ଏମକେସିଜି ମେଡିକାଲ କଲେଜ: ୩୫.୩୨ କୋଟିରେ ହେବ ଆଉ ୨ ହଷ୍ଟେଲ୍
ଏମକେସିଜି ମେଡିକାଲ କଲେଜ ଓ ହସପିଟାଲ୍ରେ ଭିତ୍ତିଭୂମି ଅଧିକ ସୁଦୃଢ଼ କରାଯିବ। ବିଶେଷ କରି ଡାକ୍ତରୀ ଛାତ୍ରଛାତ୍ରୀଙ୍କ ରହଣୀ ଦୃଷ୍ଟିରୁ ସୁବିଧା ସୁଯୋଗ ଅଧିକ ବ୍ୟାପକ ହେବ। କାରଣ ଏଠାରେ ୧୫.୩୨ କୋଟି ଟଙ୍କା ବ୍ୟୟରେ ଆଉ ଦୁଇଟି ଚାରିମହଲା ବିଶିଷ୍ଟ ହଷ୍ଟେଲ୍ ନିର୍ମାଣ କରାଯିବ। ସେଥିରୁ!-->…