ଆଜି ଧବଳେଶ୍ୱର ପୀଠରେ ବଡ଼ଓଷା
ବାବା ଧବଳେଶ୍ୱରଙ୍କ ବଡ଼ଓଷା ପର୍ବକୁ ଚାତକ ଭଳି ଅପେକ୍ଷା କରି ରହିଥାନ୍ତି ଭକ୍ତ । ଏହିଦିନ ଲକ୍ଷାଧିକ ଶ୍ରଦ୍ଧାଳୁଙ୍କ ସମାଗମରେ ଉଛୁଳିପଡେ ଧବଳେଶ୍ୱରଙ୍କ ପୀଠ । ଭକ୍ତମାନେ ଧାଡ଼ିରେ ଘଣ୍ଟାଘଣ୍ଟା କାଳ ଅପେକ୍ଷା କରି ମନଭରି ପ୍ରଭୁଙ୍କ ବଡସିଂହାର ବେଶକୁ ଦର୍ଶନ କରିଥାନ୍ତି । ଏଥର କିନ୍ତୁ ସେ!-->…