Odia News Portal
Yearly Archives

2023

ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ: ମନ୍ତ୍ରୀ

ଖାରବେଳ ଭବନରେ ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ଶେଷ ହୋଇଛି। ଏଥିରେ ରାଜ୍ୟ ପରିବହନ ମନ୍ତ୍ରୀ ଟୁକୁନି ସାହୁ ଅଧ୍ୟକ୍ଷତା କରିଥିଲେ। ବୈଠକ ସରିବା ପରେ ପରିବହନ ମନ୍ତ୍ରୀ କହିଛନ୍ତି, ଘରୋଇ ବସ୍ ମାଲିକ ସଂଘ ସହ ପରିବହନ ବିଭାଗର ଆଲୋଚନା ସଫଳ ହୋଇଛି। କୌଣସି ଧର୍ମଘଟ ହେବନି।

ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଖଣ୍ଡାରେ ହାଣିଲେ ଦୁର୍ବୃତ୍ତ

ପୂର୍ବ ଶତ୍ରୁତାରୁ ହୋଟେଲ ମାଲିକଙ୍କୁ ଦୁର୍ବୃତ୍ତ ଖଣ୍ଡାରେ ହାଣିଥିବାର ଖବର ମିଳିଛି। ଖଣ୍ଡା ଚୋଟରେ ଗୁରୁତର ହୋଇଛନ୍ତି ହୋଟେଲ ମାଲିକ। ମୃତକ ହେଲେ ସାଜନ ସାମଲ। ଘଟଣା ଘଟିଛି ଭରତପୁର ଥାନା ଅନ୍ତର୍ଗତ କଳିଙ୍ଗ ବିହାର ଅଞ୍ଚଳରେ। ଏପଟେ ଭସାଣି ଚାଲିଥିବା ବେଳେ କେତେକ ଦୁର୍ବୃତ୍ତ ଆସି

ଏଣିକି ସ୍କୁଲରେ ‘ଇଣ୍ଡିଆ’ ବଦଳରେ ‘ଭାରତ’ ପଢ଼ିବେ ଛାତ୍ରଛାତ୍ରୀ

NCERT ବହିରେ 'ଭାରତ'। NCERT ବହିରେ 'ଇଣ୍ଡିଆ' ବଦଳରେ 'ଭାରତ' ଲେଖିବାକୁ ସୁପାରିସ। ଏଣିକି ସ୍କୁଲରେ 'ଇଣ୍ଡିଆ' ବଦଳରେ 'ଭାରତ' ପଢ଼ିବେ ଛାତ୍ରଛାତ୍ରୀ। ବହିରେ 'ଭାରତ' କରିବାକୁ NCERT ପ୍ୟାନେଲର ସର୍ବସମ୍ମତି ନିଷ୍ପତ୍ତି ହୋଇଛି। କିଛି ମାସ ପୂର୍ବରୁ ଏହି ପ୍ରସ୍ତାବ ଆସିଥିଲା। ଏବେ ଏହି

ଚିଲିକାରେ ଯାତ୍ରୀବାହୀ ‌ଡଙ୍ଗାରୁ ଖସିପଡ଼ିଲେ ନାବିକ

ଚିଲିକା ହ୍ରଦ‌ରେ ପର୍ଯ୍ୟଟକମାନଙ୍କୁ ଡଲଫିନ୍‌ ଦେଖାଉଥିବା ବେଳେ ଯାତ୍ରୀବାହୀ ଡଙ୍ଗାର ଜଣେ ଚାଳକ ନିଖୋଜ ‌ହୋଇଯାଇଛନ୍ତି। ପୁରୀ ଜିଲ୍ଲା ବ୍ରହ୍ମଗିରି ଥାନା ଅଧୀନ ସାତପଡ଼ା ଫାଣ୍ଡି ଅଧୀନ ଡ୍ରୋଜର କୁଦାଠାରେ ଆଜି ଅପରାହ୍‌ଣରେ ଏହି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ନିଖୋଜ ନାବିକ ହେଲେ

ରାଜଧାନୀରେ ଦିନକୁ ଦିନ ବଢ଼ିବାରେ ଲାଗିଛି ସୁନା ଦର

ଆସୁଛି ଗଜଲକ୍ଷ୍ମୀ ପୂଜା ଆପଣ ସୁନା କିଣିବାକୁ ମନ ବଳାଇଛନ୍ତି କି ନଜର ପକାନ୍ତୁ ଆଜି କେତେ ରହିଛି ସୁନାଦର। ଆଜି ଭାରତୀୟ ବଜାରରେ ୨୨ କ୍ୟାରେଟ ସୁନା ଦର ଦଶ ଗ୍ରାମ ପ୍ରତି ୫୬, ୫୫୦ଟଙ୍କା ହୋଇଥିବା ବେଳେ ୨୪ କ୍ୟାରେଟ ସୁନା ମୂଲ୍ୟ ମଧ୍ୟ ଦଶ ଗ୍ରାମ ପ୍ରତି ୬୧,୬୯୦ ଟଙ୍କା ହୋଇଛି । ଓଡ଼ିଶାର

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ, କାହିଁକି ଆସୁଛି ଏଭଳି ମେସେଜ?

ମୋବାଇଲକୁ ଆସୁଛି ଏମରଜେନ୍ସି ଆଲର୍ଟ। ଏହି ମେସେଜ୍ ଦେଖି ଅନେକ ଆଶଙ୍କାରେ ପଡିଛନ୍ତି। ଏହି ମେସେଜ୍ କିଏ ଓ କାହିଁକି ଦେଉଛି। କାହିଁକି ଆସୁଛି ଏଭଳି ମେସେଜ। ଏହା ପଛର ଉଦ୍ଦେଶ୍ୟ କ’ଣ ସେ ନେଇ ଲୋକେ ଚିନ୍ତାରେ ପଡୁଛନ୍ତି। ପ୍ରକୃତରେ ଏହା ହେଉଛି ବିପର୍ଯ୍ୟୟ ଆଲର୍ମ। ଫୋନ୍‌ରେ ବାଜୁଛି

ହାତୀ ଆକ୍ରମଣରେ ଯୁବକ ଗୁରୁତର

ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆ ବନଖଣ୍ଡ ଅନ୍ତର୍ଗତ ସିଙ୍ଗଡ଼ା ସେକସନର ପୋଖରୀଆ ଗ୍ରାମରେ ଆଜି ସକାଳେ ଜଣେ ଯୁବକ ବଣୁଆ ହାତୀ ଆକ୍ରମଣରେ ଆହତ ହୋଇଥିବାର ଖବର ମିଳିଛି। ଆହତ ଯୁବକ ସୁଶାନ୍ତ ହେମ୍ବ୍ରମ (୩୫)ଙ୍କ ମୁଣ୍ଡରେ ଆଘାତ ଲାଗିବା ସହିତ ହାତୀଟି ଦାନ୍ତ ଦ୍ୱାରା ଗୋଡ଼କୁ କଣା

ସମୁଦ୍ରରେ ଭାସି ଯୁବକ ମୃତ

 ଗାଧୋଇବା ବେଳେ ସମୁଦ୍ରରେ ଭାସି ଯୁବକଙ୍‌କ ମୃତ୍ୟୁ ହୋଇଥିବା ଖବର ସାମ୍ନାକୁ ଆସିଛି । ଲାଇଟ୍ ହାଉସ୍ ବେଳାଭୂମି ନିକଟ ସମୁଦ୍ରରୁ ମୃତଦେହ ଉଦ୍ଦାର ହୋଇଥିବା ସୂଚନା ରହିଛି ।

ସ୍ୱେଚ୍ଛାକୃତ ଅବସର ପରେ ପାଣ୍ଡିଆନ୍‌ଙ୍କୁ କ୍ୟାବିନେଟ ପାହ୍ୟା

5T ଅଧ୍ୟକ୍ଷ ହେଲେ ଭି.କେ ପାଣ୍ଡିଆନ । 5T ଓ ନବୀନ ଓଡ଼ିଶାର ଚେୟାରମ୍ୟାନ ହେଲେ । VRS ପରେ ପାଣ୍ଡିଆନଙ୍କୁ ଚେୟାରମ୍ୟାନ ନିଯୁକ୍ତି ଦିଆଯାଇଛି । ମୁଖ୍ୟମନ୍ତ୍ରୀଙ୍କ ଅଧୀନରେ କାର୍ଯ୍ୟ କରିବେ ପାଣ୍ଡିଆନ୍‌ । ଗତକାଲି ତାଙ୍କୁ ସ୍ୱେଚ୍ଛାକୃତ ଅବସର ଦିଆଯାଇଥିଲା । ଗତ ୨୦ ତାରିଖରେ ସେ

ଚାକିରିରୁ ଇସ୍ତଫା ନେଲେ 5-T ସଚିବ ଭିକେ ପାଣ୍ଡିଆନ

ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ବ୍ୟକ୍ତିଗତ ସଚିବ ତଥା ଫାଇଭ ଟି ସଚିବ ଭିକେ କାର୍ତ୍ତିକେୟନ ପାଣ୍ଡିଆନ ପ୍ରଶାସନିକ ଚାକିରିରୁ ସ୍ଵେଚ୍ଛାକୃତ ଅବସର ନେଇଛନ୍ତି। ପାଣ୍ଡିଆନଙ୍କ ଭିଆରଏସକୁ କେନ୍ଦ୍ର କାର୍ମିକ ମନ୍ତ୍ରଣାଳୟ ମଞ୍ଜୁର କରିଛନ୍ତି। ଏ ନେଇ ସାଧାରଣ ପ୍ରଶାସନ ବିଭାଗ ଏସିଏସଙ୍କୁ