Odia News Portal
Yearly Archives

2023

ବିବିସି ଏକ ‘ଅପପ୍ରଚାର ମେସିନ’, ଯାହା ‘ଓପିନିୟନ ଜର୍ନାଲିଜିମ’ କରୁଛି

ଚୀନ୍‌ କମ୍ୟୁନିଷ୍ଟ ପାର୍ଟି ତଥା ସରକାରଙ୍କ ମୁଖପତ୍ର ଆଜି ଭାରତର ଆୟକର ଅଧିକାରୀମାନଙ୍କ ଦ୍ବାରା ବ୍ରିଟିସ ବ୍ରୋଡ୍‌କାଷ୍ଟିଂ କର୍ପୋରେସନ (ବିବିସି)ର ଦିଲ୍ଲୀ ଓ ମୁମ୍ବାଇ କାର୍ଯ୍ୟୋଳୟ ଉପରେ ଚଢ଼ଉର ସମର୍ଥନ କରାଯାଇଛି। ଏହାର ସମ୍ପାଦକୀୟରେ ବିବିସିକୁ ଏକ ‌‘ଅପପ୍ରଚାର ମେସିନ୍’ ବୋଲି

ଅଗ୍ନିବୀରମାନେ ‘ନଂପୁସକ ସେନା’, ସେମାନଙ୍କୁ କେହି ବିବାହ କରିବେ ନାହିଁ : ବିହାର ସମବାୟ ମନ୍ତ୍ରୀ

ଅଗ୍ନିବୀର ଯୋଜନା ‘ନଂପୁସକ ସେନା’ ତିଆରି କରିବ ବୋଲି ଗୁରୁବାର ଦିନ ବିହାର ସମବାୟ ମନ୍ତ୍ରୀ ତଥା ‘ରାଷ୍ଟ୍ରୀୟ ଜନତା ଦଳ’ ନେତା ସୁରେନ୍ଦ୍ର ଯାଦବ କହି ବିବାଦର ସୂତ୍ରପାତ କରିଛନ୍ତି। ଗଣମାଧ୍ୟମକୁ ସେ କହିଛନ୍ତି, ଏବେଠାରୁ ଠିକ୍‌ ୮.୫ ବର୍ଷ ପରେ ଦେଶ ‘ନଂପୁସକମାନଙ୍କ ସେନା’ରେ

ଆଜିଠୁ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ

ଆଜିଠାରୁ ଭୁବନେଶ୍ବରରେ ଆରମ୍ଭ ହେବ ୭୧ ତମ ଜାତୀୟ ସହର ଯୋଜାନାକାରୀଙ୍କ ସମ୍ମିଳନୀ ।  ତିନିଦିନିଆ ସମ୍ମିଳନୀକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଉଦଘାଟନ କରିବେ । ଏହା ସହ ଗୃହ ଓ ନଗର ଉନ୍ନୟନ ବିଭାଗ ମନ୍ତ୍ରୀ ଉଷାଦେବୀ, ମନ୍ତ୍ରୀ ଅଶୋକ ଚନ୍ଦ୍ର ପଣ୍ଡା, ମନ୍ତ୍ରୀ ରୋହିତ ପୂଜାରୀ ଓ ମେୟର

ପ୍ରତିଆକ୍ରମଣ ଶକ୍ତି ପ୍ରଦର୍ଶନ କରିବା ପାଇଁ ପରିକ୍ଷାମୂଳକ କ୍ଷେପଣାସ୍ତ୍ର ପ୍ରୟୋଗ କଲା ଉତ୍ତର କୋରିଆ

ଶତ୍ରୁ ଶକ୍ତିମାନଙ୍କ ବିରୋଧରେ ଆଣବିକ ପ୍ରତିଆକ୍ରମଣ ପ୍ରଦର୍ଶନ କରିବା ଲାଗି ଆୟୋଜିତ ସମରାଭ୍ୟାସ ସମୟରେ ଆଜି ୪ଟି ଦୂରଗାମୀ କ୍ରୁଜ୍‌ କ୍ଷେପଣାସ୍ତ୍ର ପରୀକ୍ଷାମୂଳକ ଭାବେ ଉତ୍‌କ୍ଷେପଣ କରିଥିବା କଥା ଉତ୍ତର କୋରିଆ କହିଛି ବୋଲି ‘ରଏଟର୍ସ’ ରିପୋର୍ଟ କରିଛି। ଉତ୍ତର କୋରିଆର ସରକାରୀ

ରାଜ୍ୟ ଏଲୋପାଥିକ ଡାକ୍ତରଙ୍କୁ ନିର୍ଦ୍ଦେଶ ଜାରି, ମେ ଶେଷ ସୁଦ୍ଧା କରିବେ ସାର୍ଟିଫିକେଟ ଅପଲୋଡ

ରାଜ୍ୟରେ ଥିବା ନକଲି ଡାକ୍ତରଙ୍କୁ ଚିହ୍ନଟ କରାଯିବ। ଯେଉଁ ଡାକ୍ତରମାନେ ନିଜକୁ ନିର୍ଦ୍ଦିଷ୍ଟ ବିଭାଗର ବିଶେଷଜ୍ଞ ବୋଲି ଦର୍ଶାଇ ରୋଗୀ ଚିକିତ୍ସା କରୁଛନ୍ତି ସେମାନଙ୍କର ଯୋଗ୍ୟତା ପ୍ରମାଣପତ୍ର ଯାଞ୍ଚ କରାଯିବ। ନିକଟରେ ହାଇକୋର୍ଟ ଏଭଳି ନିର୍ଦେଶ ଦେଇଥିଲେ। ହାଇକୋର୍ଟଙ୍କ ନିର୍ଦେଶ ଅନୁଯାୟୀ

ମହାନଦୀ ଗଣ୍ଡରେ ଖେଳୁଛନ୍ତି ୪ ପ୍ରଜାତିର ଘଡିଆଳ

ସାତକୋଶିଆ ହେଉଛି ଜୈବ ବିବିଧତାର ଅନନ୍ୟ ଉଦାହରଣ। ମହାନଦୀର ବିରାଟ ଗଣ୍ଡ ଦୁଇ ପାର୍ଶ୍ବରେ ଏଠି ପ୍ରକୃତି ନିଜର ବିବିଧତାକୁ ପରିପୁଷ୍ଟ କରିଛି। ସାତକୋଶିଆର ମହାନଦୀ ଗଣ୍ଡରେ ଗଲା ଚାରିବର୍ଷ ତଳୁ ଆରମ୍ଭ ହୋଇଥିବା ଘଡ଼ିଆଳ ପ୍ରକଳ୍ପ ଜରିଆରେ ଏ ବିବିଧତାକୁ ପରିପକ୍ବ କରିବାକୁ ଉଦ୍ୟମ କରାଯାଇଛି।

ଜେରା ହେବେ ସୋନାଲି

ଗତ ବର୍ଷ ଜାନୁଆରୀ ମାସ ୩୦ ତାରିଖରେ ମଡେଲ ସୌମ୍ୟ ରଞ୍ଜନ ପାଣିଗ୍ରାହୀ ଆତ୍ମହତ୍ୟା କରିଥିଲେ । ସୌମ୍ୟଙ୍କ ମୃତ୍ୟୁ ପଛରେ ତାଙ୍କର ପ୍ରେମିକା ସୋନାଲି ଦାୟୀ ବୋଲି ସୌମ୍ୟଙ୍କ ପରିବାର ଅଭିଯୋଗ କରିଥିଲେ । ଏହି ଖବର ରାଜଧାନୀ ଭୁବନେଶ୍ୱରରେ ଏକ ଚର୍ଚ୍ଚାର ବିଷୟ ପାଲଟିଥିଲା । ତେବେ ଏହା ମଧ୍ୟରେ

ଫେବୃଆରୀରୁ ବଢିଲାଣି ଅସହ୍ୟ ତାତି

ଆଗାମୀ ୩ରୁ ୪ଦିନ ମଧ୍ୟରେ ଦିନ ତାପମାତ୍ରାରେ ବିଶେଷ ପରିବର୍ତ୍ତନ ହେବ ନାହିଁ। ଦିନର ସର୍ବୋଚ୍ଚ ତାପମାତ୍ରା ସ୍ବାଭାବିକଠାରୁ ସାମାନ୍ୟ ଅଧିକ ରହିବ। ମାତ୍ର ପରବର୍ତୀ ସମୟରେ ରାଜ୍ୟର ଅନେକ ସ୍ଥାନରେ ଦିନ ତାପମାତ୍ରା ୨ରୁ ୪ଡିଗ୍ରି ଯାଏ ବୃଦ୍ଧି ହେବ। ଫେବ୍ରୁଆରି ୨୭ ଓ ୨୮ ତାରିଖ ତଥା ଆସନ୍ତା

ବିଜେପିରେ ଯୋଗ ଦେଲେ ‘ଆମ୍ ଆଦ୍‌ମୀ ପାର୍ଟି’ର ପବନ ସେରାୱତ୍

ଆଜି ‘ଆମ୍‌ ଆଦ୍‌ମୀ ପାର୍ଟି’ର ବାୱନା ୱାର୍ଡର କାଉନ୍‌ସିଲର୍‌ ପବନ ସେରାୱତ୍‌ ‘ଭାରତୀୟ ଜନତା ପାର୍ଟି’ରେ ଯୋଗ ଦେଇଛନ୍ତି। ‘ଷ୍ଟାଣ୍ଡିଙ୍ଗ୍‌ କମିଟି’ ନିର୍ବାଚନର କିଛି କ୍ଷଣ ପୂର୍ବରୁ ଉପରୋକ୍ତ କଥା ଘୋଷଣା କରାଯାଇଛି। ‘ବିଜେପି’ରେ ଯୋଗ ଦେବା ପରେ, ସେରାୱତ୍‌ ଅଭିଯୋଗ କରିଛନ୍ତି ଯେ,

ଭାରତ ପାକିସ୍ତାନ ମଧ୍ୟରେ ହେଉଥିବା କଳହର ମୁଖ୍ୟ କାରଣ ହେଉଛି ଆତଙ୍କବାଦ; ଭାରତ

ଗୁରୁବାର ଦିନ ଭାରତ, ପାକିସ୍ତାନ ବିପକ୍ଷରେ ଜାତିସଂଘ ସାଧାରଣ ପରିଷଦ୍‌ରେ ତା’ର ‘ଜବାବ ଅଧିକାର’ ପ୍ରୟୋଗ କରି ଇସ୍‌ଲାମାବାଦ୍‌କୁ ପରାମର୍ଶ ଦେଇଛି ଯେ, ଆତଙ୍କବାଦୀଙ୍କୁ ନିରାପଦ ଆଶ୍ରୟ ଯୋଗାଇ ଦେଉଥିବା ରାଷ୍ଟ୍ର ଭାବେ ସେ ନିଜର ପୁରୁଣା ରେକର୍ଡ ଉପରେ ଦୃଷ୍ଟି ପକାଉ। ଜାତିସଂଘ ସଂଯୁକ୍ତ