ମଙ୍ଗଳାଯୋଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ
ମଙ୍ଗଳାଯୋଡ଼ି ଗସ୍ତରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର । ଖୋର୍ଦ୍ଧା ଜିଲ୍ଲା ଟାଙ୍ଗୀ ଅନ୍ତର୍ଗତ ମଙ୍ଗଳାଯୋଡ଼ି ବୁଲି ଦେଖିବା ସହ ପକ୍ଷୀ ଅଭୟାରଣ୍ୟ ଦେଖିଛନ୍ତି ମୁଖ୍ୟ ଶାସନ ସଚିବ । ଶୀତଦିନେ ପକ୍ଷୀ ଦେଖିବା ପାଇଁ ମଙ୍ଗଳାଯୋଡିକୁ ଶହ ଶହ ପର୍ଯ୍ୟଟକ ଆସୁଥିବାରୁ ସେମାନଙ୍କ ପାଇଁ ସୁବିଧା!-->…