କାଶ୍ମୀରରେ ବଦଳିଲା ଋତୁ
କାଶ୍ମୀରର ଗୁଲମର୍ଗ ସମେତ ଉପତ୍ୟାକାରେ ତାଜା ହୀମପାତ ହୋଇଛି। ତେବେ ସମତଳରେ ବର୍ଷା ହେବା ଯୋଗୁ ଦକ୍ଷିଣ କାଶ୍ମୀର ସୋପିୟାଂ ଜିଲ୍ଲାକୁ ଜମ୍ମୁ କ୍ଷେତ୍ରର ପୁଞ୍ଛ ଓ ରାଜୌରୀ ଜିଲ୍ଲାକୁ ସଂଯୁକ୍ତ କରୁଥିବା ମୋଗଲ ସଡ଼କ ବନ୍ଦ ହୋଇଯାଇଛି। ଶ୍ରୀନଗର ପାଣିପାଗ ବିଭାଗ ଆଗାମୀ ୨୪ ଘଣ୍ଟାରେ ହାଲୁକାରୁ!-->…