ଆରମ୍ଭ ହୋଇନି ଗ୍ରୀଷ୍ମ ଋତୁ ହେଲେ ବର୍ଦ୍ଧିତ ତାପମାତ୍ରା ବଢାଉଛି ଶକ୍ତି ସଙ୍କଟ ଆଶଙ୍କା
ଫେବ୍ରୁଆରି ମାସ ଶେଷ ହୋଇ ନଥିଲେ ବି ଭାରତର ଅନେକ ସ୍ଥାନରେ ତାପମାତ୍ରା ଅସ୍ବାଭାବିକ ଭାବେ ବୃଦ୍ଧି ପାଇବା ଦେଖାଯାଉଛି। ତାପମାତ୍ରା ବଢ଼ୁଥିବାରୁ ଆଗାମୀ ଦିନରେ ଦେଶରେ ବିଦ୍ୟୁତ୍ଶକ୍ତିର ଚାହିଦା ବୃଦ୍ଧି ପାଇବ। ଗ୍ରୀଷ୍ମଋତୁରେ ଏହା ଶକ୍ତିସଙ୍କଟର କାରଣ ହେବ। ଗତ ଜାନୁଆରିରେ ସର୍ବାଧିକ!-->…
