Odia News Portal
Yearly Archives

2022

ଗୋଟିଏ ଫଳରେ ରହିଛି ହଜାର ରୋଗ ଉପଶମକାରୀ ଗୁଣ

ଏକ ସୁସ୍ଥ ଶରୀର ଏବଂ ସ୍ୱାସ୍ଥ୍ୟ ପାଇଁ ଭଲ ଖାଦ୍ୟ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଯେତେବେଳେ ପୋଷକ ତତ୍ତ୍ୱଯୁକ୍ତ ଖାଦ୍ୟ କଥା ଆସେ, ସେତେବେଳେ ନିଶ୍ଚିତ ରୂପେ ୱଲନଟ୍ସ ଉପକାରିତା ମନେପଡେ । କାରଣ ଏହି ଗୋଟିଏ ଫଳରେ ସୁସ୍ଥ ଚର୍ବି, ଫାଇବର, ଭିଟାମିନ୍, ପ୍ରୋଟିନ୍, କ୍ୟାଲସିୟମ୍,

ଓଡିଶାରୁ ପଶ୍ଚିମବଙ୍ଗକୁ ଗୋ-ଚାଲାଣ ବେଳେ ଚଢ଼ାଉ: ପୋଲିସ ଭୟରେ ବ୍ରିଜରୁ ଡେଇଁ ଜଣେ ମୃତ

ଓଡିଶାରୁ ପଶ୍ଚିମବଙ୍ଗକୁ ଚୋରା ଚାଲାଣ ବେଳେ ପୋଲିସର ଚଢ଼ାଉ । ରାଜଘାଟ ନାକା ପଏଣ୍ଟ ନିକଟରୁ ୩ ଟି ଗୋରୁ ବୋଝେଇ କେଣ୍ଟନର ସହିତ ଗୋଟିଏ ପିକଅପ , ଗୋଟିଏ ସ୍କର୍ପିଓ ଏବଂ ୨୦୦ ରୁ ଉର୍ଧ୍ବ ଗୋରୁ ଜବତ କରିଛି ଜଳେଶ୍ବର ପୋଲିସ। ୯ ଜଣ ଗୋରୁ ମାଫିଆ ଥାନାରେ ଅଟକ ଥିବା ବେଳେ ଜଣେ ହେଲପର ଙ୍କର

ଜାତୀୟ କ୍ରୀଡା ମହିଳା ଫୁଟବଲ ଫାଇନାଲରେ ଓଡ଼ିଶା

ଗୁଜରାଟରେ ଚାଲିଥିବା ୩୬ତମ ଜାତୀୟ କ୍ରୀଡ଼ା ମହିଳା ଫୁଟବଲର ଫାଇନାଲରେ ପ୍ରବେଶ କରିଛି ଓଡ଼ିଶା । ଆଜି ଖେଳାଯାଇଥିବା ସେମିଫାଇନାଲରେ ଓଡ଼ିଶା, ତାମିଲନାଡୁକୁ ପେନାଲଟି ସୁଟଆଉଟରେ ୩-୦ରେ ପରାସ୍ତ କରିଛି। ନିର୍ଦ୍ଧାରିତ ସମୟର ଖେଳରେ ଦୁଇ ଦଳର ସ୍କୋର ୨-୨ରେ ସୀମିତ ରହିଲା ପରେ ପେନାଲଟି

ଏଣିକି ରାଜଧାନୀ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ ରହିବ କଟକଣା

ଏଣିକି ରାଜଧାନୀ ଭୁବନେଶ୍ୱରରେ ରାସ୍ତାକଡରେ ବିକ୍ରୀ ହେଉଥିବା ଖାଦ୍ୟ ଉପରେ କଟକଣା ରହିବ । ରାସ୍ତାକଡରେ କିମ୍ବା ଡ୍ରେନ ଉପରେ ଆଉ ଖାଇବା ବିକ୍ରୀ ହେବ ନାହିଁ । ଭୁବନେଶ୍ୱର ମହାନଗର ନିଗମ ବା ବିଏମସି କର୍ତ୍ତୃପକ୍ଷ ଏକ ବିଜ୍ଞପ୍ତି ଜାରି କରି ରାସ୍ତାକଡ ଫୂଡପାଦ୍ ଏବଂ ଡ୍ରେନ ଉପରେ ଖୋଲୁଥିବା

ବିଶ୍ୱ ଦକ୍ଷତା ପ୍ରତିଯୋଗିତାରେ ଓଡ଼ିଆ ପୁଅଙ୍କ କମାଲ, ଅଭିନନ୍ଦନ ଜଣାଇଲେ ମୁଖ୍ୟମନ୍ତ୍ରୀ

ଜର୍ମାନୀର ଷ୍ଟୁଟଗାର୍ଟରେ ଆୟୋଜିତ ବିଶ୍ୱ ଦକ୍ଷତା ପ୍ରତିଯୋଗିତାର ୱ।ଟର ଟେକ୍ନୋଲୋଜିରେ ଓଡ଼ିଶାର ପ୍ରବୀଣ କୁମାର ଗିରି ରୈ।ପ୍ର ପଦକ ହାସଲ କରିଛନ୍ତି। ଏହି ସଫଳତା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପ୍ରବୀଣଙ୍କୁ ଅଭିନନ୍ଦନ ଜଣାଇଛନ୍ତି। ପ୍ରବୀଣ ଆହୁରି ସଫଳତା ହାସଲ କରି ଓଡ଼ିଶା ଓ ସାରା

ଓଲଟିଲା ଯାତ୍ରୀବାହୀ ବସ୍, ୭ ଗୁରୁତର ଆହତ

ଢେଙ୍କାନାଳ ଜିଲ୍ଲା ମହାବିରୋଡ଼ ଫାଣ୍ଡି ଅନ୍ତର୍ଗତ ୧୪୯ ନମ୍ବର ଜାତୀୟ ରାଜପଥରେ ସଡ଼କ ଦୁର୍ଘଟଣା । ଭେଜିଆ ନିକଟରେ ଗତକାଲି ବିଳମ୍ବିତ ରାତିରେ ଏକ ବସ୍ ଭାରସାମ୍ୟ ହରାଇ ରାସ୍ତାକଡକୁ ଓଲଟି ପଡ଼ିବାରୁ ୭ଜଣ ଯାତ୍ରୀ ଗୁରୁତର ଆହତ ହୋଇଛନ୍ତି। ସେମାନଙ୍କୁ ତାଳଚେର ମଣ୍ଡାପାଳ ସ୍ଥିତ ଉପଖଣ୍ଡ

କାର ଧକ୍କାରେ କଦଳୀ ବ୍ୟବସାୟୀ ମୃତ, ଜଣେ ଆହତ

ରାଜଧାନୀରେ ମର୍ମନ୍ତୁଦ ସଡକ ଦୁର୍ଘଟଣା । ଏକ ଠେଲା ଗାଡ଼ିକୁ ଦ୍ରୁତଗାମୀ କାର ଧକ୍କା ଦେବାରୁ ଜଣେ ବ୍ୟବସାୟୀଙ୍କ ମୃତ୍ୟୁ ହୋଇଥିବାବେଳେ ଅନ୍ୟ ଜଣେ ଗୁରୁତର ଆହତ ହୋଇଛନ୍ତି । ମୃତକ ଜଣକ ହେଲେ କେନ୍ଦ୍ରାପଡ଼ା ଜିଲ୍ଲାର ଭଜମନ ରାଉତ । ସୂଚନା ଅନୁଯାୟୀ, ଭଜମନ ରାଉତ ଏବଂ ତାଙ୍କ ବନ୍ଧୁ

କୁମାରୀ କନ୍ୟାମାନେ କାର୍ତ୍ତିକେୟଙ୍କ ଭଳି ସୁନ୍ଦର ଜୀବନସାଥୀ ପାଇବା ପାଇଁ କରିଥାନ୍ତି କୁମାର ପୂର୍ଣ୍ଣିମା ବ୍ରତ

କୁମାର ପୂର୍ଣ୍ଣିମା ଓଡ଼ିଶାର ଏକ ବିଶେଷ ପର୍ବ । ଏହା କୁମାରୋତ୍ସବ ବା କୋଜାଗର ପୂର୍ଣ୍ଣିମା ନାମରେ ମଧ୍ୟ ଜଣାଶୁଣା । ଆଶ୍ୱିନ ମାସ ପୂର୍ଣ୍ଣିମା ତିଥିରେ ଏହି ପର୍ବଟି ପାଳିତ ହୁଏ । ଏହି ପୂର୍ଣ୍ଣିମା ଶରତ ଋତୁରେ ପଡ଼ୁଥିବାରୁ କେତେକ ସ୍ଥାନରେ ଏହାକୁ ଶରତ ପୂର୍ଣ୍ଣିମା ମଧ୍ୟ କୁହାଯାଏ ।

ଆଜି ପ୍ରବଳ ବର୍ଷିବ

ବଙ୍ଗୋପସାଗରରେ ସକ୍ରିୟ ଅଛି ଘୂର୍ଣ୍ଣିବଳୟ । ପ୍ରଭାବରେ ରାଜ୍ୟରେ ଲାଗି ରହିଛି ଝିପିଝିପି ବର୍ଷା । ଭିଜିବ ସମ୍ପୂର୍ଣ୍ଣ ଉପକୂଳ ଓଡିଶା । ଦକ୍ଷିଣ ବଙ୍ଗୋପସାଗରର ମଧ୍ୟଭାବରେ ଘୂର୍ଣ୍ଣିବଳୟ ସକ୍ରିୟ ରହିଛି । ଏହାର ପ୍ରଭାବରେ ଆଜିଠୁ ଉପକୂଳ ଓ ଦକ୍ଷିଣ ଓଡିଶାର କିଛି ଜିଲ୍ଲାରେ ଆରମ୍ଭ ହୋଇଛି

ଆଦିତ୍ୟ ପାଢ଼ୀଙ୍କୁ ଜାତୀୟ ସ୍ତରରେ ଗୁରୁ ଦାୟିତ୍ୱ

ବରିଷ୍ଠ ଅବସରପ୍ରାପ୍ତ ପ୍ରଶାସକ ଆଦିତ୍ୟପ୍ରସାଦ ପାଢ଼ୀଙ୍କୁ ସର୍ବଭାରତୀୟ ରାଜ୍ୟ ନିର୍ବାଚନ କମିଶନରଙ୍କ ସ୍ଥାୟୀ କମିଟିର ସଭାପତି ଭାବେ ନିଯୁକ୍ତି ଦିଆଯାଇଛି । ରାଜ୍ୟ ନିର୍ବାଚନ କମିଶନ(ଏସ୍‍ଇସି) ଥିବା ଶ୍ରୀ ପାଢ଼ୀ ହେଉଛନ୍ତି ଦେଶର ଅନ୍ୟତମ ବରିଷ୍ଠ ରାଜ୍ୟ ନିର୍ବାଚନ କମିଶନର ଏବଂ