ବଜ୍ରକାପ୍ତାର ଅବାଧ ଶିକାରରେ ଓଡିଶା, ଦେଶରେ ପ୍ରଥମ
୨୦୧୮ ରୁ ୨୦୨୨ ମଧ୍ୟରେ ଦେଶରେ ସବୁଠାରୁ ଅଧିକ ବଜ୍ରକାପ୍ତା ଓଡ଼ିଶାରେ (୧୫୪) ଶିକାର ହୋଇଛନ୍ତି। ଇଣ୍ଡିଆ ଟ୍ରାଫିକ୍ ଦ୍ବାରା ପ୍ରକାଶିତ ସଦ୍ୟତମ ରିପୋର୍ଟରେ ଏଭଳି ତଥ୍ୟ ଉଲ୍ଲେଖ କରାଯାଇଛି। ବଜ୍ରକାପ୍ତାର ଅବାଧ ଶିକାରରେ ଓଡିଶା ଦେଶରେ ପ୍ରଥମ ସ୍ଥାନରେ ରହିଥିବାବେଳେ କର୍ଣ୍ଣାଟକ ୧୫୦ ସହ!-->…
