ରାଜସ୍ଥାନରେ ପୁଣି ଇଡି ଆକ୍ସନ, ଏହି ମାମଲାରେ ୨୫ଟି ସ୍ଥାନରେ ଚଢ଼ାଉ
ଜଳ ଜୀବନ ମିଶନ ଦୁର୍ନୀତି ସହ ଜଡ଼ିତ ମନି ଲଣ୍ଡରିଂ ମାମଲାରେ ଇଡି (ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ) ରାଜସ୍ଥାନର ୨୫ଟି ସ୍ଥାନରେ ଚଢ଼ାଉ କରିଛି। ମିଳିଥିବା ସୂଚନା ଅନୁଯାୟୀ ଇଡି ଟିମ୍ କିଛି ମନ୍ତ୍ରୀ ଓ ଆଇଏଏସ୍ ଅଧିକାରୀଙ୍କ କାର୍ଯ୍ୟାଳୟ ସହ ଅନେକ ସ୍ଥାନରେ ରେଡ୍ ଜାରି ରଖିଛି। ଏହାଛଡ଼ା!-->…