୮୫ ପ୍ରତିଶତ ଅଞ୍ଚଳରେ ବର୍ଷାଭାବ, ବଢିପାରେ ଗ୍ରୀଷ୍ମ ଉତ୍ତାପ
ଦେଶର ୮୫ ପ୍ରତିଶତ ଅଞ୍ଚଳରେ ବର୍ଷର ପ୍ରଥମ ଦୁଇ ମାସରେ ସ୍ବାଭାବିକଠାରୁ ଖୁବ୍ କମ୍ ବର୍ଷା ହୋଇଛି। ସବୁଠି ବର୍ଷା ଅଭାବ ଦେଖିବାକୁ ମିଳିଛି। ଉତ୍ତର ଭାରତରେ ପଂଜାବ, ହରିୟାଣା, ଚଣ୍ଡିଗଡ଼, ଦିଲ୍ଲୀ, ଜମ୍ମୁ କାଶ୍ମୀର, ହିମାଚଳପ୍ରଦେଶ, ଉତ୍ତରାଖଣ୍ଡ ଏବଂ ପଶ୍ଚିମ ଉତ୍ତରପ୍ରଦେଶ ସମେତ ଦେଶର!-->…
