Odia News Portal
Yearly Archives

2023

ଶସ୍ତା ହେଲା କମର୍ସିଆଲ ଏଲପିଜି ସିଲିଣ୍ଡର

ନୂଆ ମାସର ପ୍ରଥମ ଦିନ (ମେ ୧)ରେ କମର୍ସିଆଲ ଏଲପିଜି ସିଲିଣ୍ଡର ଶସ୍ତା ହୋଇଛି । କମର୍ସିଆଲ ଏଲପିଜି ସିଲିଣ୍ଡର ପିଛା ୧୭୧.୫୦ ଟଙ୍କା କମିଛି। ଆଜିଠାରୁ ନୂଆ ଦର ଲାଗୁ ହେବ । ଦିଲ୍ଲୀରେ ଏବେ ୧୯ କିଲୋଗ୍ରାମ କମର୍ସିଆଲ ଏଲପିଜି ସିଲିଣ୍ଡରର ଖୁଚୁରା ଦର ୧୮୫୬.୫୦ ଟଙ୍କାକୁ ଖସିଛି । କ୍ରମାଗତ

ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ

ରାଜ୍ୟରେ ନିଯୁକ୍ତ ହେବେ ୨୦୦ ଅତିରିକ୍ତ ଶ୍ରମ ଅଧିକାରୀ । ଓପିଏସସିକୁ ନିଯୁକ୍ତି ପାଇଁ ନିବେଦନ କରାଯାଇଛି । ଏହାଦ୍ବାରା ପ୍ରତି ବ୍ଲକରେ ଶ୍ରମ କାର୍ଯ୍ୟାଳୟ କରାଯିବ ଏହାହେବା ଦ୍ବାରା ଶ୍ରମିକଙ୍କୁ ଆଉ ଜିଲ୍ଲା ଶ୍ରମ ମୁଖ୍ୟାଳୟକୁ ଦୌଡ଼ିବାକୁ ପଡ଼ିବନି। ପୂର୍ବରୁ ଜିଲ୍ଲା ମୁଖ୍ୟାଳୟରେ ୩୨ଟି

ଆସନ୍ତା ସୋମବାର ପଯ୍ୟନ୍ତ ଶ୍ରୀମନ୍ଦିର ଶୁଣାଣୀ ଘୁଂଚିଲା

ସୁପ୍ରିମକୋର୍ଟ ଶ୍ରୀମନ୍ଦିର ସଂସ୍କାର ଶୁଣାଣି ମାମଲା ଘୁଂଚିଲା। ଆସନ୍ତା ସୋମବାର ପୁଣି ଶୁଣାଣି ନେଇ ଧାର୍ଯ୍ୟ କରାଯାଇଛି । ଆମିକ ସକ୍ୟୁରୀ ୭ ଦିନ ସମୟ ମାଗିବାରୁ ଶୁଣାଣି ଘୁଂଚିଲା । ଶ୍ରୀମନ୍ଦିର ପରିଚାଳନା କମିଟିର ସତ୍ୟପାଠ ଆଜି ପାଇଥିବା କହିଲେ,ଅନୁଧ୍ୟନ ପାଇୂଁ ୭ ଦିନ ସମୟ ଲାଗିବ

କାଶ୍ମୀରରେ ଆତଙ୍କବାଦୀ ବ୍ୟବହାର କରୁଥିବା ୧୪ ମେସେଞ୍ଜର ଆପକୁ ବ୍ଲକ୍ କଲେ ସରକାର

ସରକାର ଜମ୍ମୁ କାଶ୍ମୀରରେ ଆତଙ୍କବାଦୀମାନେ ବ୍ୟବହାର କରୁଥିବା ୧୪ଟି ମେସେଞ୍ଜର ମୋବାଇଲ୍ ଆପକୁ ବ୍ଲକ୍ କରିଛନ୍ତି। ସୁରକ୍ଷା ବାହିନୀ, ଗୁପ୍ତଚର ଓ ଅନୁସନ୍ଧାନକାରୀ ଏଜେନ୍ସିର ସୁପାରିସ କ୍ରମେ ଏହି ନିଷ୍ପତ୍ତି ନିଆଯାଇଛି । ବ୍ଲକ୍ ହୋଇଥିବା ଆପ୍ ଗୁଡ଼ିକ ମଧ୍ୟରେ କ୍ରିପୱାଇଜର, ଏନିଗମା, ସେଫ୍

ଯୁବକଙ୍କୁ ଗୁଳିକରି ହତ୍ୟା

ଯୁବକଙ୍କୁ ଗୁଳିକରି ହତ୍ୟା । ସ୍ପଷ୍ଟ ଦିବାଲୋକରେ ଯୁବକଙ୍କୁ ଗୁଳିକରି ହତ୍ୟା । କେନ୍ଦୁଝର ଜିଲ୍ଲା ବଡବିଲ୍ ୱାର୍ଡ ନଂ-୬ ମିନି ଟାୱାର ନିକଟରେ ଗୁଳିମାଡ଼ କରାଯାଇଛି । ବାଇକ୍‌ରେ ଘରକୁ ଫେରିଲା ବେଳେ ହୋଇଛି ଗୁଳିମାଡ଼ । ଗୁଳିମାଡ଼ କରି ଘଟଣାସ୍ଥଳରୁ ଦୁର୍ବୃତ୍ତ ଫେରାର ହୋଇଯାଇଛନ୍ତି ।

ଅପରେସନ କାବେରୀ ଯୋରଦାର

ଅଶାନ୍ତ ସୁଦାନରୁ ଭାରତୀୟ ମାନଙ୍କୁ ଉଦ୍ଧାର କରିବା ପାଇଁ ଭାରତ ସରକରଙ୍କ ଅପରେସନ କାବେରୀ ଯୋରଦାର କରାଯାଇଛି । ଆଜି ସୁଦାନରୁ ବିମାନ ଯୋଗେ ୨୨୯ ଜଣ ଭାରତୀୟଙ୍କୁ ଉଦ୍ଧାର କରାଯାଇ ଏକ ସ୍ୱତନ୍ତ୍ର ବିମାନ ଯୋଗେ ବାଙ୍ଗାଲୋର ଅଣାଯାଇଛି । ସେହିପରି ଯେଦାହରୁ ୪୦ ଜଣ ଭାରତୀୟଙ୍କୁ ନେଇ ଆଉ ଏକ

ଏକାଠି ଜଳିଲା ବାପପୁଅଙ୍କ ଜୁଇ

ପୁଅର ମୃତ୍ୟୁ ଖବର ଶୁଣି ବାପାର ମୃତ୍ୟୁ ହୋଇଥିବା ସୂଚନା । ତରଭା ଗାଁରେ ଶୋକାକୁଳ ପରିବେଶ ଏବଂ ଏକାଠି ଜଳିଲା ଜୁଇ । ଅସୁସ୍ଥ ବାପାକୁ ବଲାଙ୍ଗିର ଭୀମ ଭୋଇ ମେଡିକାଲ ନେଇଥିଲା ପୁଅ । ହଠାତ୍ ଅସୁସ୍ଥ ହେବାରୁ ମେଡିକାଲରେ ହିଁ ପୁଅର ମୃତ୍ୟୁ ହୋଇଗଲା । ପୁଅର ମୃତ୍ୟୁ ଖବର ଶୁଣି ଅସୁସ୍ଥ ବାପାର

କୁକୁର କାମୁଡ଼ିଲେ ମାଲିକଙ୍କୁ ପଡ଼ିବ ଫାଇନ୍‌

କୁକୁର ପାଳିବା ପାଇଁ ରାଜଧାନୀରେ ନୂଆ ନିୟମ ଲାଗୁ । ବିଏମ୍‌ସି ବୈଠକରେ ପାରିତ ହେଲା ନୂଆ ବାଇ ଲ । ଜଣେ ଲୋକ ୨ଟି କୁକୁର ରଖିପାରିବେ ବୋଲି ବୈଠକରେ ନିଷ୍ପତି ନିଆଯାଇଛି । ଜଣେ ସର୍ବାଧିକ ୨ଟି କୁକର ରଖିପାରିବେ । କୁକୁର ରଖିବାକୁ ବିଏମ୍‌ସିର ପଞ୍ଜୀକରଣ ବାଧ୍ୟମୂୂଳକ କରାଯାଇଛି । କୁକୁର

ମହାନଦୀ ଟ୍ରିବ୍ୟୁନାଲ ଟିମର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ

ମହାନଦୀ ଜଳ ବିବାଦ ମାମଲାର ତଦନ୍ତ କରୁଥିବା ଟ୍ରିବ୍ୟୁନାଲ ଟିମ ଆଜିଠାରୁ ତାର ଦ୍ବିତୀୟ ପର୍ଯ୍ୟାୟ ଅନୁଧ୍ୟାନ ଆରମ୍ଭ କରିଛି। ଗତକାଲି ରାୟପୁରରେ ଟ୍ରିବ୍ୟୁନାଲ ଟିମ ସହ ଉଭୟ ରାଜ୍ୟର ପ୍ରତିନିଧି ଏକାଠି ହୋଇଥିଲେ। ଆଉ ଆଜି ଠାରୁ ବିଭିନ୍ନ ପ୍ରକଳ୍ପ ବୁଲି ଦେଖୁଛନ୍ତି। ଆଜି ପ୍ରଥମ ଦିନରେ

ଭୁବନେଶ୍ୱରରେ ଖୋଲିଲା ୩ ନୂଆ ଅଗ୍ନିଶମ କେନ୍ଦ୍ର

କ୍ରମବର୍ଦ୍ଧିଷ୍ଣୁ ଭୁବନେଶ୍ୱର ସହର ଓ ଏହାର ଜନସଂଖ୍ୟ କୁ ଦୃଷ୍ଟିରେ ରଖି ଭୁବନେଶ୍ୱରରେ ଆଜି ୩ଟି ନୂଆ ଅଗ୍ନିଶମ କେନ୍ଦ୍ର ଉଦଘାଟିତ ହୋଇଛି । ଅଗ୍ନିଶମ ବିଭାଗ ଡିଜି ସନ୍ତୋଷ ଉପାଦ୍ଧାୟ ଆଜି ସରକାରୀ ଚାକିରିରୁ ଅବସର ନେଉଥିବା ବେଳେ ଏହି ୩ଟି ଅଗ୍ନିଶମ ସେବା କେନ୍ଦ୍ର ଉଦଘାଟନ କରାଇଛନ୍ତି ।