୨୫ ବର୍ଷରେ ୨୨ ପିଲାର ମା’ ଜଣେ ମହିଳା
ଦୁନିଆରେ ସବୁ ଜିନିଷ ଉପରେ ମହଙ୍ଗା ବଢୁଛି । ଏହି ସମୟରେ ସାରା ବିଶ୍ୱରେ ମଧ୍ୟ ପରିବାରର ସଂଖ୍ୟା ମଧ୍ୟ ବୃଦ୍ଧି ପାଉଛି । ଏମିତିରେ ଜଣେ ମହିଳା ଆଶ୍ଚର୍ୟ୍ୟଜନକ ଖୁଲାସା କରିଛନ୍ତି । ତାହା ହେଉଛି ତାଙ୍କୁ ସନ୍ତାନ ବିଷୟରେ । କାରଣ ସେ ମାତ୍ର ୨୫ ବର୍ଷ ବୟସରେ ୨୨ଟି ସନ୍ତାନ ଜନ୍ମ ଦେଇଛନ୍ତି!-->…