ଓଡିଶା ରାଜ୍ୟ ଆୟୋଗର ଅଧ୍ୟକ୍ଷା ଭାବରେ ନିଯୁକ୍ତ ହେଲେ ମନ୍ଦାକିନୀ କର
ରାଜ୍ୟ ସରକାର ମଙ୍ଗଳବାର ଦିନ ମନ୍ଦାକିନୀ କରଙ୍କୁ ଓଡିଶା ରାଜ୍ୟ ଶିଶୁ ଅଧିକାର ସୁରକ୍ଷା ଆୟୋଗ (ଓଏସପିସିଆର) ର ଚେୟାରମ୍ୟାନ୍ ଭାବରେ ନିଯୁକ୍ତ କରିଛନ୍ତି । ସନ୍ଧ୍ୟାବତୀ ପ୍ରଧାନଙ୍କ ସ୍ଥାନ ନେଲେ ମନ୍ଦାକିନୀ କର । ରବିବାର ଦିନ ଓଡ଼ିଶା ସରକାର ବିଜୁ ଜନତା ଦଳ (ବିଜେଡି)ର ନେତାଙ୍କୁ!-->…