Odia News Portal
Yearly Archives

2022

କଳିଙ୍ଗ ଷ୍ଟାଡିୟମରେ ୨୮ରୁ ଏଫଆଇଏଚ ହକି ପ୍ରୋ-ଲିଗ୍: ହରମନପ୍ରୀତ ସିଂଙ୍କୁ ଅଧିନାୟକ ଦାୟିତ୍ଵ

କଳିଙ୍ଗ ଷ୍ଟାଡିୟମରେ ଆରମ୍ଭ ହେବାକୁ ଯାଉଛି ଏଫଆଇଏଚ ହକି ପ୍ରୋ-ଲିଗ୍‌ର ନୂଆ ସିଜନ। ଆସନ୍ତା ୨୮ ତାରିଖରୁ ଆରମ୍ଭ ହେବାକୁ ଥିବା ଏହି ମ୍ୟାଚ ପାଇଁ ଭାରତୀୟ ଦଳର ଆରମ୍ଭ ହୋଇଛି ଜୋରଦାର ପ୍ରସ୍ତୁତି। ଅକ୍ଟୋବର ୨୮ରୁ ଆସନ୍ତା ନଭେମ୍ବର ୪ ତାରିଖ ପର୍ଯ୍ୟନ୍ତ ମୋଟ ୪ଟି ମ୍ୟାଚ ଖେଳାଯିବ। ଏହି

ବଦଳିବ ରାଜ୍ୟର ସ୍ବାସ୍ଥ୍ୟ ଭିତ୍ତିଭୂମି ।

୩୩୮ ଟି ନୂଆ ଡାକ୍ତରଖାନା, ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ର (ସିଏଚସି) ଓ ପ୍ରାଥମିକ ସ୍ବାସ୍ଥ୍ୟ କେନ୍ଦ୍ର (ପିଏଚସି) ପ୍ରତିଷ୍ଠା ନେଇ ଘୋଷଣା କରିଛନ୍ତି ରାଜ୍ୟ ସରକାର । ଗ୍ରାମାଞ୍ଚଳ ଠାରୁ ସହରାଞ୍ଚଳ ପର୍ଯ୍ୟନ୍ତ ଲୋକଙ୍କୁ ସହଜରେ ସ୍ବାସ୍ଥ୍ୟ ସେବା ମିଳିବ। ଉପାନ୍ତ ଓ ଦୁର୍ଗମ ଅଞ୍ଚଳରେ ଥିବା

ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳା

ସମସ୍ତ ଯୁବକ ଏବଂ ଯୁବତୀମାନଙ୍କ ପାଇଁ ଜାତୀୟ ଆଜୀବିକା ସେବା କେନ୍ଦ୍ର (NCSCDA), ଭୁବନେଶ୍ୱର, ତରଫରୁ ଏକ ନିଯୁକ୍ତି ମେଳାର ଆୟୋଜନ କରାଯାଇଅଛି, ସେଥିରେ ଆଂଶିକ ଭିନ୍ନକ୍ଷମ ମାନେ (୪୦% ରୁ ଅଧିକ ନୁହେଁ) ମଧ୍ୟ ଭାଗ ନେଇ ପାରିବେ। ଏହା ୨୮ ଅକ୍ଟୋବର ୨୦୨୨ ରେ ଏନସିଏସସିଡ଼ିଏ (NCSCDA)

୨୦ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କଲା ଭାରତୀୟ ତଟରକ୍ଷୀ ବାହିନୀ

ଉଦ୍ଧାର ମତ୍ସ୍ୟଜୀବୀଙ୍କୁ ବାଂଲାଦେଶ ପ୍ରତିପକ୍ଷଙ୍କୁ ହସ୍ତାନ୍ତର କରାଗଲାନୂଆ ଦିଲ୍ଲୀ ୨୭-୧୦ (ଓଡ଼ିଆ ପୁଅ) ସମୁଦ୍ରରେ ଫସି ରହିଥିବା ୨୦ ଜଣ ବାଂଲାଦେଶୀ ମତ୍ସ୍ୟଜୀବୀଙ୍କୁ ଉଦ୍ଧାର କରିଛି ଭାରତୀୟ ତଟରକ୍ଷୀ ବାହିନୀ (ଆଇସିଜି)। ଅକ୍ଟୋବର ୨୫ ତାରିଖରେ ଭାରତ-ବାଂଲାଦେଶ ଅନ୍ତର୍ଜାତୀୟ

ନେଦରଲାଣ୍ଡ ବିପକ୍ଷ ମ୍ୟାଚରେ ପ୍ଲେଇଂ ଇଲେଭେନ୍‌ ଅଦଳବଦଳ କରିପାରେ ଭାରତ

ପାକିସ୍ତାନ ବିପକ୍ଷରେ ରୋମାଞ୍ଚକର ବିଜୟ ପରେ ଗୁରୁବାର ନେଦରଲାଣ୍ଡକୁ ଭେଟିବ ଟିମ୍‌ ଇଣ୍ଡିଆ । ଟ୍ବେଣ୍ଟି ଟ୍ବେଣ୍ଟି ବିଶ୍ବକପରେ ଭାରତର ଏହା ଦ୍ବିତୀୟ ମୁକାବିଲା ଥିବାବେଳେ ପୂରାପୂରି ଭାବେ ପ୍ରସ୍ତୁତ ରୋହିତ ବାହିନୀ । ଆଜି ଦିନ ୧୨.୩୦ରେ ସିଡନୀରେ ଖେଳାଯିବ ଏହି ମୁକାବିଲା । ତେବେ

୭୦ ବର୍ଷ ବୟସରେ ଇସ୍ମାଇଲ ମୁମ୍ବାଇରେ ଶେଷ ନିଶ୍ୱସ ତ୍ୟାଗ କରିଛନ୍ତି

ବଲିଉଡର ପ୍ରସିଦ୍ଧ ନିର୍ଦ୍ଦେଶକ ଇସ୍ମାଇଲ ଶ୍ରଫଙ୍କ ଦେହାନ୍ତ ହୋଇଛି। । ବ୍ରେନ୍ ଷ୍ଟ୍ରୋକ୍ ହେତୁ ତାଙ୍କର ମୃତ୍ୟୁ ଘଟିଛି। ଇସ୍ମାଇଲ୍ ଶ୍ରଫ୍ ଆହିସ୍ତା ଆହିସ୍ତା, ଅଗର, ଥୋଡି ସି ବେୱଫାଇ, ବୁଲନ୍ଦି, ସୁରିଆ, ଗଡ୍ ଆଣ୍ଡ ଗନ୍, ପୋଲିସ୍ ପବ୍ଲିକ୍, ନିଶ୍ଚୟ, ଲଭ୍ ୮୬, ଜିଦ୍ ଭଳି ଅନେକ ହିଟ୍

ରେଷ୍ଟୁରାଣ୍ଟ ମାଲିକ ଦେଲେନି ଛୁଟି, ପିଟିପିଟି ହତ୍ୟା କଲେ କର୍ମଚାରୀ

ଛତିଶଗଡର ରାଜଧାନୀ ରାୟପୁରରେ ମଙ୍ଗଳବାର ରାତିରେ ଏକ ରେଷ୍ଟୁରାଣ୍ଟ ମାଲିକଙ୍କୁ ହତ୍ୟା କରାଯାଇଥିଲା। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ ପୋଲିସ ତଦନ୍ତ ଆରମ୍ଭ କରିଥିଲା। ଯାଞ୍ଚ ବେଳେ ପୋଲିସ ଜାଣିବାକୁ ପାଇଲା ଯେ ଏହି ହତ୍ୟା ମାମଲାରେ ମାଲିକଙ୍କ ଦୁଇ କର୍ମଚାରୀ ଅଛନ୍ତି। ଏହା ପରେ ପୋଲିସ

ଗୋଟିଏ କ୍ଲିକ୍‌ରେ ୩୦୦ ରକମର ଋଣ ଆବେଦନ କରି ହେବ

୪୦ରୁ ଅଧିକ ବ୍ୟାଙ୍କରୁ କୃଷକ ଓ କୃଷି ଉଦ୍ୟୋଗୀମାନେ ଋଣ ପାଇପାରିବେ । ଦେଶରେ ଏଭଳି ସୁବିଧା ପ୍ରଥମ ଓ ଅନନ୍ୟ । କୃଷି ଋଣ ଆବେଦନ ପୋର୍ଟାଲ ‘ସଫଳ’ ଶୁଭାରମ୍ଭ ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା କହିଛନ୍ତି । ବୁଧବାର ଲୋକସେବା ଭବନ କନଭେନସନ୍‌ ସେଣ୍ଟରରେ ଆୟୋଜିତ ଏକ

ମସଜିଦ ଉପରେ ଆଖି ବୁଜା ଗୁଳି

ଇରାନର ସିରାଜ ସହରରେ ଗତକାଲି ସନ୍ଧ୍ୟାରେ ଘଟିଥିବା ଆତଙ୍କବାଦୀ ଆକ୍ରମଣରେ ୧୫ ଜଣଙ୍କର ମୃତ୍ୟୁ ହୋଇଛି। ଏହି ଆକ୍ରମଣରେ ୧୦ ଜଣଙ୍କ ଅବସ୍ଥା ଗୁରୁତର ଅଛି। ୩ ବନ୍ଧୁକଧାରୀ ଏପରି ନାରକୀୟ କାଣ୍ଡ ଘଟାଇଥିବା ବେଳେ ସେମାନଙ୍କ ମଧ୍ୟରୁ ୨ ଜଣଙ୍କୁ ପୁଲିସ୍‌ କାବୁ କରି ନେଇଥିବା ବେଳେ ତୃତୀୟ

ଭାରତର ଏହି ସ୍ଥାନରେ ସାଇକେଲ ଠାରୁ ବି କମ୍ ଗତିରେ ଚାଲିଥାଏ ଏହି ଟ୍ରେନ୍

ଶିମଲାରେ ଚାଲୁଥିବା ଟଏଟ୍ରେନ୍ ଏକ ପ୍ରମୁଖ ପର୍ଯ୍ୟଟକ ଆକର୍ଷଣ, କିନ୍ତୁ ଏହିପରି ତାମିଲନାଡୁରେ ଏକ ଟ୍ରେନ ଅଛି ଯାହା ଏବେ ଚର୍ଚ୍ଚାକୁ ଆସିଛି । ସରକାରୀ ୱେବସାଇଟ୍ ଇନଭେଷ୍ଟ ଇଣ୍ଡିଆ ଅନୁଯାୟୀ, ମେଟୁପାଲାୟମ୍ ଓଟି ନୀଳଗିରି ପାସେଞ୍ଜର ଟ୍ରେନ୍ ହେଉଛି ଭାରତର ସବୁଠାରୁ ମନ୍ଥର ବା ଧିର ଗତି