ଆଖି ବୁଜିଲା ହୀରୋ ‘ଜୁମ୍’
ଆତଙ୍କବାଦୀ ଗୁଳିରେ ଗୁରୁତର ଆର୍ମି କୁକୁର ଜୁମ୍ ର ମୃତ୍ୟୁ । ଗୁରୁତର ଥିବା ଜୁମର ଚିକିତ୍ସାଧୀନ ଅବସ୍ଥାରେ ମୃତ୍ୟୁ । ଗତ ଗୁରୁବାର ଦିନ ହମଲାର ଶିକାର ହୋଇଥିଲା ଜୁମ୍ । ଅନନ୍ତନାଗରେ ଅପରେସନ ଥିବା ବେଳେ ଆହତ ହୋଇଥିଲା । ଜୁମ ଶରୀରରେ ଆତଙ୍କବାଦୀଙ୍କ ୨ଟି ଗୁଳି ବାଜିଥିଲା । ଶ୍ରୀନଗର!-->…