ତୁରେକେଲାରୁ ୨୪ ଶ୍ରମିକ ଉଦ୍ଧାର
୨୪ ଜଣ ଶ୍ରମିକକୁ ଉଦ୍ଧାର କଲା ବଲାଙ୍ଗୀର ପୋଲିସ । ବଲାଙ୍ଗୀର ଜିଲ୍ଲା ତୁରେକେଲା ରେଳ ଷ୍ଟେସନରୁ ଏହି ଶ୍ରମିକକୁ ଉଦ୍ଧାର କରାଯାଇଛି । ରାଜ୍ୟ ବାହାରକୁ ବେଆଇନ ଭାବେ ଚାଲଣ ହେଉଥିବା ଅଭିଯୋଗ ପାଇ ପୋଲିସ ଏହା ଉପରେ କଡା ନଜର ରଖିଥିଲା । ଚିନ୍ତାର ବିଷୟ ହେଉଛି ଏଥିମଧ୍ୟରୁ ୮ ଜଣ ଶିଶୁ ଅର୍ଥାତ!-->…