ଅପରାଧ ଝାଡଖଣ୍ଡରେ ଲଜ୍ଜା: ସ୍ବାମୀ ସାମ୍ନାରେ ସ୍ତ୍ରୀକୁ ଗଣଦୁଷ୍କର୍ମ
ଝାଡଖଣ୍ଡରେ ଲୋମଟାଙ୍କୁରା ଘଟଣା । ସ୍ବାମୀ ସମ୍ମୁଖରେ ସ୍ତ୍ରୀକୁ ଗଣଦୁଷ୍କର୍ମ। ଶାଶୁ ସହ ଝଗଡା କରି ବାପ ଘରକୁ ଯାଉଥିବା ବେଳେ ମହିଳାଙ୍କୁ ଗଣଦୁଷ୍କର୍ମ । ୨ଜଣ ଅଭିଯୁକ୍ତକୁ ବାନ୍ଧିଲା ପୋଲିସ । ଏଭଳି ଘଟଣା ଘଟିଛି ଝାଡଖଣ୍ଡର ପାଲାମୁସ୍ଥିତ ଅଞ୍ଚଳରେ । ଗିରଫ ୨ ଅଭିଯୁକ୍ତ ବକୋରିଆ ଗାଁର ଭୋଲା!-->…