Odia News Portal
Yearly Archives

2023

ନବୀନଙ୍କୁ ଭେଟିବେ ମମତା

ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଚଳିତ ମାସରେ ଓଡ଼ିଶା ଗସ୍ତରେ ଆସୁଛନ୍ତି। ଏନେଇ କିଛି ଜାତୀୟ ଗଣମାଧ୍ୟମରେ ଖବର ପ୍ରକାଶ ପାଇଛି। ସୂଚନା ଅନୁଯାୟୀ, ମମତା ମାର୍ଚ୍ଚ ୨୧ ତାରିଖ ସନ୍ଧ୍ୟାରେ ଭୁବନେଶ୍ୱରରେ ପହଞ୍ଚିବେ। ସେହି ଦିନ ରାତିରେ ସେ ଭୁବନେଶ୍ୱରରେ ରହିବେ। ତା’ପର ଦିନ ସେ

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ

ଡ୍ରାଇଭର ଆନ୍ଦୋଳନ ସ୍ଥଗିତ। ଏନେଇ ଆଜି ଅପରାହ୍ନରେ ସୂଚନା ଦେଇଛନ୍ତି ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେନ୍ଦୁଲି। ସେ କହିଛନ୍ତି, ଗତକାଲି ମୁଖ୍ୟ ଶାସନ ସଚିବ ୩ ମାସ ସମୟ ନେଇ ଲିଖିତ ପ୍ରତିଶ୍ରୁତି ଦେଇଥିଲେ। ଆଜି ସମାନ କଥା ସେ ଗଣମାଧ୍ୟମ ଆଗରେ ଦୋହରାଇଛନ୍ତି। ଆନ୍ଦୋଳନ

 ଭିଡିଓ ଜରିଆରେ ରାଜ୍ୟବାସୀଙ୍କୁ କ୍ଷମା ମାଗିଲେ ଡ୍ରାଇଭର ସଂଘ ସଭାପତି

ଓଡିଶାବାସୀଙ୍କୁ କ୍ଷମା ମାଗିଛନ୍ତି ଓଡିଶା ଡ୍ରାଇଭର ମହାସଂଘ ସଭାପତି ପ୍ରଶାନ୍ତ ମେଣ୍ଡୁଲି । ସଂଘର ପ୍ରତିବାଦ କାରଣରୁ ଯାତ୍ରୀମାନେ ହନ୍ତସନ୍ତ ହୋଇଥିଲେ ବିଭିନ୍ନ ସ୍ଥାନରେ ଗାଡିମୋଟର ଅଟକି ରହିଥିଲା । ସେହିଭଳି ରାଜ୍ୟରେ ପେଟ୍ରୋଲ ପମ୍ପରେ ମଧ୍ୟ ଲୋକଙ୍କ ଭିଡ ଜମିଥିଲା । ତେଣୁ ରାଜ୍ୟବାସୀ

ସମସ୍ତଙ୍କ ଆଗରେ ବିଷ ପିଇଦେଲେ ମହିଳା

ଧୌର୍ଯ୍ୟ ସମ୍ଭାଳି ପାରିଲେ ନାହିଁ। ଶେଷରେ ଚରମ ନିଷ୍ପତ୍ତି ନେଲେ ମହିଳା। ସମସ୍ତଙ୍କ ଆଗରେ ବିଷ ପିଇଦେଲେ। ଆଜି ଏପରି ଚିତ୍ର ବୌଦ୍ଧ ଜିଲ୍ଲା ବାଉଁଶୁଣି ଅଞ୍ଚଳରୁ ଆସିଛି। ମହିଳାଙ୍କୁ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଭର୍ତ୍ତି କରାଯାଇଛି। ବୌଦ୍ଧ ଜିଲ୍ଲାପାଳଙ୍କ ନିର୍ଦ୍ଦେଶରେ ଆଜି

ଡ୍ରାଇଭରଙ୍କୁ ଉଠାଇ ନେଲା ପୋଲିସ, ସ୍ବାଭାବିକ ହେଲା ଗାଡ଼ି ଚଳାଚଳ

ସାମାଜିକ ସୁରକ୍ଷା, ସମ୍ମାନ ଏବଂ ଅଧିକାର ଦାବି ନେଇ ଓଡ଼ିଶା ଡ୍ରାଇଭର ମହାସଂଘ ଗତ ୧୫ତାରିଖରୁ ଅଖଚକ ବନ୍ଦ ଆନ୍ଦୋଳନକୁ ଓହ୍ଲାଇଥିଲା। ରାଜ୍ୟବ୍ୟାପି ଚାଲିଥିବା ଏହି ଆନ୍ଦୋଳନ ଯୋଗୁ ଜୀବନଯାତ୍ରା ବ୍ୟାହତ ହୋଇ ପଡ଼ଥିଲା। ଗୁରୁବାର ଡ୍ରାଇଭର ମହାସଂଘର ପ୍ରତିନିଧି ବୃନ୍ଦଙ୍କ ସହିତ ମୁଖ୍ୟ ଶାସନ

ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ

ଡ୍ରାଇଭର ସଂଘ ଆନ୍ଦୋଳନ ନେଇ ପ୍ରତିକ୍ରିୟା ରଖିଛନ୍ତି ପରିବହନ ମନ୍ତ୍ରୀ ଟୁକୁନି ସାହୁ । ଗତକାଲି ଡ୍ରାଇଭର ସଂଘ ସହ ମୁଖ୍ୟ ଶାସନ ସଚିବ ଓ ବିଭିନ୍ନ ଅଧିକାରୀ ସହ ସକରାତ୍ମକ ଆଲୋଚନା କରିଛନ୍ତି । ୩ମାସର ସମୟ ମଗାଯାଇଛି ଏହା ଭିତରେ ଉଚ୍ଚସ୍ତରୀୟ କମିଟି ଗଠନ ହେବ । ମୁଖ୍ୟମନ୍ତ୍ରୀ ନବୀନ

ଶୀତଳ ଭଣ୍ଡାର ଛାତ ଭୁଶୁଡ଼ି ୬ ମୃତ

ଉତ୍ତରପ୍ରଦେଶର ସମ୍ଭଲ ଜିଲ୍ଲାର ଚନ୍ଦୌସିରେ ଏକ ଘରୋଇ ଶୀତଳ ଭଣ୍ଡାରର ଛାତ ଭୁଶୁଡ଼ି ପଡ଼ିବାରୁ ୬ ଜଣଙ୍କର ମୃତ୍ୟୁ ହୋଇଛି। ଜିଲ୍ଲା ମାଜିଷ୍ଟ୍ରେଟ ମନୀଷ ବଂଶଲ ଶୁକ୍ରବାର ଏହି ସୂଚନା ଦେଇଛନ୍ତି। ସେ କହିଛନ୍ତି, “ଚନ୍ଦୌସି ଥାନା ଅନ୍ତର୍ଗତ ମଇ ଗାଁର ଇସଲାମ ନାଗର ରାସ୍ତାରେ ଥିବା ଏକ ଘରୋଇ

ରାଜ୍ୟରେ ପେଟ୍ରୋଲ ବିତରଣ ସ୍ବାଭାବିକ ହେବାକୁ ୨ରୁ ୩ ଦିନ ଲାଗିବ

ରାଜଧାନୀରେ ଗୋଟିଏ ଦିନରେ ରେକର୍ଡ ପରିମାଣର ପେଟ୍ରୋଲ ବିକ୍ରି ହୋଇଥିବା ଜଣାଯାଇଛି। ସାଧାରଣ ଦିନ ଅପେକ୍ଷା ଭୁବନେଶ୍ବରରେ ଅଢେଇ ଗୁଣା ଅଧିକ ବିକ୍ରି ହେଇଛି ପେଟ୍ରୋଲ। ଏନେଇ ଉତ୍କଳ ପେଟ୍ରୋଲିୟମ୍ ଡିଲର୍ସ ଆସୋସିଏସନର ସାଧାରଣ ସଂପାଦକ ସଞ୍ଜୟ ଲାଠ ସୂଚନା ଦେଇଛନ୍ତି। ସେ କହିଛନ୍ତି,

ରାଜ୍ୟରେ ଜାରି ରହିବ ଡ୍ରାଇଭରଙ୍କ ଆନ୍ଦୋଳନ

ମୁଖ୍ୟ ଶାସନ ସଚିବଙ୍କ ଲିଖିତ ପ୍ରତିଶ୍ରୁତି ପରେ ମଧ୍ୟ ଡ୍ରାଇଭର ଏକତା ମହାସଂଘ ଆନ୍ଦୋଳନରୁ ଓହରିବାକୁ ପ୍ରସ୍ତୁତ ନୁହନ୍ତି। ଡ୍ରାଇଭରଙ୍କ ଆନ୍ଦୋଳନ ଜାରି ରହିବ ବୋଲି ଓଡ଼ିଶା ଡ୍ରାଇଭର ମହାସଂଘର ସଭାପତି ପ୍ରଶାନ୍ତ ମେଣ୍ଡୁଲି ସୂଚନା ଦେଇଛନ୍ତି। ସେ ଏକ ଭିଡିଓ ବାର୍ତ୍ତାରେ କହିଛନ୍ତି, ମୁଖ୍ୟ

ସ୍ୱାଭାବିକ ହେଲା ବସ୍‌ ଚଳାଚଳ,ଯାତ୍ରୀ ଆଶ୍ୱସ୍ତ

ବସ୍ ଚଳାଚଳ ସ୍ୱାଭାବିକ ହୋଇଛି। ଘରୋଇ ବସ୍‌ ମାଲିକ ସଂଘ ଆନ୍ଦୋଳନରୁ ଓହରିବା ପରେ ବିଭିନ୍ନ ସ୍ଥାନକୁ ବସ୍ ଚଳାଚଳ କରିଛି। ରାଜ୍ୟରେ ବସ୍‌ ଚଳାଜଳ ସ୍ୱାଭାବିକ ହୋଇଥିବା ରାଜ୍ୟ ଘରୋଇ ବସ୍‌ ମାଲିକ ସଂଘର ସାଧାରଣ ସମ୍ପାଦକ ଦେବେନ୍ଦ୍ର ସାହୁ ଆଜି ଏହି ସୂଚନା ଦେଇଛନ୍ତି।