Odia News Portal
Yearly Archives

2023

ସମ୍ବଲପୁରରେ ସାମ୍ପ୍ରଦାୟିକ ଟେନସନ କରୁଛି ବିଜେପି: ପ୍ରତାପ ଦେବ

ସମ୍ବଲପୁରରେ ଯେଉଁ ରାଜନୈତିକ ହିଂସା ଦେଖିବାକୁ ମିଳୁଛି ତାହାର ଉତ୍ତର ମଧ୍ୟ ସେଇଠି ଅଛି । ପ୍ରତ୍ୟେକ ରାମ ନବମୀ ଓ ହନୁମାନ ଜୟନ୍ତୀରେ କିଛି ନା କିଛି ସେଠି ଝାମେଲା ହୁଏ । କିଏ ଝାମେଲା କରେ ତାହା ରାଜ୍ୟବାସୀ ଜାଣିଛନ୍ତି । ବର୍ତ୍ତମାନର ବିରୋଧୀ ଦଳ ନେତା । ଏଇଟା ଆଜି କା କଥା ନୁହେଁ ବିଗତ

୪୪୧ କୋଟିର ସୁଧ ରିହାତି ବିତରଣ କଲେ ମୁଖ୍ୟମନ୍ତ୍ରୀ, ଉପକୃତ ହେବେ ୩୫ ଲକ୍ଷ ଚାଷୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ରାଜ୍ୟର ୩୫ ଲକ୍ଷରୁ ଅଧିକ ଚାଷୀମାନଙ୍କୁ ସମବାୟ ବ୍ୟାଙ୍କ ଓ ପ୍ରାଥମିକ କୃଷିଋଣ ସମବାୟ ସମିତିଙ୍କୁ ୨୦୨୨-୨୩ ବର୍ଷର ଦ୍ବିତୀୟ ପର୍ଯ୍ୟାୟ ରିହାତି ବିତରଣ କରିଛନ୍ତି। ଲୋକସେବା ଭବନ କନଭେନସନ ସେଣ୍ଟରରୁ ଏହାର ଶୁଭାରମ୍ଭ କରିଛନ୍ତି ମୁଖ୍ୟମନ୍ତ୍ରୀ । ୪୪୧ କୋଟି

ନ୍ୟୁଜିଲ୍ୟାଣ୍ଡରେ ୭.୨ ତିବ୍ରତାର ଭୂକମ୍ପ ଝଟକା

ଦୁନିଆର ଅଧିକାଂଶ ସ୍ଥାନରେ ଗତ କିଛି ଦିନ ମଧ୍ୟରେ ଭୂକମ୍ପ ଝଟକା ଅନୁଭବ ହେଉଥିବା ଦେଖାଯାଉଛି। ଏହାମଧ୍ୟରେ ସୋମବାର ସକାଳେ ନ୍ୟୁଜିଲ୍ୟାଣ୍ଡରେ ଭୂକମ୍ପ ଝଟକା ଅନୁଭବ ହୋଇଛି। ଏନସିଏସ ପକ୍ଷରୁ ମିଳିଥିବା ସୂଚନାନୁଯାୟୀ ଭୂକମ୍ପର ତିବ୍ରତା ରିକ୍ଟର ସ୍କେଲରେ ୭.୨ ରେକର୍ଡ କରାଯାଇଛି। ଏଥିରେ

ରାଜ୍ୟରେ ଆଉ ୪ ଦିନ ବର୍ଷା ହେବାର ସମ୍ଭାବନା 

ଅସହ୍ୟ ତାତରୁ ଆଶ୍ବସ୍ତି ଦେଇଛି କାଳବୈଶାଖୀ । ଏହା ପ୍ରଭାବରେ ରାଜ୍ୟରେ ଶୁକ୍ରାବାର ଦିନରୁ ବଦଳିଛି ପାଗ । ଅସହ୍ୟ ଗରମରୁ ମୁକ୍ତି ପାଇଛନ୍ତି ରାଜ୍ୟବାସୀ । ଗଲା କିଛି ଦିନ ହେବ ରାଜ୍ୟରେ ପ୍ରଚଣ୍ତ ଗ୍ରୀଷ୍ମ ପ୍ରବାହ ଯୋଗୁଁ କଲବଲ ହେଉଥିଲେ ଲୋକେ । ଅସହ୍ୟ ତାତି ସହ ପ୍ରବଳ ଖରାରେ ପଦାକୁ ଗୋଡ଼

୫୦ ବର୍ଷରେ ପାଦ ଥାପିଲେ ସଚିନ ତେନ୍ଦୁଲକର

ସଚିନ ରମେଶ ତେନ୍ଦୁଲକର । ନାଁ ହିଁ ଯଥେଷ୍ଟ । ମୈଦାନରୁ ସିନା ଆଉଟ ହୋଇଛନ୍ତି । ହେଲେ ଲୋକଙ୍କ ହୃଦୟରେ ଏବେ ବି ସେ ନଟ୍ ଆଉଟ୍ । ଦୁଇ ଦଶନ୍ଧିର ସଫଳ କ୍ୟାରିୟର । ଆଜି ସେହି ଲିଜେଣ୍ଡ ତଥେ ମାଷ୍ଟର ବ୍ଲାଷ୍ଟରଙ୍କ ୫୦ତମ ଜନ୍ମଦିନ । ସଚିନ . . . ସିମ୍ପଲ, ଷ୍ଟାଇଲିସ, ସଲିଡ । କ୍ରିକେଟର

ବିଜେଡିରେ ମିଶିଲେ ବିଜେପିର ବରିଷ୍ଠ ନେତା ତ୍ରିନାଥ

ଝାରସୁଗୁଡା ଉପନିର୍ବାଚନ ପୂର୍ବରୁ ବିଜେଡିର ବଢୁଛି ବଳ । ଅନ୍ୟ ଦଳ ଛାଡି ଶଙ୍ଖମୁହାଁ ହେଉଛନ୍ତି ନେତା ଓ କର୍ମୀ । ଝାରସୁଗୁଡାର ଅନେକ ଅନ୍ୟ ଦଳର କର୍ମୀ ବିଜେଡିରେ ସାମିଲ । ଶଙ୍ଖ ଭବନରେ ଆଜି ବିଜେପିର ସକ୍ରିୟ ନେତା ତ୍ରିନାଥ ଗୁଆଲ ବିଜେଡିରେ ସାମିଲ ହୋଇଛନ୍ତି । ଟଙ୍କଧର ତ୍ରିପାଠୀଙ୍କୁ

ଲୋକସଭା ଭବନ ପରିସରରେ ମିଲେଟ୍ ଶକ୍ତି କାଫେ ଏବଂ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ 

‘ଅକ୍ଷୟ ତୃତୀୟା’ର ଶୁଭ ଅବସରରେ ଭୁବନେଶ୍ୱରର ଲୋକସେବା ଭବନ ପରିସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଦ୍ଵାରା ଏକ ମିଲେଟ୍ ଶକ୍ତି କାଫେ ଏବଂ କୃଷି ସମୀକ୍ଷା କେନ୍ଦ୍ର ଉଦଘାଟିତ ହୋଇଛି । କୃଷି ଓ କୃଷକ ସଶକ୍ତିକରଣ ଏବଂ ମତ୍ସ୍ୟ ଓ ପ୍ରାଣୀ ସମ୍ପଦ ବିକାଶ ମନ୍ତ୍ରୀ ରଣେନ୍ଦ୍ର ପ୍ରତାପ

ବିଜେବି କଲେଜ କ୍ୟାମ୍ପସରେ ଛାତ୍ରଙ୍କୁ ଅଣଛାତ୍ର ମାଡ଼ ମାରିବା ଘଟଣା, ୪ ଅଣଛାତ୍ରଙ୍କୁ ଗିରଫ କଲା ପୁଲିସ

ଭୁବନେଶ୍ୱର ବିଜେବି କଲେଜ୍ ଗଣ୍ଡଗୋଳ ଘଟଣାରେ ୪ ଜଣଙ୍କୁ ଗିରଫ କରିଛି ପୁଲିସ୍ । ଛାତ୍ର ଓ ଅଣଛାତ୍ର ମାରପିଟ୍ ଘଟଣାରେ ୪ ଜଣ ଅଣଛାତ୍ରଙ୍କୁ ଗିରଫ କରିଛି ଭୁବନେଶ୍ୱର ବଡ଼ଗଡ଼ ଥାନା ପୁଲିସ । ସେହିପରି ଗଣ୍ଡଗୋଳ ସମୟରେ ବ୍ୟବହାର ହୋଇଥିବା ଛୁରୀ, ବାଇକ ଓ ଷ୍ଟମ୍ପ ଜବତ କରାଯାଇଛି ।

ଦୁଇ ନାବାଳିକାକୁ ଗଣ ଦୁଷ୍କର୍ମ

ଯାତ୍ରା ଦେଖି ଫେରୁଥିବା ବେଳେ ଦୁଇ ଜଣ ନାବାଳିକା ଉଠାଇ ନେଇ ଗଣ ଦୁଷ୍କର୍ମ କରିଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁଯାୟୀ ୩ ଜଣ ନାବାଳିକା ଯାତ୍ରା ଦେଖି ଫେରୁଥିଲେ । କିଛି ଯୁବକ ଗୋଷ୍ଠୀ ହୋଇ ସେମାନଙ୍କୁ ଅଟକାଇବା ସହ ଅଭଦ୍ରାମି କରିଥିଲେ । ଏହାକୁ ବିରୋଧ କରିବାର ୩ ଜଣ ନାବାଳିକାଙ୍କ

ଆଜି ମହାବାହୁଙ୍କ ରଥ ପାଇଁ ଅନୁକୂଳ ହେବ ରଥକାଠ

ପ୍ରବିତ୍ର ଅକ୍ଷୟ ତୃତୀୟା ଅବସରରେ ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ପାଇଁ ରଥ ନିର୍ମାଣର ଅନୁକୂଳ ହେବ । ବିଧି ଅନୁସାରେ, ଶ୍ରୀନଅର ରଥଖଳାରେ ତିନୋଟି ଧଉରା କାଠକୁ ପୂର୍ବରୁ ଶାସ୍ତ୍ରୀୟ ବ୍ରାହ୍ମଣମାନେ ବନଯାଗ ବିଧିରେ ପୂଜାର୍ଚ୍ଚନା କରିବେ । ମଧ୍ୟାହ୍ନ ଧୂପ ପରେ ମହାପ୍ରଭୂଙ୍କର ରଥ ନିର୍ମାଣ