ହ୍ବାଟସ୍ଆପ୍ ଜାରି କଲା ନୂଆ ସୁବିଧା
ମାର୍କ ଜୁକବରବର୍ଗଙ୍କ ସଂସ୍ଥା ମେଟା ଅଧୀନରେ ପରିଚାଳିତ ହେଉଥିବା ମୋବାଇଲ୍ ମେସେଜିଂ ଆପ୍ ହ୍ବାଟସ୍ଆପ୍ ପକ୍ଷରୁ ତିନି ନୂଆ ସୁବିଧା ଆରମ୍ଭ କରାଯାଇଛି। ବ୍ୟବହାରକାରୀମାନେ ଏକକାଳୀନ ୧୦୦ ଫାଇଲ୍ ପଠାଇବାର ସୁବିଧା ପାଇପାରିବେ। ପୂର୍ବରୁ ଏକକାଳୀନ ୩୦ଟି ଫାଇଲ୍ ପଠାଇ ହେଉଥିଲା। ଫାଇଲ୍ର!-->…
