ଜ୍ଞାନବାପୀ ମସଜିଦ୍ ମାମଲାରେ ହାଇକୋର୍ଟରୁ ମୁସଲିମ୍ ପକ୍ଷଙ୍କୁ ଝଟକା
ଉତ୍ତର ପ୍ରଦେଶ ବାରଣାସୀରେ ଥିବା ଜ୍ଞାନବାପୀ ମସଜିଦ ମାମଲାରେ ଆହ୍ଲାବାଦ ହାଇକୋର୍ଟ ମୁସଲିମ୍ ପକ୍ଷ ଆବେଦନକୁ ଖାରଜ କରିଦେଇଛନ୍ତି । ବାରଣାସୀ ଅଦାଲତରେ ଶୃଙ୍ଗାର ଗୌରୀଙ୍କ ନିୟମିତ ପୂଜା ମାମଲା ଜାରି ରହିବ । ଆହ୍ଲାବାଦ ହାଇକୋର୍ଟ ବାରଣାସୀ ଜିଲ୍ଲା ଜର୍ଜ ସେପ୍ଟେମ୍ବର ୧୨ ତାରିଖରେ ଦେଇଥିବା!-->…