Odia News Portal
Yearly Archives

2022

ଦୁନିଆର ଏମିତି ଜାଗା, ଯେଉଁଠି ଉଡୁଛି ମନ୍ଦିର ଓ ପାହାଡ

ଆମ ଦୁନିଆରେ ଏଭଳି ଅନେକ ରହସ୍ୟ ଲୁଚି ରହିଛି ଯାହା କେହି ଵିଶ୍ଵାସ କରିବା ମୁସ୍କିଲ। ହେଲେ ବାସ୍ତବିକ କଥା ହେଲା ଏସବୁ ଆମ ଦୁନିଆରେ ଅଛି। ଅବଶ୍ୟ ଆମେ ସମସ୍ତେ ଜାଣିଛେ ଯେଉଁଠି ରହସ୍ୟ ଅଛି ସେଠାରେ କିଛି ଖାସ୍ କଥା ବି ଅଛି। ଯାହା ପାଇଁ ଆମ ଦୁନିଆ ସବୁଠୁ ନିଆରା ବୋଲି କୁହା ଯାଉଛି।

ବାଟ ଓଗାଳିଲା ନାଗ, ଅଧଘଣ୍ଟା ଧରି ଟ୍ରାଫିକ୍ ଜାମ୍

ରାସ୍ତା ଆଗରେ ବାଟ ଓଗାଳିଳା ନାଗ ସାପ । ଅଧଘଣ୍ଟା ଧରି ଫସିରହିଲେ ଲୋକେ । ଆନ୍ଧ୍ରପ୍ରଦେଶର ପ୍ରକାସମ ଜିଲ୍ଲା ଦୋର୍ନାଲା-ମରକାପୁରମ୍ ମୁଖ୍ୟ ସଡ଼କର ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି । ରାସ୍ତା ଉପରେ ଏକ ବିଷଧର ନାଗସାପ ଫଣା ଟେକି ରହିଥିବା ଭିଡିଓରେ ଦେଖାଯାଉଛି । ସୂଚନା ମୁତାବକ,

ମନି ଲଣ୍ଡରିଂ ମାମଲାରେ ସଞ୍ଜୟ ରାଉତଙ୍କୁ ମିଳିଲା ଜାମିନ

ପାତ୍ରା ଚଲ୍ ଜମି ଦୁର୍ନୀତି ମାମଲାରେ ଶିବସେନା ସାଂସଦ ସଞ୍ଜୟ ରାଉତଙ୍କୁ ଜାମିନ ମିଳିଛି। ମୁମ୍ବାଇର ଏକ କୋର୍ଟ ବୁଧବାର ରାଉତଙ୍କୁ ଜାମିନ ପ୍ରଦାନ କରିଛନ୍ତି। ଏହାପୂର୍ବରୁ ଉଭୟ ପକ୍ଷର ଯୁକ୍ତି ଶୁଣିବା ପରେ କୋର୍ଟ ତାଙ୍କ ଜାମିନ ଆବେଦନ ଉପରେ ରାୟ ସଂରକ୍ଷିତ ରଖିଥିଲେ।ପ୍ରାୟ ୧୦୦ ଦିନ

ପଦ୍ମପୁରରେ ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୂରଜ

ପଦ୍ମପୁର ଉପନିର୍ବାଚନରେ ପ୍ରଚାର କରିବେ ସୂର୍ଯ୍ୟବଂଶୀ ସୂରଜ । ଦଳ ସୂର୍ଯ୍ୟବଂଶୀଙ୍କୁ ବ୍ୟବହାର କରିବ କହିଲେ ଜୟନାରାୟଣ ମିଶ୍ର । ଧାମନଗର ଭଳି ପଦ୍ମପୁରରେ ମଧ୍ୟ ବିଜେପି ଜୋରଦାର ପ୍ରଚାର କରିବ । ଏଥିପାଇଁ ଦଳ ସ୍ୱତନ୍ତ୍ର ରଣନୀତି କରିଛି , ୩ ବରିଷ୍ଠ ନେତାଙ୍କୁ ଦାୟିତ୍ୱ ଦେଇଛି । ବସନ୍ତ

ରମାଦେବୀ ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ

ପୁଣି ଚର୍ଚ୍ଚାରେ ରମାଦେବୀ ବିଶ୍ଵବିଦ୍ୟାଳୟ। ମୁଖ୍ୟ ଫାଟକରେ ତାଲା ପକାଇଲେ ଛାତ୍ରୀ। ହଷ୍ଟେଲରେ ନିମ୍ନମାନର ଖାଦ୍ୟ ଦିଆଯାଉଥିବା ଅଭିଯୋଗ କରି ବିଶ୍ଵବିଦ୍ୟାଳୟ ମୁଖ୍ୟ ଫାଟକରେ ତାଲା ପକାଇ ପୋଷ୍ଟର ମାରି ତୀବ୍ର ପ୍ରତିବାଦ କରିଛନ୍ତି। ସୂଚନାନୁଯାୟୀ, ରମାଦେବୀ ବିଶ୍ଵବିଦ୍ୟାଳୟ ହଷ୍ଟେଲରେ

ବ୍ରାଉନସୁଗର କିଣିବାକୁ ଯାଇଥିଲେ ୩ ଯୁବକ, ନିଶାଡ଼ିଙ୍କୁ ବାନ୍ଧିଲେ ମହିଳା

୩ ବ୍ରାଉନସୁଗର ଗ୍ରାହକଙ୍କୁ ବାନ୍ଧିଲେ ମହିଳା। ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁରେ ଏଭଳି ଘଟଣା ଘଟିଛି। ଘଟଣାସ୍ଥଳରେ ପୋଲିସ ପହଞ୍ଚି ୩ ଯୁବକଙ୍କୁ ନିଜ ହେପାଜତକୁ ନେଇଛି। ସୂଚନାନୁଯାୟୀ, ବାଲିପାଟଣା ଥାନା ପମ୍ପାଲୋ ପଞ୍ଚାୟତ କୁଳନ୍ତିରା ଗାଁକୁ ୩ ଜଣ ଯୁବକ

ରାଷ୍ଟ୍ରପତିଙ୍କ ପାଇଁ ୫୫ ପ୍ଲାଟୁନ୍‌ ପୁଲିସ୍‌

ଆସନ୍ତାକାଲି ଓଡ଼ିଶା ଗସ୍ତରେ ଆସୁଛନ୍ତି ଦେଶର ପ୍ରଥମ ନାଗରିକ ତଥା ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷାକୁ ନଜରରେ ରଖି କମିଶନରେଟ୍‌ ପୁଲିସ୍‌ ପକ୍ଷରୁ ୫୫ପ୍ଲାଟୁନ୍‌ ପୁଲିସ୍‌ ଫୋର୍ସ ସହ ୩ ଶହ ଅଫିସରଙ୍କୁ ନିୟୋଜିତ କରାଯିବ । ଏ ନେଇ ବୁଧବାର କାରକେଡ୍‌ ବ୍ୟବସ୍ଥାର

ନେପାଳରେ ଭୂକମ୍ପ ଯୋଗୁଁ ୬ ମୃତ, ଦିଲ୍ଲୀ-ଏନସିଆର ସହ ଉତ୍ତର ଭାରତରେ ଝଟକା ଅନୁଭୂତ

ଦିଲ୍ଲୀ-ଏନସିଆର ସମେତ ଉତ୍ତର ଭାରତରେ ମଙ୍ଗଳବାର ରାତି ପ୍ରାୟ ୨ ଟା ସମୟରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି ।ଭୂକମ୍ପର କେନ୍ଦ୍ରସ୍ଥଳ ନେପାଳରେ ଥିଲା । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୬.୩ ଆକଳନ କରାଯାଇଛି । ନେପାଳର ଦୋତି ଜିଲ୍ଲାର ମୁଖ୍ୟ ଜିଲ୍ଲା ଅଧିକାରୀଙ୍କ ସୂଚନା ଅନୁଯାୟୀ ଭୂକମ୍ପ

ଅପରାହ୍ନ ୫ଟାରୁ ଆଜି ଶ୍ରୀମନ୍ଦିରରେ ସାଧାରଣ ଦର୍ଶନ ବନ୍ଦ

ଆଜି ଶ୍ରୀମନ୍ଦିରରେ ଶ୍ରୀଜୀଉଙ୍କ ବନକଲାଗି ନିତି । ଦ୍ଵିତୀୟ ଭୋଗମଣ୍ଡପ ନିତି ବଢିବା ପରେ ଶ୍ରୀମୁଖ ଶୃଙ୍ଗାର କରିବେ ଦତ୍ତମହାପାତ୍ର ସେବକ । ପ୍ରାକୃତିକ ପ୍ରଣାଳୀରେ ପ୍ରସ୍ତୁତ ରଙ୍ଗରେ ଶ୍ରୀବିଗ୍ରହମାନଙ୍କ ଶ୍ରୀମୁଖକୁ ଶୃଙ୍ଗାର କରାଯିବ । ହିଙ୍ଗୁଳ, ହରିତାଳ, କସ୍ତୁରୀ, ନାଲି, ଧଳା ଓ କଳା

ଡି.ଓ୍ବାଇ. ଚନ୍ଦ୍ରଚୂଡ ସୁପ୍ରିମକୋର୍ଟର ପ୍ରଧାନବିଚାରପତି

ଜଷ୍ଟିସ ଧନଞ୍ଜୟ ଓ୍ବାଇ. ଚନ୍ଦ୍ରଚୂଡ୍ ସୁପ୍ରିମକୋର୍ଟର ପ୍ରଧାନ ବିଚାରପତି ଭାବେ ଶପଥ ନେଇଛନ୍ତି । ରାଷ୍ଟ୍ରପତି ଭବନରେ ଆୟୋଜିତ ସମାରୋହରେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ ତାଙ୍କୁ ଶପଥପାଠ କରାଇଛନ୍ତି । ଜଷ୍ଟିସ ୟୁ.ୟୁ ଲଳିତଙ୍କ ଅବସର ପରେ ଜଷ୍ଟିସ ଚନ୍ଦ୍ରଚୂଡ ଦେଶର 50 ତମ ପ୍ରଧାନ