Odia News Portal
Yearly Archives

2023

ନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର

ନଦୀ ପଠାରେ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ। ପୁରୀ ସଦର ଥାନା ଅଧୀନ ନୂଆଗାଁ ନିକଟ ନୂଆନଦୀ ପଠାରୁ ମହିଳାଙ୍କ ଖଣ୍ଡବିଖଣ୍ଡିତ ମୃତଦେହ ଉଦ୍ଧାର କରିଛି ପୋଲିସ। ମୃତ ମହିଳାଙ୍କ ବୟସ ପ୍ରାୟ ୩୫ ବର୍ଷ ହେବ। ତାଙ୍କ ଗଳା ଅଧା କଟି ଝୁଲି ରହିଥିବାବେଳେ ବାମ ହାତ ଶରୀରରୁ ସଂପୂର୍ଣ୍ଣ କଟିଯାଇଛି।

ଚିକିତ୍ସା ପାଇଁ ବାପାଙ୍କୁ ବସାଇ ୩୫ କିଲୋମିଟର ଟ୍ରଲି ଟାଣିଲେ ଝିଅ

ଝିଅ ବି କୌଣସି ଗୁଣରେ କମ ନୁହେଁ। ଆକାଶରେ ଉଡୁଛି। ପାଣିରେ ମଧ୍ୟ ବୁଡୁଛି। ଶତ୍ରୁ ସହ ଯୁଦ୍ଧ ବି କରୁଛି। ବିପଦଆପଦ ବେଳେ ନିଜର ପରିବାର ପାଇଁ ଶକ୍ତି ହୋଇ ଠିଆ ହେଉଛି। ଭଦ୍ରକ ଜିଲ୍ଲା ଧୁଷୁରୀ ଅଞ୍ଚଳରେ ବାପାଙ୍କ ଚିକିତ୍ସା ପାଇଁ ଜଣେ ଝିଅ ଯେଉଁ କାମ କରିଛନ୍ତି, ତାଙ୍କୁ ଚାରିଆଡେ ପ୍ରଶଂସା

ଅମୃତ ବାଟିକା ‘ଏକ ଭାରତ-ଶ୍ରେଷ୍ଠ ଭାରତ’ର ହେବ ଭବ୍ୟ ପ୍ରତୀକ : ଗୋଲକ ମହାପାତ୍ର

ଦେଶ ପାଇଁ ବଳିଦାନ ଦେଇଥିବା ଅମର ‘ବୀର’ମାନଙ୍କୁ ଶ୍ରଦ୍ଧାଞ୍ଜଳୀ ଦେବା ଉଦ୍ଦେଶ୍ୟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଇଥିବା ଆହ୍ୱାନକ୍ରମେ ଦେଶବ୍ୟାପୀ ‘ମୋ ମାଟି, ମୋ ଦେଶ” କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । “ମାଟିକୁ ନମନ୍‌, ବୀରଙ୍କୁ ବନ୍ଦନ” । ‘ଦେଶର ପ୍ରତି ଗାଁ, ପଂଚାୟତ,

ନଭେମ୍ବର ୨୬ରେ ଓଡ଼ିଶା ପୁଲିସ୍‌ ଏସ୍‌ଆଇ ପରୀକ୍ଷା

ଓଡ଼ିଶା ପୁଲିସ୍ ସବ୍-ଇନ୍ସପେକ୍ଟର ପରୀକ୍ଷା-୨୦୨୧ ଆସନ୍ତା ନଭେମ୍ବର ୨୬ ତାରିଖରେ ରାଜ୍ୟର ସମସ୍ତ ଜିଲ୍ଲାରେ ଓଏମ୍‌ଆର୍ ପ୍ରଣାଳୀରେ କରିବା ପାଇଁ ଆପାତତଃ ସ୍ଥିର କରାଯାଇଛି ବୋଲି ଆଜି ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ ଜଣାଇଛି ଓଡ଼ିଶା ପୁଲିସ ରିକ୍ରୁଟମେଣ୍ଟ ବୋର୍ଡ। ଏଥିରେ ଆହୁରି

ପାଣ୍ଡିଆନଙ୍କ ଭିଆରଏସ୍ ନିଷ୍ପତ୍ତି ବିଜେଡି ଗତିକୁ ବଳ ଓ ଶକ୍ତି ଦେବ – ପ୍ରଫୁଲ୍ଲ

ପାଣ୍ଡିଆନଙ୍କ ନିଷ୍ପତ୍ତିକୁ ନେଇ ଆମେ ଖୁସି କହିଲେ ପ୍ରଫୁଲ୍ଲ ସାମଲ । ପାଣ୍ଡିଆନଙ୍କ ଭିଆରଏସ୍ ବିଜେଡିର ଗତିକୁ ବଳ ଓ ଶକ୍ତି ଦେବ । ଓଡିଶାର ବିକାଶ ପାଇଁ ତାଙ୍କର ଫୁଲ ଟାଇମ ଆବଶ୍ୟକତା ଥିଲା । ଏବେ ବିକାଶ କାମରେ ସେ ଅଧିକ ସମୟ ଦେଇପାରିବେ ଓ ମୁଖ୍ୟମନ୍ତ୍ରୀଙ୍କୁ ଅଧିକ ସହାୟତା ଯୋଗାଇ

ଆଜି ବି ଉପାସରେ ଶ୍ରୀଲିଙ୍ଗରାଜ

ଆଜି ବି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ । ଗତକାଲି ପରି ଆଜି ମଧ୍ୟ ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି । ଗତକାଲିର ମଙ୍ଗଳ ଆଳତି ଠାରୁ ବନ୍ଦ ରହିଛି ଶ୍ରୀଲିଙ୍ଗରାଜଙ୍କ ନୀତିକାନ୍ତି । ବ୍ରାହ୍ମଣ ନିଯୋଗ ଓ ପୂଜାପଣ୍ଡାଙ୍କ ପକ୍ଷରୁ ନୀତିକାନ୍ତି ବନ୍ଦ କରାଯାଇଛି ।

ଗଞ୍ଜାମ ଜିଲ୍ଲାରେ ମାତିଛନ୍ତି ଜୁଆଡ଼ି, ଚାରିଆଡ଼େ ଚାଲିଛି ଜୁଆ ଖେଳ

ଗାଁରେ ଜୁଆ...ଯୁଆଡ଼େ ଦେଖିବେ, ଯୁଆଡ଼େ ଚାହିଁବେ ସିଆଡ଼େ ଚାଲିଛି ଖେଳ । କୁମାର ପୂର୍ଣ୍ଣିମା ଅବସରରେ ଏବେ ଗଂଜାମ ଜିଲ୍ଲାରେ ଚାଲିଛି ତାସ୍ ଖେଳ । ସର୍ବସ୍ୱ ହରାଉଛନ୍ତି ଲୋକେ, ଗଣ୍ଡଗୋଳ ବି ହେଉଛି । ଦିଗପହଣ୍ଡି ଚୌଧୁରୀ ଟିକରପଡ଼ା ଗାଁରେ ଗତକାଲି ରାତିରେ ଜୁଆ ଖେଳୁଥିବା ବେଳେ ପୋଲିସ୍

ବଦଳିଲେ କଟକ ଜିଲ୍ଲାପାଳ

 କଟକ ଜିଲ୍ଲାପାଳ ଭବାନୀ ଶଙ୍କର ଚୟନୀଙ୍କ ବଦଳି ହୋଇଥିବା ସୂଚନା ରହିଛି । ଉଚ୍ଚଶିକ୍ଷା ବିଭାଗ ନିର୍ଦ୍ଦେଶକ ହେଲେ ଭବାନୀ ଶଙ୍କର । ନରହରୀ ସେଠୀ ହେଲେ କଟକ ଜିଲ୍ଲାପାଳ । ଏବେ ଉଚ୍ଚଶିକ୍ଷା ନିର୍ଦ୍ଦେଶକ ଅଛନ୍ତି ନରହରି ।

ଆମ ଓଡିଶା ନବୀନ ଓଡିଶା ପଞ୍ଚମ ଦିନରେ ଖୋର୍ଦ୍ଧା ଓ ଜଗତସିଂହପୁରରେ ଶୁଭାରମ୍ଭ କଲେ ମୁଖ୍ୟମନ୍ତ୍ରୀ

ରାଜ୍ୟ ସରକାରଙ୍କର ଗ୍ରାମାଭିମୂଖୀ ମହତ୍ବକାଂକ୍ଷୀ ଯୋଜନା ‘ଆମ ଓଡିଶା ନବୀନ ଓଡିଶା’ ମାଧ୍ୟମରେ ନୂଆ ଓଡିଶା ସଶକ୍ତ ଓଡିଶା ଗଠନର ଭିତ୍ତିଭୂମିକୁ ସୁଦୃଢ କରିବା ପାଇଁ ଆରମ୍ଭ ହୋଇଛି ଅଭିଯାନ।  ଏହି କାର୍ଯ୍ୟକ୍ରମର ଫୋକସ୍‌ ହେବ ପ୍ରତି ପଞ୍ଚାୟତ, ପ୍ରତି ଗାଁ ।  ଆଜି ଭୁବନେଶ୍ବରରୁ ଆଭାସୀ ଯୋଗେ