍ତ୍ତମାନ ରାଜ୍ୟର ବିଧାୟକଙ୍କୁ ମିଳୁଥିବା ଦରମା,

ଆସନ୍ତାକାଲି ବ୍ୟାଙ୍କ କର୍ମଚାରୀ ସଂଘର ଧର୍ମଘଟ, ପ୍ରଭାବିତ ହେବ ବ୍ୟାଙ୍କ୍ ସେବା

ରଷ୍ଟ୍ରାୟତ୍ତ ବ୍ୟାଙ୍କଗୁଡିକର ଘରୋଇକରଣ ବିରୋଧରେ ନଭେମ୍ବର ୧୯ରେ ସର୍ବଭାରତୀୟ ବ୍ୟାଙ୍କ କର୍ମଚାରୀ ସଂଘ (ଏଆଇବିଇଏ) ଧର୍ମଘଟ ଆହ୍ବାନ ଡ଼ାକରା ଦେଇଛି । ନଭେମ୍ବର ୧୯ ଶନିବାର । ନଭେମ୍ବର ୨୦ ରବିବାର ପଡୁଥିବାରୁ ବ୍ୟାଙ୍କ ଛୁଟି। ତେଣୁ ଆପଣଙ୍କ ଯଦି ବ୍ୟାଙ୍କର କିଛି ଗୁରୁତ୍ୱପୂର୍ଣ୍ଣ

ଭିଜିଲାନ୍ସ ପଞ୍ଝାରେ ଜଣେ ସେକ୍ସନ ଅଫିସର

ରାଜ୍ୟରେ ଦିନକୁ ଦିନ ଦୁର୍ନୀତିର ମାତ୍ରା ବଢିଚାଲିଛି । ପ୍ରତ୍ୟେକ ଦିନ ଏହି ନା କେହି ସରକାରୀ ଅଧିକାରୀ ଭିଡିଲାନ୍ସ ଜାଲରେ ଛନ୍ଦି ହୋଇଯାଉଛନ୍ତି । ଅଗରୁ ଅନେକ ଅଧିକାରୀଙ୍କୁ ଭଜିଲାନ୍ସ ଟାର୍ଗେଟ କରି ଧରିଥିବା ବେଳେ ବର୍ତ୍ତମାନ ଏହି ପଞ୍ଝାରେ ପଡିଛନ୍ତି ଜଣେ ସେକ୍ସନ ଅଫିସର । ୧୫ ହଜାର

ମୁଖ୍ୟ ଶାସନ ସଚିବଙ୍କ ରାଉରକେଲା ଗସ୍ତ

ବିର୍ସା ମୁଣ୍ଡା ଅନ୍ତର୍ଜାତୀୟ ହକି ଷ୍ଟାଡିୟମ ସହିତ ରାଉରକେଲା ବିମାନ ବନ୍ଦର ଏବଂ ବିଭିନ୍ନ ଭିତ୍ତିଭୂମି ନିର୍ମାଣ କାର୍ଯ୍ୟର ଅଗ୍ରଗତି ସମୀକ୍ଷା,ନଭେମ୍ବର ୩୦ ସୁଦ୍ଧା ହକି ଷ୍ଟାଡିୟମ ଏବଂ ବିମାନ ବନ୍ଦର ନିର୍ମାଣ କାର୍ଯ୍ୟ ସାରିବାକୁ ନିର୍ଦ୍ଦେଶ । ରାଉରକେଲା, ୧୭ ନଭେମ୍ବର ୨୦୨୨:

ବିଧାନସଭା ଆଗରେ ବିଜେପିର ଧାରଣା ଘୋଷଣା ଅତ୍ୟନ୍ତ ହାସ୍ୟାସ୍ପଦ: ବିଜେଡି

ବିଧାନସଭା ଆଗରେ ଧାରଣା ଦେବାକୁ ବିଜେଡିର ପରାମର୍ଶ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ୨୯୩୦ ପାଇଁ କେନ୍ଦ୍ରକୁ କହୁ ବିଜେପି କୁଆଡେ ଗଲା ଉତ୍ପାଦନ ମୂଲ୍ୟର ଦେଢ ଗୁଣ ଦର ବୃଦ୍ଧି ପ୍ରତିଶ୍ରୁତିସ୍ୱାମୀନାଥନ କମିଟି ରିପୋର୍ଟ କାର୍ଯ୍ୟକାରୀ ନେଇ ପ୍ରଶ୍ନ ଉଠାଇଲା ବିଜେଡିଭୁବନେଶ୍ୱର : ଚାଷୀଙ୍କ

ପଦ୍ମପୁର ଉପନିର୍ବାଚନ : ନାମାଙ୍କନ କଲେ ବର୍ଷା, ସତ୍ୟଭୂଷଣ, ପ୍ରଦୀପ

ପଦ୍ମପୁର ଉପନିର୍ବାଚନ ପାଇଁ ନାମାଙ୍କନ କଲେ ବର୍ଷା ସିଂ ବରିହା । ବିଜେଡି ପ୍ରାର୍ଥୀ ଭାବେ ପଦ୍ମପୁର ଉପଜିଲ୍ଲାପାଳଙ୍କ ଠାରେ ନାମାଙ୍କନ ଭରିଲେ । ବର୍ଷାଙ୍କ ପରେ ନାମାଙ୍କନ କଲେ କଂଗ୍ରେସ ପ୍ରାର୍ଥୀ ସତ୍ୟଭୂଷଣ ସାହୁ । ସମର୍ଥକଙ୍କ ସହ ଆସି ନାମାଙ୍କନ ଭରିଲେ ବିଜେପି ପ୍ରାର୍ଥୀ ପ୍ରଦୀପ