Odia News Portal
Yearly Archives

2022

ରସୁଲଗଡ ଓଭରବ୍ରିଜ ଉପରେ ହୁ ହୁ ହୋଇ ଜଳିଗଲା ଟ୍ରକ ।

ଟ୍ରକରୁ ଡେଇଁ ଜୀବନ ବଞ୍ଚାଇଲେ ଡ୍ରାଇଭର ଓ ହେଲ୍ପର । 10 ମିନିଟ ମଧ୍ୟରେ ଦମକଳ ବାହିନୀ ପହଞ୍ଚି ନିଆଁକୁ ଆୟତ କରିଛନ୍ତି ।  ମାର୍ବଲ ବୁହା ଟ୍ରକଟି ପଲାସୁଣି ଦେଇ ରସୁଲଗଡ ଓଭରବ୍ରିଜ ଉପରକୁ ଯାଉଥିବା ସମୟରେ ବ୍ୟାଟେରୀରୁ ଧୁଆଁ ବାହାରିଥିଲା । ଏହାକୁ ଦେଖିବା କ୍ଷଣିକ ହଟାତ୍ ନିଆଁ ଲାଗିଗଲା

ଆଜିର ରାଶିଫଳ ଜାଣନ୍ତୁ କେମିତି କଟିବ ଦିନ।

ମେଷ : ମାନସିକ ରୂପରେ ଆଳସ୍ୟ ଅନୁଭବ କରିପାରନ୍ତି। ପରିଶ୍ରମ ତୁଳନାରେ ଫଳ ପ୍ରାପ୍ତି କମ ହେବ। କିନ୍ତୁ ପରିଶ୍ରମ କରିବା ବନ୍ଦ କରନ୍ତୁ ନାହିଁ, ଫଳ ନିଶ୍ଚିତ ମିଳିବ। ସନ୍ତାନମାନଙ୍କ ବିଷୟରେ ଆପଣଙ୍କୁ ଚିନ୍ତା ହୋଇପାରେ। ସରକାରୀ କାର୍ଯ୍ୟରେ ସଫଳତା ମିଳିବ। ଆଜି ଆପଣଙ୍କ ମନ ଅଧିକ ଚଞ୍ଚଳ

ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌: ଭାରତର ହ୍ୟାଟ୍ରିକ୍ ପରାଜୟ

କଳିଙ୍ଗ ଷ୍ଟାଡିୟମ୍‌ରେ ଚାଲିଥିବା ଅଣ୍ଡର୍‌-୧୭ ଫିଫା ମହିଳା ବିଶ୍ୱକପ୍‌ରେ ସୋମବାର ଗ୍ରୁପ୍‌-ଏ’ ଓ ଗ୍ରୁପ୍‌-ବି’ର ଗୋଟିଏ ଲେଖାଏଁ ମ୍ୟାଚ୍ ଖେଳାଯାଇଛି । ଦିନର ପ୍ରଥମ ମ୍ୟାଚ୍‌ଟି ଗ୍ରୁପ୍‌-ବି’ର ନାଇଜେରିଆ ଓ ଚିଲି ମଧ୍ୟରେ ଖେଳାଯାଇଥିବା ବେଳେ ଏଥିରେ ନାଇଜେରିଆ ୨-୧ ଗୋଲ୍‌ରେ ବିଜୟୀ ହୋଇ

କିଏ ହେବ କଂଗ୍ରେସର ନୂଆ ବସ୍‌ !!

ଆଜି କଂଗ୍ରେସର ଅଧ୍ୟକ୍ଷ ପଦ ପାଇଁ ହେବ ନିର୍ବାଚନ । ମଲ୍ଲିକାର୍ଜୁନ ଖଡ୍‌ଗେ ଏବଂ ଶଶି ଥରୁରଙ୍କ ମଧ୍ୟରେ ହେବ ସିଧାସଳଖ ଲଢେଇ । ସକାଳ ୧୦ଟାରୁ ୪ଟା ମଧ୍ୟରେ ହେବ ଭୋଟ୍‌ । ସମଗ୍ର ଦେଶରେ ୪୦ଟି କେନ୍ଦ୍ରରେ ୬୮ଟି ବୁଥ୍‌ ହୋଇଛି । ପ୍ରତ୍ୟେକ ରାଜ୍ୟର ପ୍ରତିନିଧି ପ୍ରାର୍ଥୀଙ୍କ ନାମ ସାମ୍ନାରେ

ଟଙ୍କାର ମୂଲ୍ୟ ହ୍ରାସ ହେଉନାହିଁ, ଡଲାର ଶକ୍ତିଶାଳୀ ହେଉଛି – ନିର୍ମଳା ସୀତାରମଣ

ଡଲାର ତୁଳନାରେ ଟଙ୍କାର ମୂଲ୍ୟ ହ୍ରାସ ହେବାରେ ଲାଗିଛି। ଡଲାର ମୂଲ୍ୟ ୮୨.୬୯ ଟଙ୍କା ହ୍ରାସ ପାଇଛି। ଅର୍ଥାତ୍ ଆପଣଙ୍କୁ ଗୋଟିଏ ଡଲାର ପାଇଁ ୮୨.୬୯ ଟଙ୍କା ଖର୍ଚ୍ଚ କରିବାକୁ ପଡିବ। ଅର୍ଥନୀତିଜ୍ଞଙ୍କ ଅନୁଯାୟୀ, ଡଲାର ତୁଳନାରେ ଟଙ୍କାର କ୍ରମାଗତ ଦୁର୍ବଳତା ଅର୍ଥନୈତିକ ଅଭିବୃଦ୍ଧି ହାର ଏବଂ ଆମ

ଗର୍ଭଣା ସଂକ୍ରାନ୍ତି।

ଓଡ଼ିଶାରେ କୁହାଯାଏ ୧୨ ମାସରେ ୧୩ ପର୍ବ। ତନ୍ମଧ୍ୟରୁ ଗର୍ଭଣା ସଂକ୍ରାନ୍ତି ଅନ୍ୟତମ। ତୁଳା ମାସର ସଂକ୍ରାନ୍ତିରେ ପାଳିତ ହୁଏ ଗର୍ଭଣା ସଂକ୍ରାନ୍ତି। ଗର୍ଭଣା ସଂକ୍ରାନ୍ତିକୁ ତୁଳା ସଂକ୍ରାନ୍ତି ମଧ୍ୟ କୁହାଯାଇଥାଏ। ଏହି ଦିନ ସୂର୍ଯ୍ୟ ତୁଳା ରାଶିକୁ ଗମନ କରିଥାଆନ୍ତି। ଇଂରାଜୀ ମାସ ଅକ୍ଟୋବର

ଅର୍ଚ୍ଚନାଙ୍କ ପାଇଁ ଦଫା ବଢାଇଲା ଅଡୁଆ

ଏସଡିଜେଏମଙ୍କ କୋର୍ଟରେ ଜାମିନ ଆବେଦନ ଖାରଜ ପରେ ଏବେ ଜେଲରେ କଟିବ ଅର୍ଚ୍ଚନାଙ୍କ ଦିନ । ଜଣେ ଯୁବତୀଙ୍କ ଅଭିଯୋଗ ଆଧାରରେ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା ସଙ୍ଗୀନ ଦଫା ଏବେ ତାଙ୍କ ଅଡୁଆ ବଢାଇଦେଇଛି । ଯୁବତୀଙ୍କ ଏତଲା ଅନୁଯାୟୀ ଅର୍ଚ୍ଚନାଙ୍କ ବିରୋଧରେ ଲାଗିଥିବା-ଦଫା ୩୭୦ ଅର୍ଥାତ

୪୫୦ ବର୍ଷ ପୁରୁଣା ପ୍ୟାଲେସରେ ବିବାହ କରିବେ ଅଭିନେତ୍ରୀ ହଂସିକା

ଛୋଟ ପରଦାରୁ ବଡ ପରଦାରେ ନିଜର ପରିଚୟ ସୃଷ୍ଟି କରିଥିବା ଅଭିନେତ୍ରୀ ହଂସିକା ମୋଟୱାନି ଖୁବ୍ ଶୀଘ୍ର ହାତ ଦି ହାତ ହେବାକୁ ଯାଉଛନ୍ତି। ଏବେ ସେ ପ୍ରକାରର ପ୍ରସ୍ତୁତିରେ ବ୍ୟସ୍ତ ଅଛନ୍ତି । ଏହା ପାଇଁ ସ୍ଥାନ ମଧ୍ୟ ସ୍ଥିର କରିଥିବାର କୁହାଯାଉଛି । ଗଣମାଧ୍ୟମ ରିପୋର୍ଟ ଅନୁଯାୟୀ, ହଂସିକା ଚଳିତ

ଜୀବନ ହାରିଲେ ଆଉ ଜଣେ ଅଭିନେତ୍ରୀ।

ଲୋକପ୍ରିୟ ସିରିଏଲ୍ ‘ୟେ ରିସ୍ତା କ୍ୟା କେହଲାତା ହୈ’ ଫେମ୍ ଅଭିନେତ୍ରୀ ବୈଶାଳୀ ଠକ୍କର ଇନ୍ଦୋର ସ୍ଥିତ ନିଜ ଘରେ ଫାଶୀ ଲଗାଇ ଆତ୍ମହତ୍ୟା କରିଛନ୍ତି। ଅଭିନେତ୍ରୀ ଜଣକ ସୁଇସାଇଡ୍ ନୋଟ୍ ମଧ୍ୟ ଛାଡି ଯାଇଛନ୍ତି। ଅଭିନେତ୍ରୀ ବୈଶାଳୀ ଠକ୍କର ଗତ ୧ ବର୍ଷ ହେଲା ଇନ୍ଦୋରରେ ରହୁଥିଲେ।

ଜର୍ମାନ ଗସ୍ତରେ ସାଂସଦ ଅମର ପଟ୍ଟନାୟକ ।

ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ବିଏସ୍‌କେୱାଇ ଉପରେ ଦେବେ ଦୀକ୍ଷାନ୍ତ ଭାଷଣଭୁବନେଶ୍ୱର: ମୁଖ୍ୟମନ୍ତ୍ରୀଙ୍କ ପ୍ରତିନିଧି ଭାବେ ସେ ବିଶ୍ୱସ୍ୱାସ୍ଥ୍ୟ ସମ୍ମିଳନୀରେ ଯୋଗଦେଇ ବିଜୁ ସ୍ୱାସ୍ଥ୍ୟ କଲ୍ୟାଣ ଯୋଜନା ବା ବିଏସ୍‌କେୱାଇ ଉପରେ ଦୀକ୍ଷାନ୍ତ ଭାଷଣ ଦେବେ । ଏହି ଯୋଜନା କିଭଳି ସାର୍ବଜନୀନ