Odia News Portal
Yearly Archives

2023

ବିଜେପି ନୂଆ ସଭାପତି ମନମୋହନ ସାମଲଙ୍କୁ ବିପୁଳ ସ୍ବାଗତ ସମ୍ବର୍ଦ୍ଧନା

ରାଜ୍ୟ ବିଜେପି କାର୍ଯ୍ୟାଳୟରେ ନୂଆ ସଭାପତି ମନମହୋନ ସାମଲଙ୍କୁ ରବିବାର ଅପରାହ୍ଣରେ ବିପୁଳ ସମ୍ବର୍ଦ୍ଧନା ଦିଆଯାଇଛି। ବିଜେପି ପକ୍ଷରୁ ଆୟୋଜିତ ଭବ୍ୟ ସମା‌େରୋହରେ ଦଳୀୟ କର୍ମୀମାନେ ନୂତନ ସଭାପତି ମନମୋହନ ସାମଲଙ୍କୁ ପୁଷ୍ପଗୁଚ୍ଛ ଦେଇ ସ୍ବାଗତ ଜଣାଇଛନ୍ତି। ଶ୍ରୀ ସାମଲଙ୍କୁ ସ୍ୱାଗତ ପାଇଁ

ଗୁରୁଜଙ୍ଗରେ ହେବ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର

ଖୋର୍ଦ୍ଧା ପୌର ପରିଷଦ ଅଧୀନ ଗୁରୁଜଙ୍ଗଠାରେ ଏକ କୃତ୍ରିମ ଅଙ୍ଗ ନିର୍ମାଣ କେନ୍ଦ୍ର ପ୍ରତିଷ୍ଠା ହେବ। ଏନେଇ ରାଜ୍ୟ ସାମାଜିକ ସୁରକ୍ଷା ଓ ଭିନ୍ନକ୍ଷମ ସଶକ୍ତୀକରଣ ବିଭାଗ ପ୍ରାଥମିକ ଚରଣରେ ପ୍ରାୟ ୧୬ଲକ୍ଷ ଟଙ୍କାର ବଜେଟ୍ ଅନୁଦାନ ଦେଇଛି। ବିଦ୍ୟାଳୟ ମିଶ୍ରଣ ପ୍ରକ୍ରିୟାରେ ବନ୍ଦ ହୋଇଯାଇଥିବା

ସହରରେ ବୁଲିଲେ ୧୨ ହାତୀ

ଶନିବାର ବିଳମ୍ବିତ ରାତିରେ ଝାରସୁଗୁଡ଼ା ସହରରେ ବୁଲିଲେ ୧୨ଟି ହାତୀ । ଖାଦ୍ୟ ଅନ୍ୱେଷଣଣେ ଏହି ହାତୀ ପଲ ସହର ଭିତରକୁ ପଶି ଆସିଥିବା ସନ୍ଦେହ କରାଯାଉଛି। ଏତେ ସଂଖ୍ୟକ ହାତୀଙ୍କୁ ଦେଖି ସହରବାସୀଙ୍କ ନିଦ ହଜି ଯାଇଥିଲା। ସେମାନେ ଭୟଭୀତ ହୋଇଯାଇଥିଲେ।ସହର ଭିତରେ ହାତୀ ବିଚରଣ କରୁଥିବା ଖବର ପାଇ

ଟ୍ବିଟର ବାୟୋ ବଦଳାଇଲେ ରାହୁଲ ଗାନ୍ଧୀ, ଲେଖିଲେ ‘ଅଯୋଗ୍ୟ ସାଂସଦ’

ଆପରାଧିକ ମାନହାନି ମାମଲାରେ ଦୋଷୀ ସାବ୍ୟସ୍ତ ହୋଇ ସାଂସଦ ପଦ ରଦ୍ଦ ହେବା ପରେ କଂଗ୍ରେସ ନେତା ରାହୁଲ ଗାନ୍ଧୀ ଟ୍ବିଟରରେ ନିଜ ବାୟୋ ବଦଳାଇଛନ୍ତି । ସେ ଏବେ ନିଜ ବାୟୋରେ ନିଜକୁ ‘ଡିସକ୍ବାଲିଫାଏଡ୍ ଏମପି’ ବା ଜଣେ ଅଯୋଗ୍ୟ ସାଂସଦ ବୋଲି ଉଲ୍ଲେଖ କରିଛନ୍ତି। ଅନ୍ୟପକ୍ଷରେ ରାହୁଲ ଗାନ୍ଧୀଙ୍କ

ନନ୍ଦନକାନନରେ ରୋପ୍‌‌ୱେ ଏପ୍ରିଲରୁ ହେବ କାର୍ୟ୍ୟକ୍ଷମ

ଆଗାମୀ ଏପ୍ରିଲ ମାସରେ ରୋପ୍‌‌ୱେ ଚାଲିବ। ଏଥି ନିମନ୍ତେ ରୋପ୍‌‌ୱେ କର୍ମଚାରୀମାନେ ପର୍ୟ୍ୟଟକମାନଙ୍କୁ ସୁରକ୍ଷା ସମେତ କୌଣସି ଦୁର୍ଘଟଣା ଏଡ଼ାଇବା ନେଇ ନନ୍ଦନକାନନ ପକ୍ଷରୁ ମକ୍‌‌ଡ୍ରିଲ କରାଯାଇଛି। ଦୁର୍ଘଟଣା ଘଟିଲେ କିପରି ରୋପ୍‌‌ୱେରେ ଯାତାୟାତ କରୁଥିବା ପର୍ୟ୍ୟଟକମାନଙ୍କୁ ଉଦ୍ଧାର

ବଢ଼ୁଛି କରୋନା ସଂକ୍ରମଣ, ଦିନକରେ ୧,୮୯୦ ନୂଆ ମାମଲା

ଦେଶରେ କରୋନା ସଂକ୍ରମଣ ଦିନକୁ ଦିନ ବଢ଼ିବାରେ ଲାଗିଛି ‌। କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରଣାଳୟ ତରଫରୁ ରବିବାର ଜାରି ତଥ୍ୟ ଅନୁଯାୟୀ, ଗତ ୨୪ ଘଣ୍ଟା ମଧ୍ୟରେ ଭାରତରେ ୧,୮୯୦ ନୂଆ ମାମଲା ରିପୋର୍ଟ ହୋଇଛି ଯାହାକି ପୂର୍ବ ଦିନ ଅପେକ୍ଷା ଅଧିକ । ଗତକାଲି ୧,୫୯୦ ମାମଲା ଆସିଥିଲା । ଭାରତର ମୋଟ

ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ମିଳିଲା ଅଭିନେତ୍ରୀଙ୍କ ମୃତଦେହ

ବାରାଣସିର ଏକ ହୋଟେଲ ରୁମରୁ ଭୋଜପୁରୀ ଅଭିନେତ୍ରୀ ତଥା ମଡେଲ ଆକାଂକ୍ଷା ଦୁବେଙ୍କ ମୃତଦେହ ମିଳିଛି । ବାରାଣସିର ସାରନାଥ ସ୍ଥିତ ସୌମେନ୍ଦ୍ର ହୋଟେଲ ରୁମରୁ ଝୁଲନ୍ତା ଅବସ୍ଥାରେ ଉଦ୍ଧାର କରାଯାଇଛି ଆକାଂକ୍ଷାଙ୍କ ମୃତଦେହ । ସୂଚନା ପାଇ ପୋଲିସ ଘଟଣାସ୍ଥଳରେ ପହଞ୍ଚି ମୃତଦେହକୁ ଜବତ

କୋଚିରେ କୋଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ

ସେନା ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ । କେରଳ କୋଚିରେ ଭାରତୀୟ କୋର୍ଷ୍ଟଗାର୍ଡ ହେଲିକପ୍ଟର ଦୁର୍ଘଟଣାଗ୍ରସ୍ତ ହୋଇଛି । ପାଇଲଟ ଯାଞ୍ଚ କରୁଥିବା ସମୟରେ ALH ଧ୍ରୁବ 25 ଫୁଟ ଉଚ୍ଚରୁ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏଥିରେ 3ଜଣ ଥିଲେ । ଜଣେ ଗୁରୁତର ଆହତ ହୋଇଥିବା ଜଣାପଡିଛି । ଉଦ୍ଧାରକାର୍ଯ୍ୟ ଜାରି

ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ,କବିସୂର୍ଯ୍ୟନଗର ସମାବେଶରେ ମୁଖ୍ୟମନ୍ତ୍ରୀଙ୍କ ଆହ୍ୱାନ

ଗଞ୍ଜାମକୁ ଦେଶର ଏକ ନମ୍ବର ଜିଲ୍ଲା କରିବାକୁ ହେବ ଉଦ୍ୟମ । ଗଂଜାମ ଗସ୍ତରେ ଥିବା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କବିସୂର୍ଯ୍ୟନଗର ସମାବେଶରେ ଏପରି ଆହ୍ୱାନ ଦେଇଛନ୍ତି । ଏହାସହ ସ୍ୱୟଂ ସହାୟକ ଗୋଷ୍ଠୀ ମହିଳାଙ୍କୁ ବିନା ସୁଧରେ ୨୮୦କୋଟିର ରୁଣ ପ୍ରଦାନ କରିଛନ୍ତି । ସେହିପରି ଗ୍ରାମକଣ୍ଠ

କବିସୂର୍ଯ୍ୟନଗରରେ ପହଞ୍ଚିଲେ ମୁଖ୍ୟମନ୍ତ୍ରୀ ନବୀନ, ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ ଏବଂ ଶିଳାନ୍ୟାସ କରିବେ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଆଜି ଗଞ୍ଜାମ ଜିଲ୍ଲାକୁ ଦିନିକିଆ ଗସ୍ତରେ ଆସି କବିସୂର୍ଯ୍ୟ ନଗରରେ ପହଞ୍ଚିଛନ୍ତି। କବିସୂର୍ଯ୍ୟନଗରରେ ଆୟୋଜିତ ହୋଇଥିବା କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ନବୀନ ପଟ୍ଟନାୟକ।  କବିସୂର୍ଯ୍ୟନଗର ପରେ ହିଞ୍ଜିଳି ଏବଂ ଶେଷ କାର୍ଯ୍ୟକ୍ରମ ଛତ୍ରପୁର ରହିଛି।