Odia News Portal
Yearly Archives

2023

କାଲି ସୁରଟ ଯିବେ ରାହୁଲ ଗାନ୍ଧୀ, ମାନହାନି ମାମଲା ଦଣ୍ଡାଦେଶ ବିରୋଧରେ କରିବେ ଅପିଲ

ମାନହାନି ମାମଲାରେ ଦଣ୍ଡାଦେଶକୁ ଚ୍ୟାଲେଞ୍ଜ କରିବେ କଂଗ୍ରେସ ନେତା ରାହୁଲ ଗାନ୍ଧୀ । ଏହି ମାମଲାରେ ଦୁଇ ବର୍ଷ ଦଣ୍ଡାଦେଶ ବିରୋଧରେ ଉପର କୋର୍ଟରେ ଆବେଦନ କରିବାକୁ ରାହୁଲ ଗାନ୍ଧୀ ଆସନ୍ତାକାଲି ସୁରଟ ଯିବେ ବୋଲି କଂଗ୍ରେସ ସୂତ୍ରରୁ ଜଣାପଡ଼ିଛି । ନିକଟରେ ରାହୁଲ ଗାନ୍ଧୀଙ୍କୁ ‘ମୋଦୀ

ଧର୍ମେନ୍ଦ୍ରଙ୍କୁ ସମାଲୋଚନା କଲେ ନରସିଂହ

କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ କୋଟିଆ ଗସ୍ତକୁ କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର କଡ଼ା ସମାଲୋଚନା କରିଛନ୍ତି । ଧର୍ମେନ୍ଦ୍ର ପ୍ରଧାନ ରାଜନୀତି କରିବାକୁ କୋଟିଆ ଯାଇଥିଲେ । ସେ କେନ୍ଦ୍ରମନ୍ତ୍ରୀ ହିସାବରେ ଯାଇ ନଥିଲେ ବୋଲି ନରସିଂହ କହିଛନ୍ତି । କେନ୍ଦ୍ରମନ୍ତ୍ରୀ

ନାସନାଲ୍ ଜୁ ଜିତ୍‌ସୁରେ ଓଡ଼ିଶାକୁ ୧୪ ପଦକ

ମଧ୍ୟପ୍ରଦେଶର ଦେୱାସଠାରେ ଗତ ୨୭ରୁ ୩୧ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହୋଇଥିବା ନାସନାଲ୍ ଜୁ ଜିତ୍‌ସୁ ପ୍ରତିଯୋଗିତାରେ ଓଡ଼ିଶାର ୧୧ ଜଣ ପ୍ରତିଯୋଗୀ ମୋଟ ୧୪ଟି ପଦକ ହାସଲ କରିଛନ୍ତି, ଯେଉଁଥିରେ ୭ଟି ସ୍ୱର୍ଣ୍ଣ ସହ ୨ଟି ରୌପ୍ୟ ଓ ୫ଟି ବ୍ରୋଞ୍ଜ୍ ପଦକ ରହିଛି । ଏଥିରେ ଅନୁପମା ସ୍ୱାଇଁ

ମଧ୍ୟପ୍ରଦେଶକୁ ମିଳିଲା ପ୍ରଥମ ବନ୍ଦେ ଭାରତ ଏକ୍ସପ୍ରେସ୍‌

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଶନିବାର ଭୋପାଳର ରାଣୀ କମଳାପତି ଷ୍ଟେସନ୍‌ରେ ସବୁଜ ପତାକା ଦେଖାଇ ମଧ୍ୟପ୍ରଦେଶର ପ୍ରଥମ ବନ୍ଦେ ଭାରତ ଟ୍ରେନ୍‌ର ଶୁଭାରମ୍ଭ କରିଛନ୍ତି । ଏହି ଟ୍ରେନ୍ ଭୋପାଳର ରାଣୀ କମଳାପତି ଷ୍ଟେସନ୍ ଓ ଦିଲ୍ଲୀର ନିଜାମୁଦ୍ଦିନ୍ ମଧ୍ୟରେ ଚଳାଚଳ କରିବ । ଏହି ଅବସରରେ ରେଳ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ କଂଗ୍ରେସର ବିକ୍ଷୋଭ: ପିସିସି ସଭାପତିଙ୍କୁ ଉଠାଇନେଲା ପୁଲିସ

ରାହୁଲ ଗାନ୍ଧୀଙ୍କ ସଦସ୍ୟତା ରଦ୍ଦ ନେଇ ଏଜି ଛକରେ କଂଗ୍ରେସ ପକ୍ଷରୁ ବିକ୍ଷୋଭ ଚାଲିଥିବା ବେଳେ ଘଟଣାସ୍ଥଳରୁ ପିସିସି ସଭାପତି ଶରତ ପଟ୍ଟନାୟକଙ୍କ ସହ ବିଧାୟକ ସୁର ରାଉତରାୟଙ୍କୁ ପୁଲିସ ଉଠାଇନେଇଥିବାର ଖବର ମିଳିଛି।ରାଜଧାନୀରେ ବିଧାନସଭା ଘେରାଉ ପାଇଁ ଉଦ୍ୟମ କରିଛି କଂଗ୍ରେସ। ଘେରାଉ ବେଳେ

ନକଲି ସାର୍ଟିଫିକେଟ ମାମଲା:କ୍ରାଇମବ୍ରାଞ୍ଚର ତଦନ୍ତ ଆରମ୍ଭ

ନକଲି ସାର୍ଟିଫିକେଟ ମାମଲାର ତଦନ୍ତ ଆରମ୍ଭ କରିଛି କ୍ରାଇମବ୍ରାଞ୍ଚ। ଆଜି ୫ ଜଣିଆ ଟିମ୍ ଟାଉନ ଥାନାରେ ପ୍ରଥମେ ପହଞ୍ଚି ମାମଲାର ସବୁ ଜବତ କାଗଜପତ୍ର ନିଜ ହାତକୁ ନେଇଛି। ଆଜି କେସ ଦାୟିତ୍ବ ନିଆଯିବ ବୋଲି ଟିମରେ ଆସିଥିବା ଅଧିକାରୀ ସୂଚନା ଦେଇଛନ୍ତି।ଗତକାଲି ଟିମ ପହଞ୍ଚି ପୂର୍ତ୍ତ ବିଭାଗ

ସ୍ୱାମୀ-ସ୍ତ୍ରୀ ଝଗଡାରୁ ବିଷ ପିଇ ଆତ୍ମହତ୍ୟା କଲେ ସ୍ତ୍ରୀ

ଦୀର୍ଘ ୧୫ ବଷର୍ର ଦାମ୍ପତ୍ୟ ଜୀବନ ବେଶ ସୁଖରେ କଟୁଥିôଲା । ଗତ କିଛି ଦିନ ହେବ ପରିବାରରେ ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ମନମାଳିନ ଯୋଗୁଁ ଝଗଡା ଲାଗି ରହିଥିଲା । ଶେଷରେ ସ୍ୱାମୀଙ୍କ ସହ ଝଗଡା କରି ବିଷ ପିଇ ଆତ୍ମହତ୍ୟା କରିଛନ୍ତି ସ୍ତ୍ରୀ । ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ନୂଆପଲ୍ଳୀ

ହାଇଲେବଲ୍ କ୍ଲିୟରାନ୍ସ ଅଥରିଟି ବୈଠକ; ୩୫,୭୬୦ କୋଟିର ୫ ପ୍ରକଳ୍ପକୁ ମଞ୍ଜୁରୀ

ରାଜ୍ୟରେ ଚାରି ଜିଲ୍ଲାରେ ଶିଳ୍ପ ପ୍ରତିଷ୍ଠା ପାଇଁ ୫ଟି ପ୍ରକଳ୍ପକୁ ହାଇଲେବଲ୍ କ୍ଲିୟରାନ୍ସ ଅଥରିଟି (ଏଚ୍‌ଏଲ୍‌ସିଏ୍‌) ମଞ୍ଜୁରୀ ମିଳିଛି । ମୋଟ୍ ୩୫,୭୬୦ କୋଟି ଟଙ୍କା ବିନିଯୋଗ ହେବ । ପ୍ରକଳ୍ପ ଜରିଆରେ ୩୮,୧୦୦ କର୍ମ ନିଯୁକ୍ତି ସୁଯୋଗ ପାଇବେ । ଶନିବାର ମୁଖ୍ୟମନ୍ତ୍ରୀ ନବୀନ

ଆଜିଠାରୁ ଲାଗୁ ହେବ ଏହି ସବୁ ପରିବର୍ତ୍ତନ, ସୁନା, ଔଷଧ ହେବ ମହଙ୍ଗା; ଆଉ କ’ଣ ବଦଳିବ ଜାଣନ୍ତୁ

ଆଜିଠାରୁ (ଏପ୍ରିଲ୍ ୧) ନୂଆ ଆର୍ଥିକ ବର୍ଷ ୨୦୨୩-୨୪ ଆରମ୍ଭ ହୋଇଛି । ଏହା ସହିତ ଅନେକ ନୂଆ ନିୟମ ଲାଗୁ ହେବା ସହ କିଛି ନୂଆ ଯୋଜନା ମଧ୍ୟ ଆରମ୍ଭ ହେବ | ପେଟ୍ରୋଲିୟମ କମ୍ପାନୀଗୁଡିକ ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନରେ କମର୍ସିଆଲ ବା ବ୍ୟାବସାୟିକ ଗ୍ୟାସ ସିଲିଣ୍ଡରର ମୂଲ୍ୟ ହ୍ରାସ କରିଛନ୍ତି।

ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ

ସିଏଜିଙ୍କ ୨୦୨୧-୨୨ର ଆର୍ଥିକ ରିପୋର୍ଟ ଗୃହରେ ଉପସ୍ଥାପିତ ହୋଇଛି। ଖଣିଜ କ୍ଷେତ୍ରରୁ ସର୍ବାଧିକ ୪୯,୮୫୯ କୋଟି ଟଙ୍କା ମିଳିଥିବା ବେଳେ ଜିଏସଟିରୁ ୨୭,୮୨୬ କୋଟି ମିଳିଛି। ରାଜସ୍ବ ଖର୍ଚ୍ଚ ବଢ଼ିଛି ବୋଲି ଏହି ରିପୋର୍ଟରେ କୁହାଯାଇଛି। ୯୫,୩୧୧ କୋଟିରୁ ୧ ଲକ୍ଷ ୯ ହଜାର ୫୮୬ କୋଟିକୁ ବଢ଼ିଛି।