Odia News Portal
Yearly Archives

2023

ସି-ସୋର କେଳେଙ୍କାରୀ: ପ୍ରଭାତ ନିରାଶ

ଚିଟ୍‌ଫଣ୍ଡ ସଂସ୍ଥା ସି-ସୋର ସହ କଟକ ଚୌଦ୍ୱାର ପୂର୍ବତନ ବିଧାୟକ ପ୍ରଭାତ ବିଶ୍ୱାଳଙ୍କ ଆର୍ଥିକ କାରବାର ଅଭିଯୋଗ ମାମଲାରେ ହାଇକୋର୍ଟରେ ହୋଇଛି ଗୁରୁତ୍ୱପୂର୍ଣ୍ଣ ଶୁଣାଣି। ଆସନ୍ତା ୨ ମାସ ମଧ୍ୟରେ ଚାର୍ଜଫ୍ରେମ୍ କରି ବର୍ଷକରେ ବିଚାର ଶେଷ କରିବାକୁ ସିବିଆଇ କୋର୍ଟକୁ ନିର୍ଦ୍ଦେଶ

ଭୁବନେଶ୍ୱରରେ ଜମି ପଜେସନ ଗ୍ୟାଙ୍ଗର ଆଉ ୫ ବାଉନସର ଗିରଫ

ଭୁବନେଶ୍ୱରରେ ଜମି ପଜେସନ ଗ୍ୟାଙ୍ଗର ଆଉ ୫ ବାଉନସର ଗିରଫ । ଗିରଫ ଅଭିଯୁକ୍ତମାନେ ହେଲେ ଶିବପ୍ରସାଦ ବିଶୋଇ, ପ୍ରଭାତ କୁମାର ସାହୁ, ଲଲିଫ ଖାନ, ଫିରୋଜ ଖାନ ଓ ଏସ କେ ମୁସ୍ତାକିମ । ଏହାକୁ ମିଶାଇ ମାମଲାରେ ଗିରଫଦାରୀ ସଂଖ୍ୟା ୧୯ରେ ପହଞ୍ଚିଛି । ଏଥିସହ ୨ ଜେସିବି ମେସିନ ଜବତ କରିଛି ପୋଲିସ ।

ଅର୍ଚ୍ଚନା ନାଗଙ୍କୁ ମିଳିଲା ଜାମିନ

ଓଡ଼ିଶାରେ ଏକଦା ଚହଳ ପକାଇଥିବା ଲେଡି ବ୍ଲାକମେଲର ଅର୍ଚ୍ଚନା ନାଗ ମାମଲାରେ ଏକ ନୂଆ ଅପଡେଟ୍ ଆସିଛି । ବେଆଇନ ଅର୍ଥ କାରବାର ମାମଲାରେ ପୂର୍ବରୁ ଅର୍ଚ୍ଚନା ଓ ତାଙ୍କ ସ୍ୱାମୀ ଜଗବନ୍ଧୁ ଗିରଫ ହୋଇ ଜେଲରେ ରହିଥିଲେ । ଗତମାସ ୧୫ ତାରିଖରେ ଜଗବନ୍ଧୁଙ୍କୁ ହାଇକୋର୍ଟ ଜାମିନ ପ୍ରଦାନ କରିଥିଲେ ।

ଆଇନ ଶୃଙ୍ଖ​ଳା ସଂପର୍କରେ ରାଜ୍ୟ ସରକାରଙ୍କ ପକ୍ଷରୁ ପ୍ରକାଶ ପାଇଲା ଶ୍ୱେତପତ୍ର

ରାଜ୍ୟ ସରକାରଙ୍କ ପକ୍ଷରୁ ୨୦୨୨ ମସିହା ପାଇଁ ଆଇନ ଶୃଙ୍ଖଳା ଉପରେ ଶ୍ୱେତପତ୍ର ପ୍ରକାଶ ପାଇଛି | ଗତବର୍ଷ ସମୁଦାୟ ୧.୭୮ ଲକ୍ଷ ଅପରାଧିକ ମାମଲା ରୁଜୁ ହୋଇଥିବାବେଳେ ଏଥିରୁ ୩୧୮୪ଟି ଦୁଷ୍କର୍ମ, ୧୩୭୯ଟି ହତ୍ୟା, ୬୨୬ଟି ଡକାୟତି, ୫୩୫୨ଟି ପ୍ରତାରଣା, ୨୯୯୮ଟି ଚୋରି ସହ ୧୧୬୬୩ଟି ଦୁର୍ଘଟଣା

ରାଜଧାନୀରେ ଖୋଲିଲା ‘ସ୍ପାହୋଲିକ୍ ୱେଲନେସ୍

ଏପ୍ରିଲ ୧୦ରେ ରାଜଧାନୀ ଭୁବନେଶ୍ଵରରେ ଖୋଲିଲା ‘ସ୍ପାହୋଲିକ୍ ୱେଲନେସ୍ ପ୍ରାଇଭେଟ୍ ଲିମିଟେଡ଼ର ପ୍ରଥମ ୱେଲନେସ୍ ସେଣ୍ଟର୍ । ଏହି ଅବସରରେ ଉପସ୍ଥିତ ଥିଲେ ୱେଲନେସ୍ ସେଣ୍ଟର୍ ନିର୍ଦ୍ଦେଶକ ଶ୍ରୀଯୁକ୍ତ ମାନି ଏସ୍ ପଣ୍ଡା ଏବଂ ଶ୍ରୀମତୀ ତନୁ ଏସ୍ ପଣ୍ଡା ଓ ତାଙ୍କ ସହ ଥିଲେ ନିର୍ଦ୍ଦେଶକ

ହ୍ରାସ ପାଇଲା ସୁନା ମୂଲ୍ୟ

ଆଜି ଅର୍ଥାତ ଏପ୍ରିଲ ୧୧ରେ ସୁନା ଦର ରେ ହ୍ରାସ ଘଟିଥିବାବେଳେ ରୁପା ମୂଲ୍ୟ ସ୍ଥିର ରହିଛି । ସେହିପରି ଅନ୍ତର୍ଜାତୀୟ ବଜାରରେ ମୂଲ୍ୟବାନ ଧାତୁ ଦରରେ ହ୍ରାସ ଦେଖାଦେଇଛି । ଯାହାର ପ୍ରଭାବ ଦେଶର ଘରୋଇ ବଜାରରେ ଦେଖିବାକୁ ମିଳୁଛି । ଗତକାଲି ୨୪ କ୍ୟାରେଟ ୧୦ ଗ୍ରାମ ସୁନା

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଥମ ସମନ୍ବୟ କମିଟି ବୈଠକ ବସିବ

ଆଜି ବିଶ୍ୱ ପ୍ରସିଦ୍ଧ ରଥଯାତ୍ରା ନେଇ ପ୍ରଥମ ସମନ୍ବୟ କମିଟି ବୈଠକ ବସିବ । ପୁରୀସ୍ଥିତ ଟାଉନ ହଲରେ କେନ୍ଦ୍ରାଞ୍ଚଳ ଆରଡିସିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ବସିବ। ଏଥିରେ ପୁରୀ ଜିଲ୍ଲାପାଳ, ଏସପି, ବିଭିନ୍ନ ବିଭାଗର ଅଧିକାରୀ, ସେବାୟତ ପ୍ରତିନିଧି ଉପସ୍ଥିତ ରହିବେ । ଚଳିତ ବର୍ଷ ରଥଯାତ୍ରା

ଆଜିଠୁ ଆରମ୍ଭ ହେଲା ସକାଳୁଆ ସ୍କୁଲ

ଆଜିଠାରୁ ପିଲାଙ୍କର ଆରମ୍ଭ ହୋଇଛି ସକାଳୁଆ ସ୍କୁଲ। ସକାଳ ୭ଟାରୁ ସାଢେ଼ ୧୧ ଟା ଯାଏ ଚାଲିବ କ୍ଲାସ୍ । ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ପର୍ୟ୍ୟନ୍ତ ପାଠପଢ଼ା ହେଉଥିବା ରାଜ୍ୟର ସମସ୍ତ ସରକାରୀ ଓ ଘରୋଇ ସ୍କୁଲ ସକାଳ ୭ଟାରୁ ସାଢ଼େ ୧୧ଟା ପର୍ୟ୍ୟନ୍ତ ଚାଲିବ। ପ୍ରବଳ ଖରାକୁ ନଜରରେ ରଖି ସରକାର ଏପରି

ଖରାରେ ସିଜୁଛି ଭୁବନେଶ୍ୱର

ରାଜ୍ୟରେ ଅସମ୍ଭାଳ ତାତି । ଆକାଶରୁ ବର୍ଷୁଛି ନିଆଁ । ଉପାନ୍ତରୁ ଉପକୂଳ ସବୁଠି ଉପରମୁହାଁ ପାରଦ । ଆଜିଠୁ ଆହୁରି ବଢ଼ିବ ତାପମାତ୍ରା । ପଶ୍ଚିମ-ଉତ୍ତର-ପଶ୍ଚିମ ଦିଗରୁ ଓଡ଼ିଶାକୁ ଗରମ ଏବଂ ଶୁଷ୍କ ବାୟୁ ପ୍ରବାହ ବଢ଼ିଛି। ଫଳରେ ରାଜ୍ୟର ଅଧିକାଂଶ ଜିଲ୍ଲାରେ ତାତି ବଢ଼ିଛି । ଆସନ୍ତା ୭ ଦିନ

ଭିଜିଲାନ୍ସ ଜାଲରେ ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ 

ଭିଜିଲାନ୍ସ ଜାଲରେ ଫସିଲେ ଢେଙ୍କାନାଳ ଜିଲ୍ଲା ହିନ୍ଦୋଳ ବ୍ଲକ ଶିକ୍ଷାଧିକାରୀ। ଜଣେ ଶିକ୍ଷକଙ୍କଠାରୁ ବିଇଓ ଶାନ୍ତନୁ ମଲ୍ଲିକ ୧୦ ହଜାର ଟଙ୍କା ଲାଞ୍ଚ ନେବାବେଳେ ଭିଜିଲାନ୍ସ ହାତରେ ଧରାପଡିଥିଲେ। ଏହାପରେ ଶିକ୍ଷାଧିକାରୀଙ୍କ ୩ଟି ଠିକଣାରେ ଏକକାଳୀନ ଚଢ଼ାଉ କରିଛି ଭିଜିଲାନ୍ସ । ଭଦ୍ରକ