Odia News Portal
Yearly Archives

2023

ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ: ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର

୨୦୨୪ରେ ମହାମେଣ୍ଟର ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ହେବା ସଂକ୍ରାନ୍ତରେ ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କୁ ପ୍ରଶ୍ନ କରାଯିବାରୁ ସେ କହିଛନ୍ତି, ପ୍ରଧାନମନ୍ତ୍ରୀ ହେବାର ମୋର କୌଣସି ଇଚ୍ଛା ନାହିଁ। ମହାମେଣ୍ଟର ନେତାମାନେ ନୀତୀଶ ପ୍ରଧାନମନ୍ତ୍ରୀ ହେବା ନେଇ ସ୍ଲୋଗାନ ଦେଉଥିବାରୁ ଏନେଇ

କାନରେ ଫୁଲଖୋସି ବିଧାନସଭା ଆସିଲେ କର୍ଣ୍ଣାଟକ କଂଗ୍ରେସ ନେତା

ଆଜି କର୍ଣ୍ଣାଟକ ବଜେଟ ଉପସ୍ଥାପନା ବେଳେ ଶାସକ ‘ବିଜେପି’ ବିରୋଧରେ ବିରୋଧୀ ଦଳ ନେତା ସିଦ୍ଧରମୈୟା ଏବଂ ଅନ୍ୟ କଂଗ୍ରେସ ନେତାମାନେ କାନରେ ଫୁଲ ଖୋସି ବିଧାନସଭାକୁ ଆସିଛନ୍ତି। ବିରୋଧୀମାନେ ଅଭିଯୋଗ କରିଛନ୍ତି ଯେ, ଗତ ବଜେଟ୍‌ରେ ଏବଂ ୨୦୧୮ ନିର୍ବାଚନ ଇସ୍ତାହାରରେ ଦେଇଥିବା ପ୍ରତିଶ୍ରୁତି

ବିଦେଶୀ ବ୍ୟାଙ୍କରୁ ଅର୍ଥ ସିଫ୍ଟର ତଥ୍ୟ ଦାଖଲ କରିବ ଏସବିଆଇ, ନିର୍ଦ୍ଦେଶନାମା ଜାରି କଲା ଆରବିଆଇ

ବିଦେଶରୁ ଆସୁଥିବା ପାଣ୍ଠିର ତଥ୍ୟ ସଂଗ୍ରହକୁ ସରକାର କଡ଼ାକଡ଼ି କରିଛନ୍ତି। ଷ୍ଟେଟ ବ୍ୟାଙ୍କକୁ ଗୃହ ମନ୍ତ୍ରାଳୟ ପକ୍ଷରୁ ଏଥିପାଇଁ କଡ଼ା ନିର୍ଦ୍ଦେଶ ଦିଆଯାଇଛି। ବିଦେଶରୁ ଭାରତୀୟମାନଙ୍କ ନିକଟକୁ ଅର୍ଥ ପଠାଉଥିବା ବ୍ୟକ୍ତିର ଉଦ୍ଦେଶ୍ୟ ସମେତ ଅନ୍ୟାନ୍ୟ ତଥ୍ୟ ଷ୍ଟେଟ ବ୍ୟାଙ୍କ ପ୍ରଦାନ କରିବ।

ଅଶୋକ ମହାନ୍ତିଙ୍କ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ମାମଲା, ଟ୍ରାଏଲ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ

ଓଡ଼ିଶାର ପୂର୍ବତନ ଆଡଭୋକେଟ ଜେନେରାଲ (ଏଜି) ଅଶୋକ ମହାନ୍ତିଙ୍କ ବିରୋଧରେ ଅର୍ଥତତ୍ତ୍ବ ଚିଟଫଣ୍ଡ ଦୁର୍ନୀତି ସମ୍ବନ୍ଧିତ ମାମଲାରେ ଟ୍ରାଏଲ କୋର୍ଟଙ୍କ ପରବର୍ତ୍ତୀ ପ୍ରୋସିଡିଂ ଉପରେ ରୋକ ଲଗାଇଛନ୍ତି ସୁପ୍ରିମକୋର୍ଟ। ସୁପ୍ରିମକୋର୍ଟର ବିଚାରପତି ଜଷ୍ଟିସ ଏ.ଏସ୍‌ ବୋପାନ୍ନା ଓ ବିଚାରପତି

ନିତି ଆୟୋଗଙ୍କ ରିପୋର୍ଟ: ଓଡ଼ିଶା ୩୧୩୭ ଆଇଟିଆଇ ତାଲିମପ୍ରାପ୍ତଙ୍କ ମଧ୍ୟରୁ ୨ ଜଣଙ୍କୁ ନିଯୁକ୍ତି

ଓଡ଼ିଶାରେ ୫୧୩ଟି ଅନୁବନ୍ଧିତ ଆଇଟିଆଇ ରହିଛି। ଏଥିରୁ ସରକାରୀ ଆଇଟିଆଇ ସଂଖ୍ୟା ୧୦.୩୫%। ଏହିସବୁ ଆଇଟିଆଇରେ ୨୦୨୧ରେ ସମୁଦାୟ ୧,୦୬,୨୭୦ ସିଟ୍‌ ରହିଥିବା ବେଳେ ସେଥିରୁ ମାତ୍ର ୫୩.୯୭% ପୂରଣ ହୋଇଥିଲା। ପ୍ରଶିକ୍ଷାର୍ଥୀଙ୍କ ମଧ୍ୟରେ ଥିଲେ ୧୩.୫୨% ମହିଳା। ୨୦୨୧ ଶିକ୍ଷାବର୍ଷରେ

ୟୁକ୍ରେନ ଉପରେ ୩୬ କ୍ଷେପଣାସ୍ତ୍ର ମାଡ କଲା ରୁଷ

ରୁଷ୍ ଗତରାତିରେ ୟୁକ୍ରେନରେ ଭୟଙ୍କର ମିସାଇଲ ମାଡ଼ କରିଛି। ୟୁକ୍ରେନ ଭିତ୍ତିଭୂମି ଉପରେ ରୁଷ୍‌ ଗତକାଲି ୩୬ଟି କ୍ଷେପଣାସ୍ତ୍ର ମାଡ଼ କରିଛି। ପୂର୍ବାଞ୍ଚଳ ସହର ବାଖମୁଟରେ ସମସ୍ତ ଅଞ୍ଚଳରେ ସ୍ଥିତି ଭୟାନକ ରହିଛି ବୋଲି ୟୁକ୍ରେନ ରାଷ୍ଟ୍ରପତି ବୋଲଡିମିର ଜେଲେନ୍‌ସ୍କି କହିଛନ୍ତି। ରୁଷ୍‌ର

ଗୁଗଲ ଇଣ୍ଡିଆ କମ୍ପାନୀ ୪୫୩ କର୍ମଚାରୀଙ୍କୁ ଛଟେଇ

ଗୁଗଲ ଇଣ୍ଡିଆ କମ୍ପାନୀର ବିଭିନ୍ନ ବିଭାଗର ୪୫୩ କର୍ମଚାରୀଙ୍କୁ ଚାକିରିରୁ ବିଦା କରିଛି। କର୍ମଚାରୀମାନଙ୍କୁ ଇ-ମେଲ ମାଧ୍ୟମରେ ଚାକିରିରୁ ହଟାଇବା ବିଷୟରେ ମେଲ୍‌ ମାଧ୍ୟମରେ ସୂଚନା ଦିଆଯାଇଛି। ଗୁଗଲ ଇଣ୍ଡିଆର ମୁଖ୍ୟ ତଥା ଉପାଧ୍ୟକ୍ଷ ସଞ୍ଜୟ ଗୁପ୍ତା କର୍ମଚାରୀଙ୍କୁ ଏହି ଛଟେଇ ମେଲ

ହୁକ୍କା ବାର ଉପରେ ପ୍ରତିବନ୍ଧକ

ପଶ୍ଚିମବଙ୍ଗ ସରକାର ଶୁକ୍ରବାର ରାଜଧାନୀ କୋଲକାତାରେ ହୁକ୍କା ବାର ଉପରେ ପ୍ରତିବନ୍ଧକ ଲଗାଇଛନ୍ତି। ସରକାର କହିଛନ୍ତି ଯେ, ହୁକ୍କା ସ୍ବାସ୍ଥ୍ୟ ଉପରେ ପ୍ରଭାବ ପକାଉଛି। ଏହି ନିଷେଧାଦେଶ ଘୋଷଣା କରି କୋଲକାତା ମେୟର ତଥା ଟିଏମ୍‌ସି ନେତା ଫିରହାଦ ହାକିମ କହିଛନ୍ତି, ରେଷ୍ଟୁରାଣ୍ଟରେ ହୁକ୍କା

ବିଶ୍ୱର ଦ୍ୱିତୀୟ ଜନଗହଳି ପୂର୍ଣ୍ଣ ସହର ବେଙ୍ଗାଲୁରୁ

୨୦୨୨ରେ ବିଶ୍ବର ସବୁଠୁ ଅଧିକ ଭିଡ଼ ସହରଗୁଡ଼ିକ ମଧ୍ୟରେ ବେଙ୍ଗାଲୁରୁ ଦ୍ବିତୀୟ ସ୍ଥାନରେ ରହିଛି। ଲଣ୍ଡନ ପ୍ରଥମ ସ୍ଥାନରେ ରହିଛି। ନେଦରଲାଣ୍ଡର ପ୍ରଯୁକ୍ତି ସଂସ୍ଥା ଟମ୍‌ଟମ୍‌ ପକ୍ଷରୁ ପ୍ରକାଶିତ ଟ୍ରାଫିକ୍ ସୂଚୀରୁ ଏହା ଜଣାଯାଇଛି। ବେଙ୍ଗାଲୁରୁବାସୀଙ୍କୁ ୧୦ କିଲୋମିଟର ଯିବାଲାଗି ହାରାହାରି

ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲା

ଟେଲି ଅଭିନେତ୍ରୀ ତୁନିଶା ଶର୍ମାଙ୍କ ଆତ୍ମହତ୍ୟା ମାମଲାରେ ଅଭିନେତା ଶିଜାନ ଖାନ ଜେଲରେ ଅଛନ୍ତି। ତେବେ ଅଭିଯୁକ୍ତ ଶିଜାନଙ୍କ ବିରୋଧରେ ମିରାଭାୟନ୍ଦର ପୋଲିସ ୫୨୪ ପୃଷ୍ଠାର ଏକ ଚାର୍ଜସିଟ୍‌ ଦାଖଲ କରିଥିବା ଜଣାପଡିଛି। ଅନ୍ୟପଟେ,ଶୁକ୍ରବାର ବମ୍ବେ ହାଇକୋର୍ଟରେ ଶିଜାନଙ୍କ ଜାମିନ ଆବେଦନର