Odia News Portal
Yearly Archives

2022

୨୦ ଦିନର ରୋଗୀଣା ଶିଶୁକୁ ତଣ୍ଟି ଚିପି ହତ୍ୟା କଲା ପିଶାଚିନୀ ମା’

ଝିଅକୁ ହତ୍ୟା କଲା ଜନ୍ମ କଲା ମା’ । ୨୦ ଦିନର ଶିଶୁକନ୍ୟାକୁ କଲା ହତ୍ୟା । ମହାରାଷ୍ଟ ୱାଡ଼ି ଆଦମପୁର ଗ୍ରାମରେ ଜଣେ ମହିଳା ନିଜ ଜନ୍ମିତ ଶିଶୁକୁ ତଣ୍ଟି ଚିପି ହତ୍ୟା କରିଥିବା ଘଟଣା ସାମ୍ନାକୁ ଆସିଛି । ଡାକ୍ତରଖାନାରେ ଶିଶୁକନ୍ୟାଟି ଜନ୍ମ ହେବା ପରେ ତାର ଶରୀରରେ କୌଣସି ଅସୁବିଧା ଥିବା

ହେତୁବାଦୀ ଆକ୍ରମଣ : ୮ ଗିରଫ

ଲୋହିଆ ଏକାଡେମୀରେ ପଶି ଆକ୍ରମଣ ଘଟଣାରେ ୮ ଗିରଫ । ଅଟକ ୮ ଜଣଙ୍କୁ ଗିରଫ କଲା ଖାରବେଳ ନଗର ଥାନା ପୋଲିସ । ବଳ ପୂର୍ବକ ପଶିବା , ଆକ୍ରମଣ କରିବା ଅଭିଯୋଗରେ ଗିରଫ । ଗ୍ରହଣରେ ଭକ୍ଷଣକୁ ବିରୋଧ କରି ହେତୁବାଦୀଙ୍କୁ ଆକ୍ରମଣ ହୋଇଥିଲା ।

ଧାମନଗର ବିଧାୟକ ଭାବେ ଶପଥ ନେଲେ ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ

ଶପଥ ନେଲେ ଯୁବ ବିଧାୟକ ସୁରଜ ସୂର୍ଯ୍ୟବଂଶୀ। ଧାମନଗର ବିଧାୟକ ଭାବେ ସେ ଶପଥ ଗ୍ରହଣ କରିଛନ୍ତି। ବାଚସ୍ପତି ବିକ୍ରମ କେଶରୀ ଆରୁଖ ବିଧାନସଭାରେ ଶପଥ ପାଠ କରାଇଛନ୍ତି। ସୂଚନା ଅନୁଯାୟୀ, ଧାମନଗର ବିଧାୟକ ବିଷ୍ଣୁ ସେଠୀଙ୍କ ପରଲୋକ ପରେ ଏହି ଆସନରେ ଉପନିର୍ବାଚନ ହୋଇଥିଲା । ବିଜେଡି

ପଦ୍ମପୁର ପାଇଁ ଦାୟିତ୍ୱ ବାଣ୍ଟିଲା ବିଜେଡି

ଧାମନଗର ନିର୍ବାଚନ ହାରିବା ପରେ ଏବେ ସଜାଗ ହୋଇ ପଡିଛି ବିଜେଡି । ପରାଜୟ ଛିଟାକୁ ହାଲୁକା କରିବା ପାଇଁ ଏବେ ପଦ୍ମପୁରରେ ବଡ ଗେମ ପ୍ଲାନ କରୁଛି ବିଜେଡି । ଆଗକୁ ଅଛି ପଦ୍ମପୁର ଉପ ନିର୍ବାଚନ ଆଉ ଧାମନଗରେ ଯେଉଁ ଭୁଲ ପାଇଁ ଶାସନ ଦଳକୁ ପରାଜୟ ସହିବାକୁ ପଡିଥିଲା ସେହି ଭୁଲ କୁ ଆଉ ନ ଦୋହରାଇବା

ମାଣ୍ଡିଆପଲ୍ଲୀ ଗୁଟଖା କାରଖାନାରେ ଗୋପାଳପୁର ପୋଲିସର ଚଢ଼ଉ

ବେଆଇନ୍‌ ଗୁଟଖା ପ୍ରସ୍ତୁତି, କାରବାର, ବିକ୍ରି ତଥା ଚାଲାଣ ଉପରେ ବ୍ରହ୍ମପୁର ଜିଲ୍ଲା ପୋଲିସର ଚଢ଼ଉ ଜାରି ରହିଛି। ବ୍ରହ୍ମପୁର ଏସପି ଡା. ସର୍ବଣା ବିବେକ ଏମ୍ ଙ୍କ ନିର୍ଦ୍ଦେଶରେ ଗୋପାଳପୁର ଥାନା ପୋଲିସ ମାଣ୍ଡିଆପଲ୍ଲୀ ଠାରେ ଚାଲିଥିବା ବେନିୟମ ଗୁଟ୍‌ଖା ପ୍ରସ୍ତୁତି କାରଖାନା ଉପରେ ଚଢଉ

ଗ୍ରହଣରେ ହାତାହାତି ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ

ପରାଗରେ ବିରିୟାନୀ ଖାଇଥିଲେ । ଗ୍ରହଣରେ ହାତାହାତି ହୋଇଛନ୍ତି ହେତୁବାଦୀ-ପରମ୍ପରାବାଦୀ । ବ୍ରହ୍ମପୁରରେ ଆଜି ପୁଣି ଖାଇବାର ବନ୍ଦୋବସ୍ତ କରିଥିଲେ ହେତୁବାଦୀ । କିନ୍ତୁ ଭୋଜନସ୍ଥଳୀରେ ଧସେଇ ପଶିଥିଲେ ପରମ୍ପରାବାଦୀ ଏବଂ ବଜରଙ୍ଗୀ ଦଳ । ହେତୁବାଦୀଙ୍କ ବ୍ୟାନର ଚିରି ଗୋବରମାଡ କରିଥିଲେ ।

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା

ଆଜିଠୁ ଐତିହାସିକ କଟକ ବାଲିଯାତ୍ରା ଆରମ୍ଭ ହେଉଛି । କୋରୋନା ଯୋଗୁଁ ଦୁଇବର୍ଷ ଆୟୋଜିତ ହୋଇ ନଥିଲା ବାଲିଯାତ୍ରା । ଏଥର ୧୪୦୦ ଷ୍ଟଲ ଓ ୨ହଜାରରୁ ଅଧିକ ବ୍ୟବସାୟୀଙ୍କୁ ନେଇ ହେଉଛି ଯାତ୍ରା । ଲେଜର ସୋ’, କଟକ ଇନ୍ କଟକ ମୁଖ୍ୟ ଆକର୍ଷଣ ହେବ । ବାଲିଯାତ୍ରାରେ ସୁରକ୍ଷା ପାଇଁ ମୁତୟନ ହେବେ ପ୍ରାୟ

ଖୁବଶୀଘ୍ର ରାଜ୍ୟରେ ଖୋଲିବ ୩ଟି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର

ରାଜ୍ୟବାସୀଙ୍କ ପାଇଁ ଏକ ଖୁସି ଖବର । ରାଜ୍ୟର ୩ଟି ଜିଲ୍ଲାରେ ଖୋଲିବାକୁ ଯାଉଛି ଡ୍ରାଇଭିଂ ଟ୍ରେନିଂ ଆଣ୍ଡ ରିସର୍ଚ୍ଚ ସେଣ୍ଟର (ଆଇଡିଟିଆର) । ଏନେଇ ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଅଶୋକ ଲେଲ୍ୟାଣ୍ଡ ସହିତ ବୁଝାମଣା ସ୍ୱାକ୍ଷର କରାଯାଇଛି । ଏହି ୩ଟି ଆଇଡିଟିଆର ସ୍ଥାପନ ହେବା ଦ୍ୱାରା

ଆସନ୍ତାକାଲି ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ, ଭୋର ୫ଟା ୫୪ ମିନିଟ୍‌ ୫୩ ସେକେଣ୍ଡଠାରୁ ଅନ୍ନଭୋଜନ, ପାକକର୍ମ ଓ ଦେବନୀତି…

ଆସନ୍ତାକାଲି କାର୍ତ୍ତିକ ପୂର୍ଣ୍ଣିମାରେ ରାହୁଗ୍ରସ୍ତ ଖଣ୍ଡଗ୍ରାସ ଚନ୍ଦ୍ରଗ୍ରହଣ । ଏବର୍ଷର ଶେଷ ଚନ୍ଦ୍ର ଗ୍ରହଣ । କାଲି ଅପରାହ୍ନ ୨ଟା ୩୮ ମିନିଟ୍‌ ୧୪ ସେକେଣ୍ଡରେ ଗ୍ରହଣ ସ୍ପର୍ଶ କରିବ । ସନ୍ଧ୍ୟା ୬ଟା ୧୮ ମିନିଟ୍‌ ୪୭ ସେକେଣ୍ଡରେ ସର୍ବମୋକ୍ଷ । ଗ୍ରହଣ ସନ୍ଧ୍ୟା ୫ଟା ୫ ମିନିଟ୍‌ ୫୯

ଆସନ୍ତୁ ଜାଣିବା ହେଙ୍ଗୁ ଏବଂ ଘିଅର ବଡ଼ ଉପକାରିତା

ହେଙ୍ଗୁ ଏବଂ ଘିଅ ପେଟ କଷ୍ଟ ଏବଂ ଯନ୍ତ୍ରଣାରୁ ମୁକ୍ତି ପାଇଁ ଲାଭଦାୟକ, ଏହାର ଆଶ୍ଚର୍ଯ୍ୟଜନକ ଲାଭ ରହିଛି। ଘିଅରେ ଭିଟାମିନ୍ ଏ, ଭିଟାମିନ୍ କେ, ପ୍ରୋଟିନ୍ ଏବଂ ଆଣ୍ଟିଅକ୍ସିଡାଣ୍ଟ ସହିତ ପୋଷକ ତତ୍ତ୍ୱ ଭରପୂର ରହିଛି। ଅନ୍ୟପକ୍ଷରେ ହେଙ୍ଗୁ ପ୍ରୋଟିନ୍, ଫାଇବର, କ୍ୟାଲସିୟମ୍, ଫସଫରସ୍,