ଶ୍ରୀମନ୍ଦିର ରତ୍ନ ଭଣ୍ଡାରର ହେବ ଲେଜର ସ୍କାନିଂ
କାର୍ତ୍ତିକ ପୂର୍ଣ୍ଣିମା ପରଦିନ ନଭେମ୍ବର ୨୮ ତାରିଖରେ ଶ୍ରୀମନ୍ଦିର ରତ୍ନଭଣ୍ଡାରର ଲେଜର ସ୍କାନିଂ କରାଯିବ । ପର୍ଯ୍ୟାୟ କ୍ରମେ ସ୍କାନିଂ କରିବାକୁ ନିଷ୍ପତ୍ତି ହୋଇଛି । ସ୍କାନିଂ ପରେ ବାହାର ରତ୍ନଭଣ୍ଡାରର ସ୍ଥିତି ଜଣାପଡ଼ିବ । ଫାଟ ଓ କେତେ ପରିମାଣରେ କ୍ଷତି ହୋଇଛି, ସେନେଇ ସ୍କାନିଂ!-->…