ବିଧାନସଭାର ଶୂନ୍ୟକାଳରେ ଶାସକ-ବିରୋଧୀ ମୁହାଁମୁହିଁ ,ଦିନ ୧୨ଟା ପର୍ଯ୍ୟନ୍ତ ଗୃହ ମୁଲତବି କଲେ ବାଚସ୍ପତି
ବିଧାନସଭାର ଶୂନ୍ୟକାଳରେ ଶାସକ ଓ ବିରୋଧୀ ମୁହାଁମୁହିଁ । ବିରୋଧୀ ଦଳ ନେତା ୫-ଟି କେମିତି ସିଏମଓ ହେଲେ ବୋଲି ପ୍ରଶ୍ନ କଲେ । ସେ ମୁଖ୍ୟମନ୍ତ୍ରୀଙ୍କ ସେକ୍ରେଟାରୀ ହୋଇ ପାରନ୍ତି କିନ୍ତୁ ସିଏମଓ କେମିତି ହେବେ । ଏହାବାଦ୍ ଜଣେ ବିଧାୟକ ନିଜକୁ ତାଙ୍କର କ୍ରୀତଦାସ ବୋଲି କହିଲେ । ଏଭଳି କହି!-->…
