Odia News Portal
Yearly Archives

2023

ନାରୀ ଶିକ୍ଷାର ଅବସାନ ଘଟାଇବାକୁ ସ୍କୁଲ ବାଳିକାମାନଙ୍କୁ ଦିଆଯାଉଛି ବିଷ

ନାରୀ ଶିକ୍ଷାର ଅବସାନ ଘଟାଇବା ଲାଗି ପବିତ୍ର ନଗରୀ କ୍ବୋମ୍‌ରେ କିଛି ଲୋକ ସ୍କୁଲ୍‌ ବାଳିକାମାନଙ୍କୁ ବିଷ ଦେଉଥିବା କଥା ରବିବାର ଦିନ ଇରାନ୍‌ର ଉପ-ସ୍ବାସ୍ଥ୍ୟମନ୍ତ୍ରୀ କହିଥିବା କଥା ରାଷ୍ଟ୍ରାୟତ ଗଣମାଧ୍ୟମ ରିପୋର୍ଟ କରିଛି। ତେହ୍‌ରାନ୍‌ର ଦକ୍ଷିଣାଞ୍ଚଳ, ମୁଖ୍ୟତଃ କ୍ବୋମ୍‌ରେ

 ମାର୍ଚ୍ଚରେ ୪୦ ଡିଗ୍ରୀ ପାର ହେବ ତାପମାତ୍ରା

ଆଜିଠୁ ରାଜ୍ୟରେ ଆହୁରି ବଢ଼ିବ ତାତି। ମାର୍ଚ୍ଚ ପ୍ରଥମ ସପ୍ତାହରେ ରାଜ୍ୟର କିଛି ସ୍ଥାନରେ ୪୦ରୁ ୪୨ ଡିଗ୍ରୀ ଛୁଇଁପାରେ ତାପମାତ୍ରା। ଉପକୂଳ ଓ ପଶ୍ଚିମ ଓଡ଼ିଶାର ଅଧିକାଂଶ ସ୍ଥାନରେ ତାପମାତ୍ରା ୩ରୁ ୫ ଡିଗ୍ରୀ ପର୍ଯ୍ୟନ୍ତ ବୃଦ୍ଧି ପାଇବ। ଉତ୍ତର ଓ ଦକ୍ଷିଣ ଓଡ଼ିଶାର ଜିଲ୍ଲାଗୁଡ଼ିକରେ ଦିନର

ମଦ ଦୁର୍ନୀତିରେ ଜେଲ ଗଲେ ସିସୋଦିଆ, ସେ ଦୁର୍ନୀତି ପଛର ସମ୍ପୂର୍ଣ୍ଣ ତଥ୍ୟ କ’ଣ

ଦିଲ୍ଲୀ ଅବକାରୀ ଦୁର୍ନୀତି ମାମଲାରେ ଉପମୁଖ୍ୟମନ୍ତ୍ରୀ ମନିଷ ସିସୋଦିଆଙ୍କୁ ସିବିଆଇ ରବିବାର ଦିନ ଗିରଫ କରିଛି। ଏହି ପ୍ରସଙ୍ଗରେ ସିବିଆଇର ବ୍ୟାପକ ଖୋଳତାଡ଼ ଜାରି ରହିଥିବାବେଳେ ଅବକାରୀ ଦୁର୍ନୀତି ଚର୍ଚ୍ଚାରେ ରହିଛି। ଏକ ବିଶେଷଜ୍ଞ କମିଟିର ସୁପାରିସ ଆଧାରରେ ଆପ୍‌ ସରକାର ଅବକାରୀ ନୀତି

ଦୁଇ ଦିନିଆ ଗସ୍ତରେ ମୁମ୍ବାଇ ଯିବେ ମୁଖ୍ୟମନ୍ତ୍ରୀ

ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ । ଆଜିଠୁ ଦୁଇ ଦିନିଆ ମୁମ୍ବାଇ ଗସ୍ତରେ ଯିବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । କ୍ରୀଡ଼ାର ବିକାଶରେ ଓଡ଼ିଶାର ଅବଦାନ ପାଇଁ ସମ୍ମାନିତ ହେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଓଡ଼ିଶାରେ ଦୁଇ ଦୁଇ ଥର ହକି ବିଶ୍ୱକପ୍ ଆୟୋଜନ କରି ପ୍ରଶଂସା

ରାଜମାତା ରାସମଞ୍ଜରୀ ଦେବୀଙ୍କ ପରଲୋକ

ଭାରତ ବର୍ଷର ଶେଷ ସ୍ବାଧୀନ ରାଣୀ ରାସମଞ୍ଜରୀ ଦେବୀଙ୍କ ପରଲୋକ । ରବିବାର ସନ୍ଧ୍ୟାରେ ତିଗିରିଆସ୍ଥିତ ବାସଭବନରେ ସେ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି । ରାଜାଶାସନର ଶେଷ ରାଣୀ ତଥା ଆଠଗଡର ପୂର୍ବତନ ବିଧାୟିକା ରାଣୀ ରାସ ମଞ୍ଜରୀ ଦେବୀଙ୍କ ପରଲୋକ ଘଟିଛି । ମୃତ୍ୟୁ ବେଳକୁ ତାଙ୍କୁ ୯୬ ବର୍ଷ

ମଣିଷପଣିଆ ଦେଖାଇ ଚର୍ଚ୍ଚାରେ ମାଲକାନଗିରିର ମହିଳା କନେଷ୍ଟବଳ ବାସନ୍ତୀ

ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ ସ୍ତନ୍ୟପାନ

କଅଁଳା ଶିଶୁକୁ କାଖେଇ ପରୀକ୍ଷା ଶେଷ ହେବା ଯାଏଁ ନିଜ ପାଖରେ ରଖିଲେ କନେଷ୍ଟବଳ ବାସନ୍ତୀ ଚୌଧୁରୀ।

ଚର୍ଚ୍ଚାରେ ମହିଳା କନେଷ୍ଟବଳ ବାସନ୍ତୀ ଚୌଧୁରୀ। ମାଲକାନଗିରିର ଏହି ମହିଳା କନେଷ୍ଟବଳ ମାନବିକତାର ବଡ଼ ଉଦାହରଣ ସୃଷ୍ଟି କରିଛନ୍ତି। ପରୀକ୍ଷା ଦେଉଥିଲେ ମାଆ। ପରୀକ୍ଷା କେନ୍ଦ୍ରରେ ଛୁଆକୁ କାଖେଇ ତା’ର ଯତ୍ନ ନେଇଥିଲେ ମହିଳା କନଷ୍ଟେବଳ ବାସନ୍ତୀ ଚୌଧୁରୀ(୨୮)। ଏପରିକି ଶିଶୁକୁ ସ୍ତନ୍ୟପାନ

ନିକିତା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ଫେରାଇବେ

ସାମାଜିକ କାର୍ଯ୍ୟ ମାଧ୍ୟମରେ ପ୍ରସିଦ୍ଧି ଅର୍ଜନ କରିଥିବା ମଡେଲ ନିକିତା ଘାଗ ଭାରତ ସରକାର ଦେଇଥିବା ସିନେମାର ସର୍ବୋଚ୍ଚ ଜାତୀୟ ସମ୍ମାନ ଦାଦାସାହେବ ଫାଲକେ ପୁରସ୍କାର ଫେରାଇଦେବାକୁ ନିଷ୍ପତ୍ତି ନେଇଛନ୍ତି। ଗତବର୍ଷ ସେ ଏହି ପୁରସ୍କାର ଜିତିଥିଲେ। ସେ କହିଛନ୍ତ, ଦାଦାସାହେବ ଫାଲକେଙ୍କ

ବିଏସଏଫର ୨ ଯବାନଙ୍କୁ ଆକ୍ରମଣ କରି ଆହତ କଲେ ବାଂଲାଦେଶୀ ଗ୍ରାମବାସୀ

ଗୋରୁ ଚରାଇବା ଲାଗି ଲୁଚି ଲୁଚି ଭାରତରେ ପ୍ରବେଶ କରୁଥିବା ବାଂଲାଦେଶୀ କୃଷକମାନଙ୍କ ଆକ୍ରମଣରେ ‘ବର୍ଡର୍‌ ସିକ୍ୟୁରିଟି ଫୋର୍ସ’ର (ବିଏସ୍‌‌ଏଫ୍‌) ୨ଜଣ ଯବାନ ସାଙ୍ଘାତିକ ଆହତ ହୋଇଛନ୍ତି ବୋଲି ଜାରି କରିଥିବା ବିବୃତିରେ ‘ବିଏସ୍‌ଏଫ୍‌’ କହିଛି। ୩୫ତମ ବାଟାଲିୟନ୍‌ର ଦୁଇଜଣ ଯବାନ

ଚାଇନାର ଉତ୍ତର-ପଶ୍ଚିମ ପ୍ରଦେଶର ଶିଜିଆଙ୍ଗରେ ଭୂକମ୍ପ

ଅନୁଭୂତ ହୋଇଛି ଚାଇନା ଭୂକମ୍ପ ନେଟୱାର୍କ କେନ୍ଦ୍ର ଅନୁଯାୟୀ, ଆକସୁ ଅଞ୍ଚଳର ୱେନସୁ କାଉଣ୍ଟିରେ ସକାଳ ୭ ଟା ୫୮ ରେ ଏହା ଘଟିଛି। ଏହାର ତୀବ୍ରତା ରିକ୍ଟର ସ୍କେଲରେ ୫.୧ ରହିଛି। ଭୂକମ୍ପର କେନ୍ଦ୍ରସ୍ଥଳ ୪୧.୮୭ ୟ ଡିଗ୍ରୀ ଉତ୍ତର ଅକ୍ଷାଂଶ ଏବଂ ୭୯.୮୫ ଡିଗ୍ରୀ ପୂର୍ବ ଦ୍ରାଘିମାରେ ରହିଛି।