ଏଫଡି ସୁଧହାରକୁ ବୃଦ୍ଧି କଲା ଷ୍ଟେଟ ବ୍ୟାଙ୍କ
ଭାରତୀୟ ଷ୍ଟେଟ୍ ବ୍ୟାଙ୍କ ପକ୍ଷରୁ ମିଆଜୀ ଜମା ବା ଏଫ୍ଡି ଉପରେ ସୁଧରେ ୦.୨୫% ବୃଦ୍ଧି ଘୋଷଣା କରାଯାଇଛି। ବିଭିନ୍ନ ଅବଧିର ଏଫ୍ଡି ଉପରେ ସୁଧ ୦.୦୫%ରୁ ୦.୨୫% ପର୍ଯ୍ୟନ୍ତ ବଢ଼ିଛି। ଆଜିଠାରୁ ନୂତନ ସୁଧ ହାର ଲାଗୁ କରାଯାଇଛି। ଦୁଇ କୋଟି ଟଙ୍କା ପର୍ଯ୍ୟନ୍ତର ଏଫ୍ଡି ଉପରେ ସୁଧ ହାର ବୃଦ୍ଧି!-->…
