କୋଟିଆ ପୋଷ୍ଟ ଅଫିସରେ ୩୦୦ ଚିଠି
କୋଟିଆ ପୋଷ୍ଟ ଅଫିସରେ ପଡିଲା ୩୦୦ ଚିଠି । ପୂର୍ବ ଆଇଏଏସ୍ ଅଧିକାରୀ ସଞ୍ଜୀବ ହୋତା ଓ ଅନୀଲ ଧୀରଙ୍କ ପକ୍ଷରୁ ଚିଠି । ଓଡିଶା ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ,ସୁପ୍ରିମକୋର୍ଟ ବିଚାରପତିଙ୍କୁ ଚିଠି ଲେଖାଯାଇଛି । କୋଟିଆ ଓଡିଶାର ପ୍ରମାଣ କରିବାକୁ ପଠାଗଲା ଚିଠି ବୋଲି ଜଣାପଡିଛି ।