Odia News Portal
Yearly Archives

2023

ଘନଶ୍ୟାମ ମହାପାତ୍ରଙ୍କୁ ମିଳିଲା ଜୟଦେବ ସମ୍ମାନ

ଜୟଦେବ ପୁରସ୍କାର ପାଇଛନ୍ତି ବିଶିଷ୍ଟ ଚଳିଚିତ୍ର ନିର୍ମାତା ଘନଶ୍ୟାମ ମହାପାତ୍ର । ଜୀବନବ୍ୟାପୀ ଅବଦାନ ପାଇଁ ତାଙ୍କୁ ଏହି ପୁରସ୍କାର ଦିଆଯାଇଛି । ୨ ଲକ୍ଷ ଟଙ୍କା, ମାନପତ୍ର, ଉତରୀୟ ଦେଇ ତାଙ୍କୁ ସମ୍ମାନିତ କରାଯାଇଛି । ନୀଳମାଧବ ପଣ୍ଡାର ପ୍ରଯୋଜନା ଓ ନିର୍ଦ୍ଦେଶନାରେ ନିର୍ମିତ ଚଳଚ୍ଚିତ୍ର

ନୂତନ ଚିତା ଆଣିବାକୁ ଦକ୍ଷିଣଆଫ୍ରିକା ଗଲା ଭାରତୀୟ ବାୟୁସେନା ବିମାନ

ଆଉ ୧୨ଟି ଚିତା ଆଣିବାକୁ ଆଜି ସକାଳେ ଭାରତୀୟ ବାୟୁସେନାର ପରିବହନ ବିମାନ ‘ସି-୧୭’ ଦକ୍ଷିଣ ଆଫ୍ରିକା ଅଭିମୁଖେ ଯାତ୍ରା କରିଥିବା କଥା ‘ଜାତୀୟ ବ୍ୟାଘ୍ର ସଂରକ୍ଷଣ କର୍ତ୍ତୃପକ୍ଷ’ର ଜଣେ ଅଧିକାରୀ କହିଛନ୍ତି।୧୨ଟିଯାକ ଚିତା ଫେବ୍ରୁଆରି ୧୮ ତାରିଖରେ ଭାରତରେ ପହଞ୍ଚିବେ। ପରିବେଶ ମନ୍ତ୍ରୀ

ପାକିସ୍ତାନରେ ଟ୍ରେନ ବିସ୍ଫୋରଣ : ୨ ମୃତ, ୪ ଆହାତ

ପାକିସ୍ତାନରେ ଗୁରୁବାର ସକାଳେ ଏକ ଟ୍ରେନରେ ବିସ୍ଫୋରଣ ହୋଇଥିବା ନେଇ ଖବର ସାମ୍ନାକୁ ଆସିଛି। ବେଲୁଚିସ୍ତାନର କ୍ଵେଟା ଯାଉଥିବା ଜାଫର ଏକ୍ସପ୍ରେସରେ ବଡ଼ ଧରଣର ବିସ୍ଫୋରଣ ଘଟିଛି। ଏଥିରେ ଦୁଇ ଜଣଙ୍କର ମୃତ୍ୟୁ ଘଟିଥିବା ବେଳେ ୪ ଜଣ ଗୁରୁତର ଭାବେ ଆହତ ହୋଇଥିବା ଜଣାପଡ଼ିଛି।ସ୍ଥାନୀୟ

କୋଭିଡ-୧୯ : ୨୪ ଘଣ୍ଟାରେ ୧୨୬ ସଂକ୍ରମଣ

ଆଜି ଦେଶରେ ଦୈନିକ କୋଭିଡ୍-୧୯ ସଂକ୍ରମଣ ସଂଖ୍ୟା ୧୦୦ ଉପରେ ଥିବା ବେଳେ ସକ୍ରିୟ ଆକ୍ରାନ୍ତଙ୍କ ସଂଖ୍ୟା ୧୮୩୫ ଥିବା କଥା କେନ୍ଦ୍ର ସ୍ବାସ୍ଥ୍ୟ ମନ୍ତ୍ରାଳୟ ସୂଚନାରୁ ଜଣାପଡ଼ିଛି।କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳାୟ ତଥ୍ୟ ଅନୁସାରେ, ଗୁରୁବାର ସକାଳ ୮ଟା ସୁଦ୍ଧା ସମଗ୍ର ଦେଶରେ ୨୪ ଘଣ୍ଟା

‘କୃଷି ଓଡିଶା’ କାର୍ଯ୍ୟକ୍ରମକୁ ଉଦ୍ଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ

ଭୁବନେଶ୍ୱରରେ ‘କୃଷି ଓଡ଼ିଶା’ କାର୍ଯ୍ୟକ୍ରମକୁ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଗଛରେ ପାଣି ଦେଇ କାର୍ଯ୍ୟକ୍ରମର ଶୁଭ ଉଦଘାଟନ କରିଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ। ଏହି ଅବସରରେ ମୁଖ୍ୟମନ୍ତ୍ରୀଙ୍କୁ ଏକ ଛୋଟ ଗଛ ପ୍ରଦାନ କରାଯାଇଥିଲା। ଆଜିଠାରୁ ତିନି ଦିନ

ଏମ ସି ଷ୍ଟାନଙ୍କ ଫ୍ୟାନ ଫଲୋଇଙ୍ଗ ବିରାଟ କୋହଲି, ସିଦ୍ଧାର୍ଥ ଶୁକ୍ଳା ଓ ତେଜସ୍ବୀ ପ୍ରକାଶଙ୍କୁ ପଛରେ ପକାଇ ଦେଇଛି

ସରିଯାଇଛି ରିଆଲିଟି ଶୋ ‘ବିଗବସ୍ ୧୬’, ଘୋଷିତ ହୋଇଯାଇଛି ଏହାର ବିଜେତା । ଫେବୃଆରି ୧୨ ତାରିଖ ଦିନ ‘ବିଗ୍ବସ୍ ୧୬’ ବିଜେତାଙ୍କ ନାମ ଘୋଷଣା ହେବା ପରେ ସମସ୍ତେ ଆଶ୍ଚର୍ୟ୍ୟ ହୋଇଯାଇଥିଲେ। କାରଣ ଦର୍ଶକ ଭାବୁଥିଲେ ‘ବିଗ୍‌ବସ୍‌ ୧୬’ ବିଜେତା ପ୍ରିୟଙ୍କା ଚାହର ଚୌଧୁରୀ ନଚେତ ଶିବ ଠାକରେ

ଭାରତର ବିଭିନ୍ନତା ଓ ବିଶାଳତା ଏକୀଭୂତ ହୋଇ ସଗର୍ବେ ମଥା ଟେକିଛି; ପ୍ରଧାନମନ୍ତ୍ରୀ ମୋଦୀ

ଭାରତର ବିବିଧତା ଓ ବିଶାଳତା ଏକୀଭୂତ ହୋଇ ଆଜି ମଥା ଟେକି ଠିଆ ହୋଇଛି ବୋଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ‘ମେଜର୍‌ ଧ୍ୟାନ ଚାନ୍ଦ ନ୍ୟାସ୍‌ନାଲ୍‌ ଷ୍ଟାଡିୟମ୍‌’ରେ ଦିଲ୍ଲୀର ବୃହତ୍ତମ ଜନଜାତି ଉତ୍ସବ ‘ଆଦି ମହୋତ୍ସବ’ ଉଦ୍ଘାଟନ କରି କହିଛନ୍ତି।ସେଠାରେ ସେ ସ୍ବାଧୀନତା ସଂଗ୍ରାମୀ

ବିଏସ୍ଏନ୍ଏଲ୍-ଏମ୍‌ଟିଏନ୍‌ଏଲ୍‌ ମିଶ୍ରଣ ଉଦ୍ୟମ ଜାରି

ଦୁଇ ସରକାରୀ ଟେଲିକମ୍ କଂପାନି ବିଏସ୍ଏନ୍ଏଲ ଓ ଏମ୍‌ଟିଏନ୍‌ଏଲ୍‌ ମଧ୍ୟରେ ମିଶ୍ରଣ ଲାଗି କେନ୍ଦ୍ର ସରକାର ପୁଣି ଥରେ ଉଦ୍ୟମ ଆରମ୍ଭ କରିଛନ୍ତି। ଏଥିପାଇଁ ଅଡିଟ୍ ଓ କନ୍‌ସଲ୍‌ଟିଂ ସଂସ୍ଥା ଡେଲଏଟ୍କୁ ପରାମର୍ଶଦାତା ଭାବେ ନିଯୁକ୍ତ କରାଯାଇଛି। ଏହି ଦୁଇ ସଂସ୍ଥା ମଧ୍ୟରେ ମିଶ୍ରଣ ଲାଗି ପୂର୍ବରୁ

କେମିତି କଟିବ ଆଜିର ଦିନ।

ମେଷ : ଆଜି ଆପଣ ସମ୍ବେଦନଶୀଳତା ଅନୁଭବ କରିପାରନ୍ତି। ଯେଉଁ କାରଣରୁ ଆପଣଙ୍କ ଭାବନାକୁ ଝଟକା ଲାଗିପାରେ। ମାତାଙ୍କର ସ୍ଵାସ୍ଥ୍ୟ ଉପରେ ଧ୍ୟାନ ଦିଅନ୍ତୁ। ବାସଗୃହ କିମ୍ବା ଜମିର କାଗଜପତ୍ର ପ୍ରତି ଧ୍ୟାନ ରଖିବେ। ମାନସିକ ବ୍ୟଗ୍ରତାକୁ ଦୂର କରିବା ପାଇଁ ଯୋଗ କରନ୍ତୁ। ବୃଷ

କୋହିନୂର ମୁକୁଟ ପିନ୍ଧିବେନି ବ୍ରିଟେନ୍ ରାଣୀ

ବ୍ରିଟେନର ନୂଆ ରାଣୀ ଅର୍ଥାତ୍ କିଙ୍ଗ ଚାର୍ଲସ-୩ଙ୍କ ପତ୍ନୀ କାମିଲା ରାଜ୍ୟାଭିଷେକ ବେଳେ ରାଣୀ ଏଲିଜାବେଥଙ୍କ କୋହିନୂର ଖଚିତ ମୁକୁଟ ପିନ୍ଧିବେ ନାହିଁ । ତାଙ୍କ ପାଇଁ ୧୦୦ ବର୍ଷ ପୁରୁଣା ଅନ୍ୟ ଏକ ମୁକୁଟ ମରାମତି କରାଯାଇଥିବା ଲଣ୍ଡନ ସ୍ଥିତ ବଙ୍କିମହାମ୍ ପ୍ୟାଲେସ ପକ୍ଷରୁ ସୂଚନା ମିଳିଛି ।