ବୁଷ୍ଟର ଡୋଜ୍ ନେଇଥିବା ଲୋକଙ୍କୁ ଦିଆଯିବ ନାହିଁ ନାଜାଲ୍ ଟିକା
ଭାରତ ବାୟୋଟେକର ଇଣ୍ଟ୍ରାନାଜାଲ ଟିକା ‘ଇନକୋଭାକ୍’କୁ ଗତ ସପ୍ତାହରେ ଭାରତର କୋଭିଡ୍-୧୯ ଟିକାକରଣ କାର୍ଯ୍ୟକ୍ରମରେ ସାମିଲ କରାଯାଇଛି | ଘରୋଇ ହସ୍ପିଟାଲରେ ଭାରତ ବାୟୋଟେକର ଏହି ନାଜାଲ୍ ଟିକା ଡୋଜ୍ ପିଛା ୮୦୦ ଟଙ୍କାରେ ଉପଲବ୍ଧ ହେବ । ଏହା ଉପରେ ୫ ପ୍ରତିଶତ ଜିଏସଟି ମଧ୍ୟ ଲାଗିବ । ଅନ୍ୟପଟେ!-->…