Odia News Portal
Yearly Archives

2022

ଆଜିଠୁ ଯୁକ୍ତ ଦୁଇ ତୃତୀୟ ପର୍ଯ୍ୟାୟ ନାମଲେଖା ଆବେଦନ

ତୃତୀୟ ଥର ଲାଗି ଯୁକ୍ତ ଦୁଇ ଇ-ନାମଲେଖା ଲାଗି ଆବେଦନ କରିପାରିବେ । ଯୁକ୍ତ ଦୁଇ ଇ-ନାମଲେଖା ପ୍ରକ୍ରିୟାରୁ ବଞ୍ଚିତ ହୋଇଥିବା ଛାତ୍ରଛାତ୍ରୀଙ୍କୁ ପୁଣି ମିଳିଲା ସୁଯୋଗ । ଆଜିଠୁ ନଭେମ୍ବର ୧୫ ତାରିଖ ଯାଏ ଛାତ୍ରଛାତ୍ରୀମାନେ ନାମଲେଖା ପାଇଁ ପୁଣି ଥରେ ଆବେଦନ କରିପାରିବେ । ଇଚ୍ଛୁକ

ଆଜି ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଯାଇଥିଲେ ଦ୍ରୌପଦୀ ମୁର୍ମୁ

ଓଡ଼ିଶାରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଗସ୍ତର ଆଜି ଦ୍ୱିତୀୟ ଦିନରେ ନିଜ ସ୍କୁଲକୁ ଯାଇଥିଲେ ରାଷ୍ଟ୍ରପତି। ଭୁବନେଶ୍ୱର ୟୁନିଟ୍‌ -୨ ବାଳିକା ଉଚ୍ଚବିଦ୍ୟାଳୟରେ ସ୍ମୃତି ସାଉଁଟିଛନ୍ତି। ସ୍କୁଲରେ ପହଞ୍ଚିବା ପରେ ରାଷ୍ଟ୍ରପତିଙ୍କୁ ଫୁଲ ତୋଡ଼ା ଦେଇ ଭବ୍ୟ ସ୍ୱାଗତ କରାଯାଇଥିଲା। ଛାତ୍ରୀ,

ମାଣ୍ଡିଆ ପାଇଁ ଦିନଟିଏ : ଶ୍ରେଷ୍ଠ ଆହାର ଭାବେ ଲୋକପ୍ରିୟ କରିବାକୁ ମୁଖ୍ୟମନ୍ତ୍ରୀଙ୍କ ଆହ୍ବାନ

ପୁଷ୍ଟି ସହ ସମୃଦ୍ଧି ଯୋଡି ହୋଇରହିଛି । ଆଜି ହେଉଛି ସମୃଦ୍ଧିର ଦେବୀ ମା ଲକ୍ଷ୍ମୀଙ୍କ ପୂଜାର ଦିନ । ଆଜି ଦିନଟିକୁ ଓଡିଶା ସରକାର ମାଣ୍ଡିଆ ଦିବସ ଭାବରେ ପାଳନ କରୁଛନ୍ତି। ପ୍ରତିବର୍ଷ ନଭେମ୍ବର ୧୦ ତାରିଖକୁ ମାଣ୍ଡିଆ ଦିବସ ଭାବରେ ପାଳନ କରିବା ପାଇଁ ସରକାର ନିଷ୍ପତ୍ତି ନେଇଛନ୍ତି ବୋଲି

ମାଳଦ୍ୱୀପରେ ଭୟଙ୍କର ଅଗ୍ନିକାଣ୍ଡ

ମାଳଦ୍ୱୀପର ରାଜଧାନୀ ମାଲେରେ ଭୟଙ୍କର ଅଗ୍ନିକାଣ୍ଡ । ଏକ ହୋଟେଲ ଗ୍ୟାରେଜରେ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଏଥିରେ ୧୦ ଜଣଙ୍କର ମୃତ୍ୟୁ ହୋଇଛି । ମୃତକଙ୍କ ଭିତରେ ୯ ଭାରତୀୟ ଏବଂ ଜଣେ ବାଂଲାଦେଶୀ ନାଗୀରିକ ଥିବା ଜଣାପଡିଛି । ନିଆଁକୁ ନିୟନ୍ତ୍ରଣ କରିବା ପାଇଁ ୪ ଘଣ୍ଟାରୁ ଅଧିକ ସମୟ

ଚାଲି ଚାଲି ବଡ଼ ଦେଉଳ ଗଲେ ରାଷ୍ଟ୍ରପତି, ଅପରାହ୍ନରେ ଭୁବନେଶ୍ବର ପହଞ୍ଚିବେ

ଦେଶର ସାମ୍ବିଧାନିକ ମୁଖ୍ୟ ଭାବେ ଦାୟିତ୍ଵ ଗ୍ରହଣ ପରେ ନିଜର ପ୍ରଥମ ଓଡ଼ିଶା ଗସ୍ତ ଆରମ୍ଭରୁ ନିଆରା ଛାପ ଛାଡ଼ିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ଓଡ଼ିଆଙ୍କ ଆରାଧ୍ୟ ଜଗତର ନାଥ ପ୍ରଭୁ ଶ୍ରୀଜଗନ୍ନାଥଙ୍କ ଦର୍ଶନ ସହ ଆରମ୍ଭ ହୋଇଛି ରାଷ୍ଟ୍ରପତିଙ୍କ ଓଡ଼ିଶା ଗସ୍ତ। ସ୍ବତନ୍ତ୍ର ବିମାନରେ

୭୦୭ଟି ଉନ୍ନୀତ ବସ୍ତିକୁ ବିଜୁ ଆଦର୍ଶ କଲୋନୀ ଭାବେ ଉତ୍ସର୍ଗ କରିବେ ମୁଖ୍ୟମନ୍ତ୍ରୀ

ଜାଗା ମିଶନ ଅଧୀନରେ ବସ୍ତି ବାସିନ୍ଦାଙ୍କୁ ଭୂମି ଅଧିକାର ଦେବା ପାଇଁ ଆଜି ରାଜ୍ୟର ୫ଟି ମହାନଗର ନିଗମରେ ଡ୍ରୋନ ସର୍ଭେର ଶୁଭାରମ୍ଭ ହେବ । ବୈଷୟିକ ସହଯୋଗ ପାଇଁ ଜାଗା ମିଶନ ଓ ଟାଟା ଷ୍ଟିଲ ଫାଉଣ୍ଡେସନ ମଧ୍ୟରେ ବୁଝାମଣା ପତ୍ର ସ୍ବାକ୍ଷର ‌ହୋଇଛି । ଆଜି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଜାଗା

ଶରୀରରେ ଟାଟୁ ଥିଲେ ମିଳିବନି ସରକାରୀ ଚାକିରି

ଆଜିକାଲିର ଯୁବପୀଢ଼ିଙ୍କୁ ଟାଟୁ ନିଶା ଘାରିଥିବା ଦେଖାଯାଉଛି । ତେବେ ଏଥିନେଇ ଆପଣମାନେ ସଚେତନ ହେବା ଜରୁରୀ । ଭାରତରେ ଏଭଳି କିଛି ସରକାରୀ ଚାକିରିରେ ଟାଟୁକୁ ବ୍ୟାନ କରାଯାଇଛି । ତେଣୁ ସରକାରୀ ଚାକିରି ପାଇଁ ପ୍ରସ୍ତୁତି ଚଳାଇଥିବା ଆଶାୟୀମାନେ ଟାଟୁ ନିୟମକୁ ଧ୍ୟାନରେ ରଖିବା ଉଚିତ । କାରଣ

ଆଜି ଦ୍ୱିତୀୟ ସେମିଫାଇନାଲରେ ଭାରତ-ଇଂଲଣ୍ଡ ମୁହାଁମୁହିଁ

ଭାରତ ଗୁରୁବାର ଟି୨୦ ବିଶ୍ୱକପର ଦ୍ୱିତୀୟ ସେମିଫାଇନାଲରେ ଶକ୍ତିଶାଳୀ ଇଂଲଣ୍ଡକୁ ଭେଟିବ । ଆଡିଲେଡ୍ ଓଭାଲରେ ଖେଳାଯିବାକୁ ଥିବା ଏହି ନକ୍ ଆଉଟ୍ ମୁକାବିଲାକୁ ଭାରତ ଯଦି ଅତିକ୍ରମ କରେ ତେବେ ଆଇସିସି ଟାଇଟଲ ମରୁଡ଼ିର ଅନ୍ତ ଘଟାଇବା ପାଇଁ ଆଉ ଏକ ସୁଯୋଗ ପାଇବ । ଏଥିପାଇଁ ଟିମ୍ ଇଣ୍ଡିଆକୁ

ଜାଣନ୍ତୁ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ କାର୍ଯ୍ୟକ୍ରମ

ରାତି ପାହିଲେ ମହାମହିମ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି। ରାଷ୍ଟ୍ରପତିଙ୍କ ଏହି ଗସ୍ତ ଚଳିତ ମାସ ୧୦ ତାରିଖ ଠାରୁ ଆରମ୍ଭ ହେଉଥିବା ବେଳେ ୧୧ ତାରିଖରେ ଶେଷ ହେବ । ଭାରତର ରାଷ୍ଟ୍ରପତି ଭାବେ ଏହା ଦ୍ରୌପଦୀ ମୁର୍ମୁଙ୍କ ପ୍ରଥମ ଓଡ଼ିଶା ଗସ୍ତ ହୋଇଥିବାରୁ

୧୨ ପରେ ବଢ଼ିବ ଶୀତ

ରାଜ୍ୟରେ ଶୀତ ଆରମ୍ଭ ହୋଇଗଲାଣି। ତେବେ ୧୨ ତାରିଖ ପରଠୁ ରାଜ୍ୟରେ ଶୀତର ପ୍ରକୋପ ବଢ଼ିବ ବୋଲି ପୂର୍ବାନୁମାନ କରିଛି ଭୁବନେଶ୍ୱର ଆଞ୍ଚଳିକ ପାଣିପାଗ କେନ୍ଦ୍ର। ପାଣିପାଗ କେନ୍ଦ୍ର ପକ୍ଷରୁ କରାଯାଇଥିବା ଟ୍ୱିଟ୍ ଅନୁସାରେ, ୧୨ ତାରିଖ ପରେ ପାରଦ ଖସିବ। ରାଜ୍ୟରେ ଶୀତର ପ୍ରକୋପ ବଢିବ। ହେଲେ