Odia News Portal
Yearly Archives

2023

ଜିଲ୍ଲା ଦାବି ନେଇ ରାଇରଙ୍ଗପୁର ୧୨ ଘଣ୍ଟା ବନ୍ଦ

ମୟୂରଭଂଜ ଜିଲ୍ଲା ରାଇରଙ୍ଗପୁରକୁ ଜିଲ୍ଲା ଗଠନ ଦାବିରେ ୧୦ ଏପ୍ରିଲରେ ବାମନଘାଟୀ ଉପଖଣ୍ଡକୁ ବନ୍ଦ ଡାକରା ଦେଇଛି ରାଇରଙ୍ଗପୁର ଜିଲ୍ଲା କ୍ରୀୟାନୁଷ୍ଠାନ କମିଟି । ଏନେଇ ଉପଖଣ୍ଡର ୭ଟି ବ୍ଲକରେ ପୂର୍ବରୁ ବୈଠକ, ପଥପ୍ରାନ୍ତ ସଭା, ବ୍ୟାନର, ପୋଷ୍ଟର, ଡାକବାଜି ଯନ୍ତ୍ର ଦ୍ୱାରା ପ୍ରଚାର

ମାଲକାନଗିରିର ଘଞ୍ଚ ଜଙ୍ଗଲରେ ସୁଟିଂ ହେବ ‘ପୁଷ୍ପା -୨’

ସାଉଥଷ୍ଟାର ଅଲ୍ଲୁ ଅର୍ଜୁନଙ୍କ ଅଭିନୀତି ଫିଲ୍ମ ‘ପୁଷ୍ପା -୨କୁ ନେଇ ଉତ୍ସାହିତ ଅଛନ୍ତି ସଭିଏଁ। ତେବେ, ଫିଲ୍ମର ସୁଟିଂକୁ ନେଇ ଏକ ବଡ଼ ଖବର ବର୍ତ୍ତମାନ ସାମ୍ନାକୁ ଆସିଛି । ଅଲୁ ଅର୍ଜୁନଙ୍କ ନୂଆ ସିନେମା ‘ପୁଷ୍ପା -୨’ର ସୁଟିଂ ମାଲକାନଗିରିରେ କରାଯିବ। ଏନେଇ

ଭାରତର ରହସ୍ୟମୟୀ ଦୁର୍ଗ,ଏଠାକୁ ଗଲେ ଅଦୃଶ୍ୟ ହୋଇଯାଆନ୍ତି ଲୋକେ

ଯଦି ଆପଣ ଭୂତ ପେତ ଉପରେ ଉପରେ ବିଶ୍ୱାସ କରନ୍ତି ନାହିଁ, ତେବେ ଏହି ଦୁର୍ଗ ବିଷୟରେ ଜାଣିବା ଆପଣଙ୍କ ପାଇଁ ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ । ଭାରତରେ ଅନେକ ରହସ୍ୟମୟ ସ୍ଥାନ ଅଛି ଯେଉଁଠିକୁ ଲୋକମାନେ ଯିବାକୁ ଭୟ କରିଥାଆନ୍ତି । ଆଜି ଆମେ ଆପଣଙ୍କୁ ଏପରି ଏକ ରହସ୍ୟମୟ ଦୁର୍ଗ ବିଷୟରେ କହିବାକୁ

ମେ’ ମାସ ଶେଷ ସୁଦ୍ଧା ପ୍ରକାଶ ପାଇବ ଯୁକ୍ତ ଦୁଇ ପରୀକ୍ଷା ଫଳ

ମେ´ ମାସ ଶେଷ ସୁଦ୍ଧା ଯୁକ୍ତ ଦୁଇ ପରୀକ୍ଷା ଫଳ ପ୍ରକାଶ ପାଇବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀ ସମୀର ରଞ୍ଜନ ଦାଶ ସୂଚନା ଦେଇଛନ୍ତି। ସେ କହିଛନ୍ତି, ଆସନ୍ତାକାଲିଠାରୁ ପ୍ରଥମେ ପର୍ଯ୍ୟାୟ ଖାତାଦେଖା ଆରମ୍ଭ ହୋଇ ଏପ୍ରିଲ ୨୩ ଯାଏ ଚାଲିବ। ଦ୍ଵିତୀୟ ପର୍ଯ୍ୟାୟ ଖାତା ଦେଖା ମେ ୭ରେ ସରିବ।

ସରିଲା ରାଜ୍ୟ କ୍ୟାବିନେଟ୍: ୭ଟି ପ୍ରସ୍ତାବକୁ ମିଳିଲା ଅନୁମୋଦନ

ଅପରାହ୍ଣ ସାଢେ ୧ଟାରେ ଆରମ୍ଭ ହୋଇଥିବା ରାଜ୍ୟ କ୍ୟାବିନେଟ ବୈଠକ ଶେଷ ହୋଇଛି। ଏଥିରେ ୭ଟି ପ୍ରସ୍ତାବକୁ କ୍ୟାବିନେଟ୍ ଅନୁମୋଦନ ମିଳିଛି। ରାଜ୍ୟରେ ୧୦ଟି ଗ୍ରାମୀଣ ପାନୀୟ ଜଳ ପ୍ରକଳ୍ପ ପ୍ରତିଷ୍ଠା ଲାଗି ପ୍ରସ୍ତାବ ଅନୁମୋଦିତ ହୋଇଛି। ଏହାଛଡ଼ା ‘ଓଡ଼ିଶା ପରିବାର’ ନାମରେ ଏକ ନୂଆ ନିର୍ଦେଶାଳୟ

ଦେଶରେ ଅଛନ୍ତି ୩ ହଜାର ୧୬୭ ବାଘ

ପ୍ରକାଶ ପାଇଲା ୨୦୨୨ ବାଘ ଗଣନା ରିପୋର୍ଟ । ଦେଶରେ ଅଛନ୍ତି ୩ ହଜାର ୧୬୭ ବାଘ । କର୍ଣ୍ଣାଟକ ବାନ୍ଦିପୁରରେ ପ୍ରୋଜେକ୍ଟ ଟାଇଗରର ୫୦ ବର୍ଷ ପୂର୍ତ୍ତିରେ ପିଏମ୍‌ ମୋଦି ମହୀଶୂରରେ ଜାରି କଲେ ତଥ୍ୟ । ୪ ବର୍ଷରେ ୨ଶହ ବାଘ ସଂଖ୍ୟା ବୃଦ୍ଧି ପାଇଛି । ୨୦୧୮ରେ ବାଘସଂଖ୍ୟା ଥିଲା ୨୯୬୭ । ପ୍ରତି ୪

ରାଜ୍ୟରେ ୯୭ ନୂଆ କୋରୋନା ଆକ୍ରାନ୍ତ ଚିହ୍ନଟ

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୯୭ ଜଣ ନୂଆ କୋରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏଥିସହିତ ରାଜ୍ୟରେ ବର୍ତ୍ତମାନ ସକ୍ରିୟ କୋରୋନା ମାମଲା ୫୫୬କୁ ବୃଦ୍ଧି ପାଇଛି। ଏଣେ ଗତ ୨୪ ଘଣ୍ଟାରେ ୨୯ ଜଣ ଆକ୍ରାନ୍ତ ସୁସ୍ଥ ହୋଇଛନ୍ତି। ଦେଶର ଅନେକ ରାଜ୍ୟରେ କୋରୋନା ସଂକ୍ରମଣ ଉପରମୁହାଁ ହେବାରେ

ଭୁଶୁଡ଼ିଲା ରମାଦେବୀ ବିଶ୍ଵବିଦ୍ୟାଳୟର ପାଚେରି: ନିମ୍ନମାନର କାମ ଅଭିଯୋଗ

ରାଜଧାନୀର ରମାଦେବୀ ବିଶ୍ଵବିଦ୍ୟାଳୟ ପାଚେରି ଭୁଶୁଡ଼ିପଡ଼ିଥିବାର ସୂଚନା ମିଳିଛି। ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗସ୍ତ ପୂର୍ବରୁ ଲକ୍ଷାଧିକ ଟଙ୍କା ବ୍ୟୟରେ ନବନିର୍ମିତ ପ୍ରାୟ ୧୦୦ ଫୁଟ ଲମ୍ବର ପାଚେରି ଭୁଶୁଡ଼ିଛି। ତେବେ ଅଳ୍ପକେ ବର୍ତ୍ତିଯାଇଛନ୍ତି ହଷ୍ଟେଲ ଛାତ୍ରୀ। ପାଚେରି

ଆଜି ରାଜ୍ୟ କ୍ୟାବିନେଟ ବୈଠକ

ଆଜି ରାଜ୍ୟ କ୍ୟାବିନେଟ ବୈଠକ ବସିବ । ଦିନ ୧ଟା ୩୦ ମିନିଟରେ ବସିବ କ୍ୟାବିନେଟ ବୈଠକ । ଏଥିରେ ପ୍ରାୟ ୧୦ଟି ପ୍ରସ୍ତାବକୁ ଅନୁମୋଦନ ମିଳିବା ସମ୍ଭାବନା ରହିଛି ।ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଜାପାନ ଗସ୍ତରେ ଥିବାରୁ ସେଠାରୁ ଭର୍ଚୁଆଲ ମୋଡରେ ବୈଠକରେ ଅଧ୍ୟକ୍ଷତା କରିବେ । ଏହି ବୈଠକରେ

ଘରୋଇ କଳି ଜାଳିଦେଲା ପରିବାର

ଘରୋଇ ହିଂସାକୁ କେନ୍ଦ୍ରକରି ଗୋଟିଏ ପରିବାରରେ ଭୟଙ୍କର ପରିସ୍ଥିତି ସୃଷ୍ଠି ହୋଇଛି । ଏହି ଘଟଣାରେ ୪ ଜଣ ଲୋକ ଗୁରୁତର ଆହାତ ହୋଇଛନ୍ତି । ଘଟଣାଟି ଘଟିଛି ବଙ୍ଗୋମୁଣ୍ଡା ଥାନା ସାହୁପଡାରେ । ଅହାତ ମାନଙ୍କୁ ଚିକିତ୍ସା ପାଇଁ ଡାକ୍ତରଖାନାରେ ଭର୍ତ୍ତି କରାଯାଇଛି । ସାମାନ୍ୟ କୁକୁଡା ଚୋରି