ଏକନାଥ ସିନ୍ଦେଙ୍କ ଗୋଷ୍ଠୀକୁ ପ୍ରକୃତ ଶିବସେନାର ସ୍ୱୀକୃତି ଦେବା, ତାହା ‘ବିଚାର’ ନୁହେଁ ‘ବ୍ୟବସାୟ’-ସଞ୍ଜୟ ରାଉତ
‘ଶିବସେନା’ ପାର୍ଟିର ନାମ ଓ ତା’ର ସଙ୍କେତ ‘ଧନୁଶର’ କିଣିବା ଲାଗି ୨୦୦୦ କୋଟି ଟଙ୍କାର ଚୁକ୍ତି ବା ରାଜିନାମା ହୋଇଥିବା କଥା ଆଜି ଉଦ୍ଧବ ବାଲାସାହେବ ଠାକ୍ରେ ଗୋଷ୍ଠୀର ନେତା ସଞ୍ଜୟ ରାଉତ ସାମ୍ବାଦିକମାନଙ୍କୁ କହିଛନ୍ତି।
ଏ ସଂକ୍ରାନ୍ତରେ ଟୁଇଟ୍ କରି ରାଉତ ଦାବି କରିଛନ୍ତି, ୨୦୦୦!-->!-->!-->…
