Odia News Portal
Yearly Archives

2023

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା

ରମାଦେବୀ ମହିଳା ବିଶ୍ବବିଦ୍ୟାଳୟ ହଷ୍ଟେଲରେ ଛାତ୍ରୀଙ୍କ ଆତ୍ମହତ୍ୟା । ମୃତ ଛାତ୍ରୀ ହେଲେ ଯୁକ୍ତ ୨ ଦ୍ବିତୀୟ ବର୍ଷ କଳା ବିଭାଗର ପ୍ରଜ୍ଞା । ଛାତ୍ରୀଙ୍କ ଘର ରାୟଗଡ଼ା ଜିଲ୍ଲାରେ ହୋଇଥିବା ସୂଚନା । ଦୁଇଟି ପରୀକ୍ଷା ଖରାପ ହୋଇଥିବା ଯୋଗୁଁ ମାନସିକ ଚାପରେ ଥିଲେ । ଘଟଣାସ୍ଥଳରୁ ସୁଇସାଇଡ ନୋଟ

ରାଜ୍ୟର ବିଶ୍ବବିଦ୍ୟାଳୟରେ ୫୭ ପ୍ରତିଶତ ଶିକ୍ଷକ, ୫୮% ଅଣଶିକ୍ଷକ ପଦବି ଖାଲି

ରାଜ୍ୟର ବିଶ୍ୱବିଦ୍ୟାଳୟଗୁଡ଼ିକରେ ୫୭ ପ୍ରତିଶତ ଶିକ୍ଷକ ଏବଂ ୫୮ ପ୍ରତିଶତ ଅଣଶିକ୍ଷକ ପଦବି ଖାଲି ରହିଛି। ଗୃହରେ ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝିଙ୍କ ଏକ ତାରକା ପ୍ରଶ୍ନରେ ଉଚ୍ଚ ଶିକ୍ଷାମନ୍ତ୍ରୀ ରୋହିତ ପୂଜାରୀ ଏହି ଉତ୍ତର ରଖିଛନ୍ତି। ରାଜ୍ୟରେ ପ୍ରତିଷ୍ଠିତ ୧୫ ଗୋଟି

ରାଜ୍ୟରେ ୧୮ରୁ ୨୦ ଲକ୍ଷ ମେଟ୍ରିକ ଟନ ଚାଉଳ ବଳି ପଡ଼ିବ: ଖାଦ୍ୟ ଯୋଗାଣ ମନ୍ତ୍ରୀ

ରାଜ୍ୟରେ ଖରିଫ ଓ ରବି ଋତୁ ରେ ୫୪ ଲକ୍ଷ ମେଟ୍ରିକ ଟନ ଚାଉଳ ଉତ୍ପାଦନ ହୋଇଥାଏ। ସେଥିରୁ ୨୪ ଲକ୍ଷ ମେଟ୍ରିକ ଟନ ଚାଉଳ ରାଜ୍ୟରେ ପଡିଏସ୍ ଜରିଆରେ ବ୍ୟବହୃତ ହୋଇଥାଏ। ଆଉ ୩୦ ଲକ୍ଷ ମେଟ୍ରିକ ଟନ ରହିଯାଏ। ଚଳିତ ବର୍ଷ ଏଫସିଆଇ ପ୍ରଥମ ପର୍ଯ୍ୟାୟରେ ୪ ଲକ୍ଷ ମେଟ୍ରିକ ଟନ ଓ ଦ୍ୱିତୀୟ ପର୍ଯ୍ୟାୟରେ ୬

ଆଜି ସନ୍ଧ୍ୟାରେ ଟେନିସ କୋର୍ଟ ଉଦଘାଟନ କରିବେ ନବୀନ

ଆଜି କଳିଙ୍ଗ ଷ୍ଟାଡିୟମ ପରିସରରେ ଉଦଘାଟିତ ଅତ୍ୟାଧୁନିକ ଟେନିସ କୋର୍ଟ । ସନ୍ଧ୍ୟାରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହାକୁ ଉଦଘାଟନ କରିବେ । ନୂତନ ଷ୍ଟାଡିୟମରେ ଏକାସଙ୍ଗେ ୧୫ଶହ ଦର୍ଶକ ବସି ମ୍ୟାଚ୍ ଦେଖିପାରିବେ । ଷ୍ଟାଡିୟମ ପରିସରରେ ବିଶ୍ବସ୍ତରୀୟ କନଫରେନ୍ସ ରୁମ, ଲାଉଂଜ, ମେଡିକାଲ

ଏପ୍ରିଲ ପହିଲାରୁ କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ରିହାତିରେ ମିଳିବ ସବଜି କୁଲର

ପନିପରିବା ସଂରକ୍ଷଣ ପାଇଁ ରାଜ୍ୟର କ୍ଷୁଦ୍ର ଓ ନାମମାତ୍ର ଚାଷୀଙ୍କୁ ୭୦ ପ୍ରତିଶତ ରିହାତିରେ ସବଜି କୁଲର ଯୋଗାଇ ଦିଆଯିବ । ଏନେଇ ନୋଟିସ ବାହାରି ସାରିଛି । ଏପ୍ରିଲ ପହିଲାରୁ ଚାଷୀମାନେ ଏହି ସୁବିଧା ପାଇପାରିବେ ବୋଲି କୃଷିମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ ବିଧାନସଭାରେ କହିଛନ୍ତି।

ଲୋକସଭା ସାଂସଦ ଭାବେ ମହମ୍ମଦ ଫୈଜଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି

ଲୋକସଭା ସାଂସଦ ଭାବେ ମହମ୍ମଦ ଫୈଜଲଙ୍କୁ ପୁନଃ ଅବସ୍ଥାପିତ କରାଯାଇଛି । ଲକ୍ଷଦ୍ବୀପରୁ ସାଂସଦ ଥିବା ମହମ୍ମଦ ଫୈଜଲଙ୍କ ଆବେଦନ ଉପରେ ଆଜି ସୁପ୍ରିମକୋର୍ଟରେ ଶୁଣାଣି ହେବ। ହେଲେ ତା’ ପୂର୍ବରୁ ଲୋକସଭା ସଚିବାଳୟ ତାଙ୍କ ସଦସ୍ୟତା ଉପରେ କଟକଣା ହଟାଇଛି । ଏନେଇ ବିଧିବଦ୍ଧ ବିଜ୍ଞପ୍ତି ପ୍ରକାଶ

ପୁଣି ସନ୍ଦିଗ୍ଧ ପାରା ଉଦ୍ଧାର

ଭଦ୍ରକ ଜିଲ୍ଲା ବାସୁଦେବପୁର ବାଲିମେଦ ନୋଡାଲ ଏମଇ ସ୍କୁଲ ନିକଟରୁ ଶୁଶିଲ କୁମାର ମହାନ୍ତିଙ୍କ ଘରୁ ଏକ ସନ୍ଦିଗ୍ଧ ପାରା ଉଦ୍ଧାର ହୋଇଛି। ଗତକାଲି ସନ୍ଧ୍ୟାରେ ଝଡ଼ ତୋଫାନ ଆରମ୍ଭ ହୋଇଥିବା ବେଳେ ଉକ୍ତ ପାରାଟି ଶୁଶିଲଙ୍କ ଘର ସମ୍ମୁଖରେ ଖସିପଡିଥିଲା। ପରେ ଶୁଶିଲଙ୍କ ପରିବାର ଲୋକ ଉକ୍ତ ପାରାକୁ

ମେ ୧୦ରେ କର୍ଣ୍ଣାଟକରେ ବିଧାନସଭା ଭୋଟ୍

ଆସନ୍ତା ମେ ମାସ ୧୦ ତାରିଖରେ ହେବ କର୍ଣ୍ଣାଟକ ବିଧାନସଭା ଭୋଟ୍ । ମେ ୧୩ ତାରିଖରେ ଆସିବ କର୍ଣ୍ଣାଟକ ବିଧାନସଭା ନିର୍ବାଚନର ଫଳାଫଳ । କର୍ଣ୍ଣାଟକର ବିଧାନସଭା ନିର୍ବାଚନ ଗୋଟିଏ ପର୍ଯ୍ୟାୟରେ ହେବ ବୋଲି ଆଜି ପ୍ରେସମିଟ୍ କରି ସୂଚନା ଦେଇଛନ୍ତି ନିର୍ବାଚନ କମିଶନ । ମେ ୨୪ ତାରିଖରେ

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା

ଝାରସୁଗୁଡ଼ା ଉପନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ନିର୍ବାଚନ ଆୟୋଗ। ଆସନ୍ତା ମେ’ ୧୦ ତାରିଖରେ ଝାରସୁଗୁଡାରେ ହେବ ଉପ-ନିର୍ବାଚନ । ଏନେଇ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର । ମେ’ ୧୦ରେ ନିର୍ବାଚନ ହେବାକୁ ଥିବା ବେଳେ ମେ’ ୧୩ ତାରିଖରେ ଫଳାଫଳ ପ୍ରକାଶ ପାଇବ।

ମାଲକାନଗିରିରେ ଉନ୍ନୟନ ପ୍ରକଳ୍ପ ଅନୁଧ୍ୟାନ କଲେ, ଆଦିବାସୀଙ୍କ ହୃଦୟ ଜାଣିଲେ ୫-ଟି ସଚିବ

ଦୁଇଦିନିଆ ମାଲକାନଗିରି ଜିଲ୍ଲା ଗସ୍ତ ଅବସରରେ ମୁଖ୍ୟମନ୍ତ୍ରୀଙ୍କ ବ୍ୟକ୍ତିଗତ ସଚିବ ତଥା ୫-ଟି ସଚିବ ଭି.କେ.ପାଣ୍ଡିଆନ୍ ଜିଲ୍ଲାରେ ରାଜ୍ୟ ସରକାରଙ୍କ ଦ୍ଵାରା ଚାଲିଥିବା ବିଭିନ୍ନ ଉନ୍ନୟନମୂଳକ କାର୍ଯ୍ୟର ଅଗ୍ରଗତି ଓ କାର୍ଯ୍ୟକାରିତା ଅନୁଧ୍ୟାନ କରିଛନ୍ତି। ଗସ୍ତର ପ୍ରଥମ ଦିନ ମଙ୍ଗଳବାରରେ