Odia News Portal
Yearly Archives

2022

ୟୁକ୍ରେନ ନାଟୋରେ ସାମିଲ ହେଲେ ତୃତୀୟ ବିଶ୍ୱଯୁଦ୍ଧ ନିଶ୍ଚୟ : ରୁଷ୍‌

ରୁଷିଆ ଓ ୟୁକ୍ରେନ ମଧ୍ୟରେ ଯୁଦ୍ଧ ବେଳକୁ ବେଳ ତୀବ୍ର ହେବାରେ ଲାଗିଛି। ଗତ କିଛି ଦିନ ହେଲା ରୁଷିଆ ଅଧିକ ଆକ୍ରାତ୍ମକ ହୋଇ ଲଗାତର ଭାବେ ୟୁକ୍ରେନ ଉପରେ ଆକ୍ରମଣ କରୁଛି। ଏହି ଆକ୍ରମଣ ମଧ୍ୟରେ ୟୁକ୍ରେନ ନାଟୋରେ ସାମିଲ ହେବାକୁ ଚେଷ୍ଟା ଚଳାଇଛି। ଏଭଳି ସ୍ଥିତିରେ ୟୁକ୍ରେନ ନାଟୋରେ ସାମିଲ

ସ୍ୱାମୀ- ସ୍ତ୍ରୀଙ୍କ ଇଛା ନଥିଲେ ହେବନି ଛାଡ଼ପତ୍ର, ଗୋଟିଏ ପକ୍ଷ ସହମତିରେ ଧାରା ୧୪୨ର ବ୍ୟବହାର କରିପାରିବେ ନାହିଁ:

ଛାଡପତ୍ର ମାମଲା ସମ୍ପର୍କରେ ସୁପ୍ରିମକୋର୍ଟ ଏକ ବଡ ମନ୍ତବ୍ୟ ଦେଇଛନ୍ତି। ସୁପ୍ରିମ୍‌କୋର୍ଟ‌ କହିଛନ୍ତି, ଭାରତରେ ବିବାହ ଏକ ଖାମଖିଆଲି ଘଟଣା ନୁହେଁ। ପାଶ୍ଚାତ୍ୟ ଦେଶଗୁଡ଼ିକରେ ଆଜି ବାହାଘର ଏବଂ କାଲି ବିଚ୍ଛେଦ ଭଳି ଯେଉଁସବୁ ଘଟଣା ଘଟୁଛି ସେଭଳି ଆମ ଦେଶରେ ହୁଏନାହିଁ ବା ଆମେ ସେହି ସ୍ତରରେ

ପରଲୋକରେ ‘ହ୍ୟାରି ପୋଟର୍’ର ହାଗ୍ରିଡ୍,

ହ୍ୟାରି ପୋଟର୍’ରେ ହାଗ୍ରିଡ୍ ଭୂମିକାରେ ଅଭିନୟ କରିଥିବା ଅଭିନେତା ରୋବି କୋଲଟ୍ରେନଙ୍କର ଦେହାନ୍ତ ହୋଇଛି। ୭୨ ବର୍ଷ ବୟସରେ ଅଭିନେତା ଶେଷ ନିଶ୍ୱାସ ତ୍ୟାଗ କରିଛନ୍ତି। ସେ ଗତ କିଛି ଦିନ ହେବ ଅସୁସ୍ଥ ଥିଲେ। ଯେଉଁଥିପାଇଁ ସେ ହସ୍ପିଟାଲରେ ଚିକିତ୍ସିତ ହେଉଥିଲେ, ସେଠାରେ ତାଙ୍କର

ଭିକିଙ୍କ ସହ ପ୍ରଥମ କରୱାଚୌଥ ପାଳିଲେ କ୍ୟାଟ୍ରିନା: ମଥାରେ ସିନ୍ଦୁର, ବେକରେ ମଙ୍ଗଳ ସୂତ୍ର ପକାଇ ଟ୍ରାଡିସନାଲ୍‌…

ବଲିଉଡ ଇଣ୍ଡଷ୍ଟ୍ରିର ଅନେକ ଅଭିନେତ୍ରୀଙ୍କ ପାଇଁ ବିବାହ ପରେ ଚଳିତ ବର୍ଷ ପ୍ରଥମ ଥର କରୱାଚୌଥ ଥିଲା। ଏହି ସମୟରେ ବିଟାଉନ୍‌ରୁ ଅନେକ ସେଲିବ୍ରେଟଙ୍କ ଫଟୋ ସୋସିଆଲ୍‌ ମିଡିଆରେ ଭାଇରାଲ୍‌ ହେଉଛି। ସେମାନଙ୍କ ମଧ୍ୟରେ କ୍ୟାଟ୍ରିନା କୈଫ ଏବଂ ଭିକି କୌଶଲ ମଧ୍ୟ ସାମିଲ୍‌ ଅଛନ୍ତି। ଭିକିଙ୍କ ଦୀର୍ଘ

ପାକିସ୍ତାନରେ ହେବ ଏସିଆ କପ୍‌ ୨୦୨୩: ଟିମ୍‌ ଇଣ୍ଡିଆ ଗସ୍ତ ପାଇଁ BCCIର ଗ୍ରୀନ୍‌ ସିଗନାଲ୍, ଅନୁମତି ଦେବ ତ କେନ୍ଦ୍ର?

ପାକିସ୍ତାନ ଗସ୍ତ କରିବ ଟିମ୍‌ ଇଣ୍ଡିଆ! ୨୦୦୮ ମସିହାରୁ ବର୍ତ୍ତମାନ ସୁଦ୍ଧା ଯାହା ସମ୍ଭବ ହୋଇପାରିନାହିଁ ତାହା ପୁଣି ସମ୍ଭବ ହେବ! ଏକାଠି ହେବେ କ୍ରିକେଟର ଦୁଇ ମହା ଧ୍ରୁମ! ଏଭଳି କିଛି ଖବର ଏବେ ଚର୍ଚ୍ଚା ହେଉଛି । ହେବା ବି ସ୍ବାଭାବିକ । କାରଣ ଏଭଳି ସଙ୍କେତ ଦେଇଛି ଭାରତୀୟ କ୍ରିକେଟ୍‌

ଦେଶ ଓ ରାଜ୍ୟ ଏବେ ଘଡିସନ୍ଧି ମୂହୁର୍ତ୍ତ ଦେଇ ଗତି କରୁଛି : ନରସିଂହ ମିଶ୍ର

କରୋନା ଯୋଗୁ ଭାରତରେ ଦାରିଦ୍ର‌୍ୟ ସଂଖ୍ୟା ଉତ୍କଟ ହୋଇଛି । ଏହା କୈାଣସି ରାଜନୈତିକ ବୟାନ ବାଜି ନୁହେଁ କିମ୍ବା କୈାଣସି ରାଜନେତାଙ୍କ ବକ୍ତବ୍ୟ ନୁହେଁ ଖୋଦ୍ ବିଶ୍ୱ ବ୍ୟାଙ୍କର ରିପୋର୍ଟରୁ ଏହା ସ୍ପଷ୍ଟ ଜଣାପଡୁଛି । ଯେଉଁଥିରେ ବିଶ୍ୱରେ ୭.୧ କୋଟି ଲୋକ ଦାରିଦ୍ର‌୍ୟ ଭିତରକୁ ଠେଲି ହୋଇ

ଛତିଶଗଡ଼ରେ ଭୂକମ୍ପର ଝଟକା, ରିକ୍ଟର ସ୍କେଲରେ ତୀବ୍ରତା ୪.୮

ପୁଣି ଛତିଶଗଡ଼ରେ ଭୂକମ୍ପ ଝଟକା। ଆଜି ଭୋର ୫ ଟା ୨୮ ରେ ଭୂକମ୍ପ ଅନୁଭୂତ ହୋଇଥିବା ଜାତୀୟ ଭୂକମ୍ପ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ଭୂକମ୍ପ ତୀବ୍ରତା ରିକ୍ଟର ସ୍କେଲରେ ୪.୮ ରହିଥିବା ଭୂକମ୍ପ କେନ୍ଦ୍ର ସୂଚନା ଦେଇଛି । ଭୂକମ୍ପର ଗଭୀରତା ଭୂମିଠାରୁ ୧୦ କିଲୋମିଟର ତଳକୁ ହୋଇଛି । ଏହାର

ନଭେମ୍ବର ୧୨ରେ ହିମାଚଳ ପ୍ରଦେଶ ଭୋଟ

ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଛି । ହିମାଚଳ ପ୍ରଦେଶ ବିଧାନସଭା ନିର୍ବାଚନ ଲାଗି ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ହିମାଚଳ ପ୍ରଦେଶରେ ଗୋଟିଏ ପର୍ଯ୍ୟାୟରେ ହେବ ଭୋଟ ଗ୍ରହଣ । ଆସନ୍ତା ନଭେମ୍ବର ୧୨ରେ ହେବ ହିମାଚଳ ପ୍ରଦେଶ ଭୋଟ ଗ୍ରହଣ ।

ଆସନ୍ତା ୨୦ ତାରିଖ ବେଳକୁ ବଙ୍ଗୋପ ସାଗରରେ ଆଉ ଏକ ଲଘୁଚାପ

ବାତ୍ୟା ଆଶଙ୍କା ନେଇ ଚର୍ଚ୍ଚା ହେଉଥିବା ବେଳେ ଆସନ୍ତା ୧୭/୧୮ ତାରିଖ ବେଳକୁ ଉତ୍ତର ଆଣ୍ଡାମାନ ସାଗରରେ ଘୂର୍ଣ୍ଣିବଳୟ ସୃଷ୍ଟି ହେବା ନେଇ ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ଘୂର୍ଣ୍ଣିବଳୟ କ୍ରମଶଃ ପଶ୍ଚିମ ଉତ୍ତର-ପଶ୍ଚିମ ଦିଗକୁ ଗତି କରି ଘନୀଭୂତ ହେବାର ସମ୍ଭାବନା ରହିଛି ଆସନ୍ତା

ଦୁନିଆର ସବୁଠାରୁ ବିପଦପୂର୍ଣ୍ଣ ସହର, ଯେଉଁଠାରେ ମଣିଷର ମୃତ୍ୟୁ କେବେବି ହୋଇପାରେ

ଦୁନିଆରେ ଭରି ରହିଛି ଅନେକ ରହସ୍ୟ। ଯାହାକୁ ଜାଣିନାହାନ୍ତି କିଛି ଲୋକ। ତେବେ ଏମିତି କିଛି ସହର ମଧ୍ୟ ରହିଛି ଯେଉଁଠି ଆପଣ ଗଲେ ଆପଣଙ୍କ ମୃତ୍ତ୍ୟୁ ସୁନିଶ୍ଚିତ। ସେଥିପାଇଁ ଏହାକୁ ଭୟଂକର ସହର ବୋଲି କୁହାଯାଇଥାଏ। ଏହି ସହରଗୁଡିକର ଲୋକମାନେ ଯେକୌଣସି ସମୟରେ ମୃତ୍ୟୁର ସମ୍ମୁଖୀନ ହୋଇପାରନ୍ତି।