ଓଡିଶାରେ ବିଜେଡି ମୁକ୍ତ ସରକାର ପାଇଁ ବିଜେପିର ଆହ୍ୱନ
ଆସନ୍ତା ୨୦୨୪ ନିର୍ବାଚନରେ ଓଡିଶାକୁ ବିଜେଡି ମୁକ୍ତ ଶାସନ ଦେବା ପାଇଁ ଆଜି ଏଠାରେ ଅନୁଷ୍ଠିତ ବିଜେପି ରାଜ୍ୟ କାର୍ଯ୍ୟକାରିଣୀ ବୈଠକରେ ନିଷ୍ପତ୍ତି ହୋଇଛି । ଏହି ନିଷ୍ପତ୍ତିକୁ କାର୍ଯ୍ୟକାରି କରିବା ପାଇଁ ବିଜେପି ଓଡିଶାର ୧ କୋଟି ପରିବାରଙ୍କୁ ଭେଟି ସେମାନଙ୍କୁ ସଚେତନ କରିବ ବୋଲି!-->…