Odia News Portal
Yearly Archives

2023

୩୦ ଜିଲ୍ଲା ପାଇଁ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା କଲା ବିଜେଡି

୩୦ଟି ଜିଲ୍ଲା ପାଇଁ ଆଜି ବିଜେଡି ୨୬ଜଣିଆ ପର୍ଯ୍ୟବେକ୍ଷକ ତାଲିକା ଘୋଷଣା ହୋଇଛି । କ୍ୟାପଟେନ ଦିବ୍ୟ ଶଙ୍କର ମିଶ୍ରଙ୍କୁ କୋରାପୁଟ ଓ ମାଲକାନଗିରି ଦାୟିତ୍ବ ମିଳିଛି । ପ୍ରଶାନ୍ତ ମୁଦୁଲିଙ୍କୁ – ମଯୁରଭଞ୍ଜ ପ୍ରଣବ ପ୍ରକାଶ ଦାସଙ୍କୁ – ସମ୍ବଲପୁର, ଢେଙ୍କାନାଳ,ଅନୁଗୁଳ, କେନ୍ଦୁଝର

ରାହୁଲଙ୍କ ସଦ୍ୟସତା ରଦ୍ଦକୁ ନେଇ କଂଗ୍ରେସର ପ୍ରତିବାଦ କଳା ପୋଷାକ ପିନ୍ଧି ବିଧାୟକ ଆସିଲେ ବିଧାନସଭା

 ରାହୁଲ ଗାନ୍ଧୀଙ୍କ ସଦ୍ୟସତା ରଦ୍ଦ ପ୍ରସଙ୍ଗରେ ବିଧାନସଭାରେ କଂଗ୍ରେସର ପ୍ରତିବାଦ । ଗୃହକୁ କଳା ପୋଷାକ ପିନ୍ଧି ଆସି ପ୍ରତିବାଦ ଜଣାଇଲେ କଂଗ୍ରେସ ବିଧାୟକ । ଗୃହ ଭିତରେ କଂଗ୍ରେସ ବିଧାୟକଙ୍କ ନାରାବାଜି ଓ ହୋ-ହଲ୍ଲା । ବାଚସ୍ପତିଙ୍କ ପୋଡିୟମ ତଳେ କଂଗ୍ରେସ ବିଧାୟକ ଏକଜୁଟ୍ ହୋଇ କଲେ

ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା, ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ

ରାଜ୍ୟରେ ସକ୍ରିୟ ରହିଛି ପଶ୍ଚିମା ଝଡ଼ । ଏହାର ପ୍ରଭାବରେ ରାଜ୍ୟର ବିଭିନ୍ନ ସ୍ଥାନରେ ଘଡ଼ଘଡ଼ି ସହ ବର୍ଷା ହେଉଛି । ଆସନ୍ତା ଦୁଇ ଦିନ ଯାଏ ଝଡ଼ ବର୍ଷା ହେବ । ଆଜି ପାଇଁ ୧୩ ଜିଲ୍ଲାକୁ ୟେଲୋ ଓ୍ଵାର୍ଣ୍ଣିଂ ଜାରି କରିଛି ପାଣିପାଗ ବିଭାଗ । ଏସବୁ ଜିଲ୍ଲାଗୁଡ଼ିକ ହେଲା ଗଜପତି, ଗଞ୍ଜାମ,

ଆଇପିଏଲ୍‌ରେ ଓଡ଼ିଆ ଆଙ୍କର୍‌ କଟକର ଲୋରିଆ ମହାନ୍ତି

ଆଇପିଏଲ୍‌ ସିଜନ୍‌-୧୬ରେ ଓଡ଼ିଆ ଆଙ୍କର୍‌ ଭାବେ ନଜର ଆସିବେ କଟକର ଲୋରିଆ ମହାନ୍ତି। ଚଳିତବର୍ଷ ପ୍ରଥମଥର ପାଇଁ ଓଡ଼ିଆରେ ପ୍ରସାରିତ ହେବ ଆଇପିଏଲ୍‌। ପ୍ୟାନେଲ୍‌ରେ ବି ରହିବେ ଓଡ଼ିଆ ଅତିଥି। ମ୍ୟାଚ୍‌ ପୂର୍ବରୁ ଓଡ଼ିଆ ଡିବେଟ୍‌ ପ୍ୟାନେଲ ‘ମ୍ୟାଚ୍‌ ସେଣ୍ଟର୍‌ ଲାଇଭ୍‌ ଅଧଘଣ୍ଟାଏର

ରାହୁଲ ଗାନ୍ଧୀଙ୍କ ସମର୍ଥନରେ କଂଗ୍ରେସର ଦେଶବ୍ୟାପୀ ସତ୍ୟାଗ୍ରହ

ପୂର୍ବତନ କଂଗ୍ରେସ ସଭାପତି ରାହୁଲ ଗାନ୍ଧୀଙ୍କ ଲୋକସଭା ସଦସ୍ୟତା ରଦ୍ଦ ପ୍ରତିବାଦରେ ଦଳର ନେତା ଓ କର୍ମୀମାନେ ଆଜି ମହାତ୍ମା ଗାନ୍ଧୀଙ୍କ ପ୍ରତିମୂର୍ତ୍ତି ସମ୍ମୁଖରେ ଦିନିକିଆ ସତ୍ୟଗ୍ରାହ କରୁଛନ୍ତି। ରାହୁଲଙ୍କ ସମର୍ଥନରେ ଦେଶର ସବୁ ରାଜ୍ୟ ତଥା ଜିଲ୍ଲା ସଦର ମହକୁମାର ଗାନ୍ଧୀ

ହାର୍ଟ ଆଟାକରୁ ବଞ୍ଚିବା ପାଇଁ ଆପଣାନ୍ତୁ ଏହି ଉପାୟ

ବର୍ତ୍ତମାନ ଦିନକୁ ଦିନ ହୃଦ୍‌ଘାତ ଜନିତ ରୋଗ ବଢିବାରେ ଲାଗିଛି । ଏମିତିକି ଏହା କେବଳ ବୟସ୍କ ନୁହେଁ ଯୁବ ଗୋଷ୍ଠିର ବ୍ୟକ୍ତିଙ୍କୁ ଅଧିକ ଆକ୍ରାନ୍ତ କରୁଛି । ହୃଦଘାତ ଜନିତ ରୋଗ ଏବେ ସବୁଠାରୁ ବଡ ସମସ୍ୟା ସାଜିଛି ସବୁ ବର୍ଗର ଲୋକଙ୍କ ପାଇଁ । ତେବେ ଏହି ହାର୍ଟ ଜନିତ ରୋଗରୁ ମୁକ୍ତି ପାଇବା

ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ,ପୁଣି ବାଛୁରୀକୁ ମାରିଲା ବାଘ

ପୁଣି ବାଛୁରୀକୁ ମାରିଲା ବାଘ। ନୂଆପଡ଼ା ଜିଲ୍ଲାରେ ଥମୁନି ବାଘ ଆତଙ୍କ। ଧରମବନ୍ଧା ଥାନା କୋଦାପାଲି ଗାଁର ଗୌର ସାହୁଙ୍କ ବାଛୁରୀକୁ ବାଘ ମାରି ଖାଇଛି। ଟାନଓ୍ଵାଟ-କେରମେଲୀ ମୁଖ୍ୟ ରାସ୍ତାରେ ବାଘ ବୁଲୁଥିବା ଦେଖିଥିଲେ ଲୋକ । ଗତ କିଛି ଦିନ ହେବ ସୁନାବେଡା ଅଭୟାରଣ୍ୟ ଅଞ୍ଚଳରେ ଭୟ ବଢୁଛି ।

ହଜାର ବର୍ଷ ପୁରୁଣା ଭାରତର ଏହି ଐତିହାସିକ ମନ୍ଦିିରର କାହାଣୀ ଶୁଣିଲେ ହୋଇଯିବେ ଆଶ୍ଚର୍ଯ୍ୟ

ହଜାର ବର୍ଷ ପୁରୁଣା ଭାରତର ଏହି ପୁରୁଣା ମନ୍ଦିର। ଯାହାର ରହସ୍ୟ ଆଜି ଯାଏ ଜଣାପଡ଼ା ନାହିଁ। ଭାରତର ମନ୍ଦିର ଓ ତୀର୍ଥ ସ୍ଥଳ ର ଦେଶ କୁହାଯାଏ। ଏଠାରେ ପାଖାପାଖି ପ୍ରତ୍ୟେକ ସ୍ଥାନରେ କିଛି ନା କିଛି ମନ୍ଦିର ରହିଛି। ଏହାର କାରଣ ଏହା ଯେ ଭାରତର ଲୋକେ ଈଶ୍ୱର ବିଶ୍ୱାସୀ। ଏହାସହ ପ୍ରତ୍ୟେକ

ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା

ସୁନ୍ଦରଗଡ଼ରେ ଗୁଣିଆ ସନ୍ଦେହରେ ବୃଦ୍ଧଙ୍କୁ ବୀଭତ୍ସ ହତ୍ୟା । ଟାଙ୍ଗିଆରେ ହାଣି ହତ୍ୟା ଅଭିଯୋଗ । କିଂଜିରକେଲା ଥାନା ଅନ୍ତର୍ଗତ କୁଲବା ଅଡ଼ାପଡାରେ ଏହି ନିର୍ମମ ହତ୍ୟାକାଣ୍ଡ ଘଟିଛି । ମୃତକ ହେଲେ ହଳଧର ଭୋଇ । ଏହି ଘଟଣାରେ କିଞ୍ଜିରିକେଲା ଥାନା ପୋଲିସ ମୃତଦେହ ଜବତ କରିବା ସହ ତଦନ୍ତ

ଡିସେମ୍ବର ସୁଦ୍ଧା ଗଞ୍ଜାମର ସବୁ ହାଇସ୍କୁଲର ରୂପାନ୍ତର ହେବ-ମୁଖ୍ୟମନ୍ତ୍ରୀ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲା ଗସ୍ତ କରି ଛତ୍ରପୁର, ହିଞ୍ଜିଳି, ଓ କବି ସୂର୍ୟ ନଗର ଆଦି ସ୍ଥାନରେ ୨୦୦୦ କୋଟି ଟଙ୍କାର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି। ଛତ୍ରପୁର ରେ ୧୦୦୦ କୋଟି, ହିଂଜିଲିରେ ୫୯୦ କୋଟି ଓ କବି ଶୂର୍ୟ ନଗରରେ ୩୧୬ କୋଟିରୁ ଅଧିକ ଟଙ୍କାର