Odia News Portal
Yearly Archives

2023

ପାଣିପାଗର ହଠାତ୍‌ ପରିବର୍ତ୍ତନ ପାଇଁ ବଢ଼ୁଛି ଭାଇରାଲ ସଂକ୍ରମଣ

ପାଣିପାଗରେ ହଠାତ୍‌ ପରିବର୍ତ୍ତନ ପାଇଁ ଭାଇରାଲ ସଂକ୍ରମଣ ବଢ଼ୁଛି। ହସ୍ପିଟାଲରେ ରୋଗୀଙ୍କ ସଂଖ୍ୟା ୯୦ ପ୍ରତିଶତ ବୃଦ୍ଧି ହୋଇଛି। ଡାକ୍ତରଙ୍କ ଅନୁଯାୟୀ ଅଧିକାଂଶ ଲୋକଙ୍କଠାରେ ଏବେ ଥଣ୍ଡା, କାଶ, ଗଳା ଦରଜ, ଜ୍ବର ଓ ମୁଣ୍ଡବିନ୍ଧାର ଲକ୍ଷଣ ଦେଖାଦେଇଛି। ଏଚ୍‌୩ଏନ୍‌୨ ଇନ୍‌ଫ୍ଲୁଏଞ୍ଜା ସହ

ହାଇକୋର୍ଟର ନିର୍ଦ୍ଦେଶ ପରେ ବି ଶିଶୁଭବନରେ ଲାଗୁନାହିଁ ସେଣ୍ଟ୍ରାଲ୍ ଏସି

୨୦୧୬ରେ ହସ୍‌ପିଟାଲ୍‌ରେ ସ୍ପ୍ଲିଟ୍‌ ଏସି ବଦଳରେ ସେଣ୍ଟ୍ରାଲ୍‌ ଏସି ବ୍ୟବହାର କରିବାକୁ ହାଇକୋର୍ଟ ନିର୍ଦ୍ଦେଶ ଦେଇଥିଲେ। ସେଣ୍ଟ୍ରାଲ୍‌ ଏସିରେ ସମସ୍ତ ମେସିନ୍‌ କୋଠା ବାହାରେ ଲାଗିଥାଏ। ସେଥିପାଇଁ ସେଣ୍ଟ୍ରାଲ୍‌ ଏସିରେ ସର୍ଟ ସର୍କିଟ୍‌ ହେବାର ସମ୍ଭାବନା ଖୁବ୍‌ କମ୍‌ ରହିଥାଏ। ଏଭଳି

‘ଜେଏନୟୁ’ରେ ଲାଗୁ ହେବ ନୂଆ ନିୟମ; ଧାରଣା ଦେଲେ ୨୦,୦୦୦ ଟଙ୍କା ଜୋରିମାନା ହିଂସାକାଣ୍ଡ କଲେ ଆଡ୍‌ମିସନ୍‌ ରଦ୍ଦ

ବିଶ୍ବବିଦ୍ୟାଳୟ ପରିସରରେ ଧାରଣା ଦେଲେ ଶିକ୍ଷାର୍ଥୀମାନେ ୨୦,୦୦୦ ଟଙ୍କା ଜୋରିମାନା ଏବଂ ହିଂସାକାଣ୍ଡ ଭିଆଇଲେ ଆଡ୍‌ମିସନ୍‌ ରଦ୍ଦ ଅଥବା ୩୦,୦୦୦ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ଦେବେ ବୋଲି ସଦ୍ୟତମ ନିୟମାବଳିରେ ‘ଜବାହର୍‌ଲାଲ୍‌ ନେହେରୁ ବିଶ୍ବବିଦ୍ୟାଳୟ’ ଉଲ୍ଲେଖ କରିଛି। ୧୦

ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର:ପ୍ରଧାନମନ୍ତ୍ରୀ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଜି-୨୦ ବୈଦେଶିକ ମନ୍ତ୍ରୀଙ୍କ ବୈଠକରେ ଭାରତରେ ପହଞ୍ଚିଥିବା ଜି-୨୦ ଦେଶର ବୈଦେଶିକ ମନ୍ତ୍ରୀଙ୍କୁ ସ୍ବାଗତ କରିଛନ୍ତି। ପ୍ରଧାନମନ୍ତ୍ରୀ କହିଛନ୍ତି, ଭାରତ ହେଉଛି ଗ୍ଲୋବାଲ ସାଉଥର ସ୍ବର। ଏହି ବୈଠକରେ ଏକତା, ଉଦ୍ଦେଶ୍ୟର ଏକତା ଏବଂ କାର୍ଯ୍ୟର ଏକତା ଉପରେ

ଅଭିନେତା ପିଣ୍ଟୁ ନନ୍ଦଙ୍କ ବିୟୋଗରେ ଶୋକ ପ୍ରକାଶ କଲେ ମୁଖ୍ୟମନ୍ତ୍ରୀ

ଓଡ଼ିଆ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଅଭିନେତା ପିଣ୍ଟୁ ନନ୍ଦଙ୍କ ଦେହାନ୍ତରେ ଶୋକ ପ୍ରକାଶ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ପିଣ୍ଟୁଙ୍କ ଦେହାନ୍ତ ବିଷୟରେ ଜାଣି ସେ ଦୁଃଖିତ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। ନିଜ ନିଖୁଣ ଅଭିନୟ ଦ୍ୱାରା ଚଳଚ୍ଚିତ୍ର ଏବଂ ଧାରାବାହିକରେ ପିଣ୍ଟୁ

ଜାତିସଂଘରେ ସମସ୍ତଙ୍କ ଧ୍ୟାନ ଆକର୍ଷଣ କଲେ ‘କୈଳାସ’ର ପ୍ରତିନିଧି ମା ବିଜୟପ୍ରିୟା

ମୁଣ୍ଡରେ ଜଟା, କପାଳରେ ଟିକା ଓ ଗଳାରେ ରୁଦ୍ରାକ୍ଷମାଳା ଲମ୍ବାଇ ଜିନିଭାସ୍ଥିତ ଜାତିସଂଘ କାର୍ଯ୍ୟାଳୟରେ ଇଂରାଜୀ ଭାଷାରେ ଅନର୍ଗଳ ଭାଷଣ ଦେଇ ସମସ୍ତଙ୍କ ଧ୍ୟାନ ଆକର୍ଷଣ କରିଥିବା ଥିବା ଗୈରିକ ବସ୍ତ୍ର ପରିହିତା ନାରୀଜଣକ କିଏ ବୋଲି ଜାଣିବାକୁ ସଭିଏଁ ଆଗ୍ରହୀ । ସଂଗୃହୀତ ସୂଚନା ଅନୁସାରେ,

ତ୍ରିପୁରା, ନାଗାଲାଣ୍ଡ, ମେଘାଳୟରେ ଆରମ୍ଭ ହେଲା ବିଧାନସଭା ନିର୍ବାଚନ ଭୋଟ ଗଣନା

୩ଟି ଉତ୍ତରପୂର୍ବାଞ୍ଚଳ ରାଜ୍ୟ- ତ୍ରିପୁରା, ମେଘାଳୟ ଓ ନାଗାଲାଣ୍ଡ୍‌ରେ ବିଧାନସଭା ନିର୍ବାଚନ ନିମନ୍ତେ ଗ୍ରହଣ କରାଯାଇଥିବା ଭୋଟ୍‌ଗୁଡ଼ିକର ଗଣନା ଆଜି ସକାଳ ୮ଟା ବେଳେ ଆରମ୍ଭ ହୋଇଛି। ୩ଟିଯାକ ରାଜ୍ୟର ଭୋଟ୍‌ ଗଣନା କେନ୍ଦ୍ରଗୁଡ଼ିକରେ କଡ଼ା ସୁରକ୍ଷା ବ୍ୟବସ୍ଥା କରାଯାଇଛି। ଏହାଛଡ଼ା,

ଇରାନୀ କପ୍‌ରେ ଜୟସ୍ବାଲଙ୍କ ଦ୍ୱିଶତକ

ଗ୍ବାଲିୟରର କ୍ୟାପଟେନ୍‌ ରୁପ୍‌ ସିଂ ଷ୍ଟାଡିୟମରେ ଖେଳା ଯାଇଥିବା ଇରାନୀ କପ୍‌ ମୁକାବିଲାରେ ଅବଶିଷ୍ଟ ଭାରତ ଏକ ବୃହତ ସ୍କୋର ଆଡକୁ ଅଗ୍ରସର ହେଉଛି। ୨୦୨୧-୨୨ ସିଜନର ରଣଜୀ ଟ୍ରଫି ଚାମ୍ପିୟନ ମଧ୍ୟପ୍ରଦେଶ ଓ ଅବଶିଷ୍ଟ ଭାରତ ମଧ୍ୟରେ ଅନୁଷ୍ଠିତ ମ୍ୟାଚରେ ପ୍ରଥମ ଦିନର ଖେଳ ଶେଷ ସୁଦ୍ଧା

ବୋଲା ଟିନୁବୁ ନାଇଜେରିଆର ଶାସକ

ନାଇଜେରିଆର ଶାସକ ଅଲ୍‌ ପ୍ରୋଗ୍ରେସିଭ୍‌ କଂଗ୍ରେସ (ଏପିିସି) ନେତା ବୋଲା ଟିନୁବୁ ଶନିବାର-ରବିବାର ଅନୁଷ୍ଠିତ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହୋଇଛନ୍ତି। ଆଫ୍ରିକାର ସବୁଠୁ ଜନବହୁଳ ରାଷ୍ଟ୍ର ନାଇଜେରିଆରେ ଜଣେ ରାଜନୈତିକ ‘ଗଡ୍‌ ଫାଦର୍‌’ ଭାବେ ପରିଚିତ ଏହି ୭୦ ବର୍ଷୀୟ ଭେଟେରାନ୍‌

୪ ଦିନ ରେ ୪ ଡିଗ୍ରୀ।

ଆସନ୍ତା ୪ରୁ ୫ ଦିନ ପର୍ଯ୍ୟନ୍ତ ଓଡ଼ିଶାର ପାଗ ମୁଖ୍ୟତଃ ଶୁଖିଲା ରହିବ। ଅଧିକାଂଶ ସହରର ସର୍ବୋଚ୍ଚ ତାପମାତ୍ରା ୩ରୁ ୪ ଡିଗ୍ରି ପର୍ଯ୍ୟନ୍ତ ବଢ଼ିବ। ଭୁବନେଶ୍ବର ସମେତ ପଶ୍ଚିମ ଓଡ଼ିଶାର କେତେକ ସହରର ସର୍ବାଧିକ ତାପମାତ୍ରା ୪୦ ଡିଗ୍ରି ଛୁଇଁବାର ସମ୍ଭାବନା ରହିଛି। ସର୍ବନିମ୍ନ ତାପମାତ୍ରାରେ