Odia News Portal
Yearly Archives

2023

ସିକ୍କିମରେ ଭୟଙ୍କର ହିମସ୍ଖଳନ,ବରଫ ତଳେ ଫଶି ରହିଛନ୍ତି ୧୫୦ରୁ ଅଧିକ ପର୍ଯ୍ୟଟକ

ମଙ୍ଗଳବାର ଦିନ ସିକ୍କିମରେ ହୋଇଥିବା ହିମସ୍ଖଳନ କାରଣରୁ ୬ଜଣଙ୍କର ମୃତ୍ୟୁ ହୋଇଛି । ଏହାସହ ୧୫୦ରୁ ଅଧିକ ପର୍ୟ୍ୟଟକ ବରଫ ଝଡରେ ଫଶି ରହିଥିବା ବେଳେ ୮୦ ରୁ ଅଧିକ ପର୍ୟ୍ୟଟକ ବରଫ ତଳେ ଚାପି ହୋଇ ରହିଥିବା ଅନୁମାନ କରାଯାଉଛି । ସୂଚନା ମୁତାବକ ୧୫ମାଇଲ ଜେଏନ ରୋଡ ନିକଟରେ ଏଭଳି ସମୟରେ ବରଫ

ହିନ୍ଦୋଳ-ଅତାବିରା ଏନଏସି ନିର୍ବାଚନ: ୫ରେ ଗଣତି

ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଓ ବରଗଡ଼ ଜିଲ୍ଲାର ଅତାବିରା ଏନଏଏସିରେ ନିର୍ବାଚନ ଶେଷ ହୋଇଛି । ଏହି ଦୁଇଟି ଏନଏଏସିର ମୋଟ ୨୮ଟି ୱାର୍ଡ ପାଇଁ କାଉନସିଲର ଓ ଅଧ୍ୟକ୍ଷ ପଦବୀ ନିମନ୍ତେ ଭୋଟଗ୍ରହଣ ଶେଷ ହୋଇଥିବାବେଳେ ଆସନ୍ତା ୫ତାରିଖରେ ଗଣତି କରାଯିବ । ରାଜ୍ୟ ନିର୍ବାଚନ ଆୟୋଗଙ୍କ କାର୍ୟ୍ୟାଳୟ

ଖୁବ୍ ଶୀଘ୍ର ଅର୍ଡର ବାହାରିବ, ଉଚ୍ଛେଦ ହେବ ଚୁକ୍ତିଭିତ୍ତିକ ପ୍ରଥା

ଗତ ଶନିବାରରୁ ଲୋୟର ପିଏମଜିରେ ଧାରଣାରେ ବସିଥିବା ଚୁକ୍ତିଭିତ୍ତିକ ଶିକ୍ଷକମାନେ ଆଜି ଆନ୍ଦୋଳନରୁ ହଟିପାରନ୍ତି। ଆଜି ଚୁକ୍ତିଭିତ୍ତିକ ଶିକ୍ଷକ ସଂଘର ଏକ ପ୍ରତିନିଧି ଦଳ ବିଦ୍ୟାଳୟ ଓ ଗଣଶିକ୍ଷା ମନ୍ତ୍ରୀଙ୍କ ସହ ଆଲୋଚନା କରିଛନ୍ତି। ଏନେଇ ମନ୍ତ୍ରୀ ସମୀରରଂଜନ ଦାଶ କହିଛନ୍ତି, ଶିକ୍ଷକମାନଙ୍କ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କଲା ବିଜେଡି

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ଅନ୍ୟ ଦଳମାନଙ୍କଠାରୁ ଗୋଟିଏ ପାଦ ଆଗରେ ରହିଛି ଶାସକ ବିଜେଡି। ଉପନିର୍ବାଚନ ତାରିଖ ଘୋଷଣା ପରେ ବିଜେଡି ପ୍ରଥମ ଦଳ ଭାବେ ପ୍ରାର୍ଥୀ ଘୋଷଣା କରିସାରିଛି । ଏବେ ଶାସକ ଦଳ ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ପର୍ଯ୍ୟବେକ୍ଷକ ନିଯୁକ୍ତ କରିଛି । ଦଳ ସୁପ୍ରିମୋ ତଥା

ଶାନ୍ତିଶୃଙ୍ଖଳାର ସହ ଦୁଇ ଏନ୍‌ଏସି ନିର୍ବାଚନ ଶେଷ; ହିନ୍ଦୋଳରେ ୮୮%, ଅତାବିରାରେ ୭୪% ମତଦାନ

ଓଡ଼ିଶାର ବରଗଡ଼ ଜିଲ୍ଲାର ଅତାବିରା ଓ ଢେଙ୍କାନାଳ ଜିଲ୍ଲାର ହିନ୍ଦୋଳ ଏନ୍‌ଏସିରେ ଶାନ୍ତିଶୃଙ୍ଖଳାର ସହ ଆଜି ସାଧାରଣ ନିର୍ବାଚନ ଅନୁଷ୍ଠିତ ହୋଇଯାଇଛି । ହିନ୍ଦୋଳ ଏନ୍‌ଏସିରେ ୮୮% ଏବଂ ଅତାବିରା ଏନ୍‌ଏସିରେ ୭୪% ମତଦାନ ହୋଇଛି । ସୋମବାର ଗଣମାଧ୍ୟମକୁ ରାଜ୍ୟ ନିର୍ବାଚନ କମିଶନର ଆଦିତ୍ୟ

ଆଜିଠୁ ୪ ଦିନ ପ୍ରବଳ ଖରା

ସୋମବାର ଦିନ ରାଜ୍ୟର ଅଧିକାଂଶ ସ୍ଥାନରେ ପ୍ରବଳ ଖରା ହୋଇଥିଲା। ସକାଳ ପ୍ରାୟ ୭ଟାରୁ ଖରା ପ୍ରକୋପ ଆରମ୍ଭ ହୋଇଥିବା ବେଳେ ଦିନ ୨ଟା ବେଳକୁ ସାମାନ୍ୟ ମେଘୁଆ ପାଗ ରାଜ୍ୟବାସୀଙ୍କୁ ଖରାରୁ ଆଶ୍ବସ୍ତ କରିଥିଲା। ଅପରାହ୍ନ ଆଡ଼କୁ ଉପକୂଳ ଓଡ଼ିଶାର କିଛି ଅଞ୍ଚଳ ସମେତ କୋରାପୁଟ, ନବରଙ୍ଗପୁର,

ଜାପାନରେ ମୁଖ୍ୟମନ୍ତ୍ରୀ:ଓଡ଼ିଶାରେ ପୁଞ୍ଜିନିବେଶ ଲାଗି କରିବେ ଆଲୋଚନା

ଓଡ଼ିଶାରେ ପୁଞ୍ଜିନିବେଶ ସୁଯୋଗକୁ ପ୍ରୋତ୍ସାହିତ କରିବା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ଉଚ୍ଚସ୍ତରୀୟ ପ୍ରତିନିଧି ଦଳ ସହିତ ଟୋକିଓରେ ପହଞ୍ଚିଛନ୍ତି। ଏଠାରେ ଭାରତର ରାଷ୍ଟ୍ରଦୂତ ଶିବି ଜର୍ଜ ତାଙ୍କୁ ସ୍ବାଗତ କରିଛନ୍ତି। ସେଠାରେ ଗଣମାଧ୍ୟମକୁ ପ୍ରତିକ୍ରିୟା ଦେଇ ମୁଖ୍ୟମନ୍ତ୍ରୀ

ଗାନ୍ଧୀବାଦୀ ନେତା ନବକୃଷ୍ଣ ଚୌଧୁରୀଙ୍କୁ ସଜାଇଲେ ବିଲାତି ବାବୁ

ବରପୁତ୍ରଙ୍କୁ ଅସମ୍ମାନ । ଗାନ୍ଧୀବାଦୀ ନେତାଙ୍କୁ ପିନ୍ଧାଇଲେ ପ୍ୟାଂଟ, ସାର୍ଟ । ଅନୁଗୁଳ ଜିଲ୍ଲା ପ୍ରତିଷ୍ଠା ଦିବସରେ ପୌର ପ୍ରଶାସନ ଏଭଳି କିଛି କରିଛି । ଯାହାକୁ ନେଇ ବିବାଦ ଦେଖାଦେଇଛି । ରାଜ୍ୟର ପୂର୍ବତନ ମୁଖ୍ୟମନ୍ତ୍ରୀ ହେଉଛନ୍ତି ନବକୃଷ୍ଣ ଚୌଧୁରୀ । ସେ ଜଣେ ଗାନ୍ଧୀବାଦୀ ନେତା ଭାବେ

ଏପ୍ରିଲ ୧୩ ପର୍ଯ୍ୟନ୍ତ କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କୁ ମିଳିଲା ଜାମିନ

କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କର ବଢ଼ିଲା ଜାମିନ ମିଆଦ । ସୁରଟର ଏକ ସେସନ କୋର୍ଟରେ ରାହୁଲଙ୍କ ଆବେଦନ ପରେ ଅଦାଲତ ଏପ୍ରିଲ ୧୩ ପର୍ଯ୍ୟନ୍ତ ଜାମିନ ଦେଇଥିବା ଜଣାପଡ଼ିଛି। ଏହି ମାମଲାର ପରବର୍ତ୍ତୀ ଶୁଣାଣି ଏପ୍ରିଲ ୧୩ରେ ହେବ। ସୋମବାର ଦିନ ରାହୁଲ ଗାନ୍ଧି ଗୁଜରାଟର ସୁରଟସ୍ଥିତ ସେସନ

ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି:ସମୀର ରଞ୍ଜନ ଦାଶ

ଓଡ଼ିଶା ସରକାରୀ ହାଇସ୍କୁଲର ଚୁକ୍ତିଭିତ୍ତିକ ଶିକ୍ଷକଙ୍କ ଚାକିରି ନିୟମିତ କରିବା ନେଇ ମୁଖ୍ୟ ଶାସନ ସଚିବଙ୍କ ସ୍ତରରେ ବିଚାରବିମର୍ଶ ଚାଲିଛି। ଏଣୁ ଶିକ୍ଷକମାନେ ଆନ୍ଦୋଳନ ଛାଡ଼ି ଧୈର୍ଯ୍ୟର ସହ ଅପେକ୍ଷା କରନ୍ତୁ। ଏଭଳି କହିଛନ୍ତି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ମନ୍ତ୍ରୀ ସମୀରରଞ୍ଜନ ଦାଶ।