Odia News Portal
Yearly Archives

2023

ଜିଏସ୍ଏମ୍ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍ ପୁରସ୍କାରରେ ସମ୍ମାନିତ ହେଲା ଭାରତ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦୂରଦର୍ଶୀ ନେତୃତ୍ୱକୁ ବିଶ୍ୱସ୍ତରରେ ସମ୍ମାନ ମିଳିଛି। ଜିଏସ୍‌ଏମ୍‌ ଆସୋସିଏସନ ପକ୍ଷରୁ ଭାରତକୁ ଜିଏସ୍‌ଏମ୍‌ଏ ଗଭର୍ଣ୍ଣମେଣ୍ଟ ଲିଡରସିପ୍‌ ପୁରସ୍କାର-୨୦୨୩ ପ୍ରଦାନ କରାଯାଇଛି। ଦୂରସଞ୍ଚାର ନୀତି ଓ ନିୟାମକ କ୍ଷେତ୍ରରେ ଶ୍ରେଷ୍ଠ ପଦ୍ଧତି କାର୍ଯ୍ୟକାରୀ

ଦୀର୍ଘ ୯୪୫ ଦିନ ପରେ ହଂକଂରୁ ଉଠିଲା ମାସ୍କ କଟକଣା

କୋଭିଡ୍‌-୧୯ ପାଇଁ ହଂକଂରେ ଆଜିଯାଏ ମାସ୍କ ପିନ୍ଧିବା ବାଧ୍ୟତାମୂଳକ ରହିଥିଲା। ୯୪୫ ଦିନ ପରେ ମାର୍ଚ୍ଚ ପହିଲା ବୁଧବାରଠାରୁ ଏହି ବାଧ୍ୟତାମୂଳକ ବ୍ୟବସ୍ଥାକୁ ଉଠାଇ ଦିଆଯାଇଛି। ହଂକଂର ଚିଫ୍ ଏକ୍‌ଜିକ୍ୟୁଟିଭ୍ ଜନ ଲି ମଙ୍ଗଳବାର ଏହା ଘୋଷଣା କରିଛନ୍ତି। ବ୍ୟବସାୟୀ ଓ ପରିଦର୍ଶକମାନଙ୍କ ଆଗମନକୁ

ବୋର୍ଡ ୱେବ୍‌ସାଇଟ୍‌ରେ ପ୍ରକାଶ ପାଇଲା ମାଟ୍ରିକ ପରୀକ୍ଷା ପାଇଁ ସମ୍ପୂର୍ଣ୍ଣ ତଥ୍ୟ ଓ ଆଡମିଟ କାର୍ଡ

ମାଧ୍ୟମିକ ଶିକ୍ଷା ପରିଷଦ(ବୋର୍ଡ) ପକ୍ଷରୁ ମାର୍ଚ ୧୦ ତାରିଖରୁ ଆରମ୍ଭ ହେଉଥିବା ମାଟ୍ରିକ୍ ପରୀକ୍ଷା ସଂକ୍ରାନ୍ତୀୟ ସମସ୍ତ ସୂଚନା ବୋର୍ଡ ୱେବ୍‌ସାଇଟ୍‌ www.bseodisha.ac.in ରେ ଅପ୍‌ଲୋଡ୍‌ କରାଯାଇଛି। ହାଇସ୍କୁଲର ପ୍ରଧାନଶିକ୍ଷକମାନେ ଏହି ସୂଚନାକୁ ଡାଉନଲୋଡ୍‌ କରିବାକୁ ବୋର୍ଡ ପକ୍ଷରୁ

ସିସୋଦିଆ ଓ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇଲେ ଦିଲ୍ଲୀ ଉପରାଜ୍ୟପାଳ

ଆଜି ଦିଲ୍ଲୀର ଉପରାଜ୍ୟପାଳ ବିନୟ କୁମାର ସାକ୍ସେନା ଦିଲ୍ଲୀର ଉପମୁଖ୍ୟମନ୍ତ୍ରୀ ମନୀଷ ସିସୋଦିଆ ଏବଂ ମନ୍ତ୍ରୀ ସତ୍ୟେନ୍ଦ୍ର ଜୈନ୍‌ଙ୍କ ଇସ୍ତଫାପତ୍ର ରାଷ୍ଟ୍ରପତିଙ୍କ ନିକଟକୁ ପଠାଇବା ସହିତ ସେ ସବୁକୁ ଗ୍ରହଣ କରାଯାଉ ବୋଲି ସୁପାରିସ କରିଥିବା କଥା ସରକାରୀ ଅଧିକାରୀମାନେ କହିଛନ୍ତି।

ସୋସିଆଲ ମିଡିଆରେ ଯୁକ୍ତ ଦୁଇ ନକଲି ପ୍ରଶ୍ନପତ୍ର ଭାଇରାଲ

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ପରିଚାଳିତ ଯୁକ୍ତ୨ ପରୀକ୍ଷା ଏପର୍ଯ୍ୟନ୍ତ ଆରମ୍ଭ ହୋଇ ନାହିଁ। କେବଳ ଯାହା ପ୍ରଶ୍ନପତ୍ରଗୁଡ଼ିକୁ ପରୀକ୍ଷା ପରିଚାଳନା ହବ୍‌କୁ ପଠାଯାଇଛି। ମାତ୍ର ଏବେ ସାମାଜିକ ଗଣମାଧ୍ୟମରେ ଘୂରି ବୁଲୁଛି ଯୁକ୍ତ୨ ବିଭିନ୍ନ ବିଷୟର ପ୍ରଶ୍ନପତ୍ର। ଓଡ଼ିଆ ସମେତ ଆଉ

ହିନ୍ଦୋଳ ଓ ଅତାବିରା ଏନଏସିରେ ହେବ ନିର୍ବାଚନ ଏପ୍ରିଲ ୩ରେ ଭୋଟ୍

ଏପ୍ରିଲ ୩ରେ ହିନ୍ଦୋଳ ଓ ଅତାବିରା ଏନଏସି ନିର୍ବାଚନ । ରାଜ୍ୟର ଏହି ଦୁଇଟି ବିଜ୍ଞାପିତ ଅଞ୍ଚଳ ପରିଷଦରେ ଆସନ୍ତା ଏପ୍ରିଲ ୩ ତାରିଖରେ ଭୋଟ୍ ହେବ । ଏନେଇ ଆଜି ରାଜ୍ୟ ନିର୍ବାଚନ ଆୟୋଗ ପକ୍ଷରୁ ବିଜ୍ଞପ୍ତି ପ୍ରକାଶ ପାଇଛି । ତେବେ ଏପ୍ରିଲ ୫ ତାରିଖରେ ଏହି ଏନଏସି ନିର୍ବାଚନର ଭୋଟ୍ ଗଣତି ହେବା

‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ବଜେଟ୍ ପରବର୍ତ୍ତୀ ପଞ୍ଚମ ୱେବିନାରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ସମ୍ବୋଧନ

ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ପ୍ରଯୁକ୍ତି ବ୍ୟବହାର କରି ସହଜ ଜୀବନଧାରଣ’ ଉପରେ ବଜେଟ୍‌ ପରବର୍ତ୍ତୀ ୱେବିନାରକୁ ସମ୍ବୋଧିତ କରିଛନ୍ତି। ୨୦୨୩ କେନ୍ଦ୍ର ବଜେଟ୍‌ରେ ଘୋଷଣା କରାଯାଇଥିବା ଯୋଜନାଗୁଡ଼ିକର ପ୍ରଭାବୀ କାର୍ଯ୍ୟକାରିତା ପାଇଁ ମତାମତ ଓ ପରାମର୍ଶ ଲୋଡ଼ିବା ଉଦ୍ଦେଶ୍ୟରେ କେନ୍ଦ୍ର

କେମ୍ବ୍ରିଜ୍ ବିଶ୍ବବିଦ୍ୟାଳୟରେ ବକ୍ତୃତା ଲାଗି ନୂଆ ବେଶରେ ରାହୁଲ୍ ଗାନ୍ଧୀ

କେମ୍ବ୍ରିଜ୍‌ ବିଶ୍ବବିଦ୍ୟାଳୟରେ ବକ୍ତୃତା ଦେବା ଲାଗି ଆଜି କଂଗ୍ରେସ ନେତା ରାହୁଲ୍‌ ଗାନ୍ଧୀ ଇଂଲଣ୍ଡ୍‌ରେ ପହଞ୍ଚିଛନ୍ତି। ଏଥିପାଇଁ ରାହୁଲ୍‌ ତାଙ୍କର ବେଶଭୂଷା ପରିବର୍ତ୍ତନ କରିଛନ୍ତି। ‘ଭାରତ ଯୋଡ଼ୋ ଯାତ୍ରା’ ବେଳେ ରାହୁଲ୍‌ ବଢ଼ାଇ ଥିବା ଦାଢ଼ିକୁ ଅଳ୍ପ ରଖି କାଟି ଦିଆଯାଇଥିବା ବେଳେ

୧୧.୩୦ ପର୍ଯ୍ୟନ୍ତ ବିଧାନସଭା ଗୃହ ମୁଲତବି

ଆଜି ଆରମ୍ଭରୁ ବିଧାନସଭାରେ ପ୍ରଶ୍ନକାଳ ବେଳେ ବିରୋଧୀଙ୍କ ହଟ୍ଟଗୋଳ ଦେଖିବାକୁ ମିଳିଛି। ଗତକାଲି ବିଜେପି ଯୁବମୋର୍ଚ୍ଚା ପକ୍ଷରୁ ବିଧାନସଭା ଘେରାଉ ବେଳେ ହୋଇଥିବା ଗଣ୍ଡଗୋଳକୁ ନେଇ ତାତିଛନ୍ତି ବିଜେପି ବିଧାୟକ। ବିଜେପି ଯୁବ ମୋର୍ଚ୍ଚା କର୍ମୀମାନଙ୍କଉପରେ ପୁଲିସର ମାତ୍ରାଧିକ

ପ୍ରଧାନମନ୍ତ୍ରୀଙ୍କ ବିବିସି ଡକୁମେଣ୍ଟାରି ଓ ଜର୍ଜ ସୋରସଙ୍କ ବିରୋଧରେ ବର୍ଷିଲେ ଉପରାଷ୍ଟ୍ରପତି ଧନଖଡ଼

ଉପରାଷ୍ଟ୍ରପତି ଜଗଦୀପ ଧନଖଡ଼ ମଙ୍ଗଳବାର ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ତାଙ୍କ ହଙ୍ଗେରୀ-ଆମେରିକୀୟ ବ୍ୟବସାୟୀ ସମାଲୋଚକ ଜର୍ଜ ସୋରସଙ୍କ ବିରୋଧରେ ବର୍ଷିଛନ୍ତି। ଧନଖଡ଼ କହିଛନ୍ତି ଯେ ଭାରତରେ ଏକ ଦୃଢ଼ ଆଇନ ବ୍ୟବସ୍ଥା ଅଛି ଯେଉଁଠାରେ ପ୍ରଧାନମନ୍ତ୍ରୀଙ୍କ ସମେତ ଉଚ୍ଚ ଓ ଶକ୍ତିଶାଳୀ