କାଲିଠୁ ବିଏମସିର ଉଚ୍ଛେଦ ବନ୍ଦ
ଉଠା ଦୋକାନୀଙ୍କ ଆନ୍ଦୋଳନ ପରେ ନରମିଲା ବିଏମସି । କାଲିଠୁ ଉଚ୍ଛେଦ ହେବନତ କହିଲେ ନର୍ଥ ଜୋନ ଆସିଷ୍ଟାଣ୍ଟ କମିଶନର । ଆସିଷ୍ଟାଣ୍ଟ କମିଶନର ସୁରେଶ ଲେଙ୍କାଙ୍କ ପ୍ରତିଶ୍ରୁତି ପରେ ଆନ୍ଦୋଳନ ବନ୍ଦ ହୋଇଥିବାର ଦେଖିବାକୁ ମିଳିଛି । ପରବର୍ତ୍ତୀ ପର୍ଯ୍ୟାୟରେ ଥଇଥାନ ନେଇ ମଧ୍ୟ ନିଷ୍ପତ୍ତି!-->…