Odia News Portal
Yearly Archives

2023

ବେଆଇନ ପାର୍କିଂକୁ ହଟାଇବାକୁ ଗୃହ ବିଭାଗର ନିର୍ଦ୍ଦେଶ

ଭୁବନେଶ୍ୱର ଓ କଟକ ସହର ରାଜରାସ୍ଥାରେ କରିହେବ ନାହିଁ ପାର୍କିଂ । ବେଆଇନ ଗାଡ଼ି ପାର୍କିଂ କଲେ ଏଥର ନିଆଯିବ କଡ଼ା କର୍ଯ୍ୟାନୁଷ୍ଠାନ । ଏନଏଚ ଉପରେ ଗାଡ଼ି ଯିବା ଆସିବାରେ ଅସୁବିଧା ପରିଲକ୍ଷିତ ହେବାରୁ ଏକ ବଡ଼ ନିଷ୍ପତ୍ତି ନେଇଛି ଗୃହ ବିଭାଗ । ଗୃହ ବିଭାଗର ନିର୍ଦ୍ଦେଶ ଅନୁଯାୟୀ ଏନଏଚ-୧୬

ଅନୁଷ୍ଠିତ ହୋଇଯାଇଛି ୮ମ ରାଜ୍ୟ ଟେଲି ପୁରସ୍କାର

ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଏବଂ ଓଡ଼ିଶା ଚଳଚ୍ଚିତ୍ର ଉନ୍ନୟନ ନିଗମ(ଓଏଫ୍ଡିସି) ମିଳିତ ସହଯୋଗରେ ୮ମ ରାଜ୍ୟ ଟେଲି ପୁରସ୍କାର ପ୍ରଦାନ ଉତ୍ସବ ଉତ୍କଳ ମଣ୍ଡପରେ ଅନୁଷ୍ଠିତ ହୋଇଯାଇଛି। ଚଳିତ ବର୍ଷ ୧୯ ବର୍ଗରେ ପୁରସ୍କାର ପ୍ରଦାନ କରାଯାଇଥିଲା। ସନ୍ଧ୍ୟାରେ ଅତିଥିଭାବେ ଓଡ଼ିଆ

ମହିଳା T-୨୦ ବିଶ୍ବକପ: ଖେଳିବେ ଭାରତ- ୱେଷ୍ଟଇଣ୍ଡିଜ୍

ମହିଳା ଟ୍ବେଣ୍ଟି୨୦ ବିଶ୍ବକପ ଅଷ୍ଟମ ସଂସ୍କରଣର ବୁଧବାର କେପ୍ଟାଉନର ନ୍ୟୁଲାଣ୍ଡ ଗ୍ରାଉଣ୍ଡରେ ଗ୍ରୁପ-ବି ର ଏକ ମ୍ୟାଚ ଭାରତ ଓ ୱେଷ୍ଟଇଣ୍ଡିଜ୍ ମଧ୍ୟରେ ଖେଳାଯିବ। ଭାରତ ଉକ୍ତ ମ୍ୟାଚକୁ ଜିତି ସେମିଫାଇନାଲ ରାସ୍ତାରେ ଆଉ ପାଦେ ଆଗକୁ ବଢିବାକୁ ଲକ୍ଷ୍ୟ ରଖିଥିବାବେଳେ ୱେଷ୍ଟଇଣ୍ଡିଜ୍ ବିଜୟ

ବିବିସି କାର୍ଯ୍ୟାଳୟରେ ଆୟକର ଚଢାଉ, ତୀବ୍ର ପ୍ରତିକ୍ରିୟା ପ୍ରକାଶ କଲେ ରାଜନୈତିକଦଳ

ଆୟକର ବିଭାଗର, ବିବିସି କାର୍ଯ୍ୟାଳୟରେ ଚଢାଉ । ଗତକାଲି ଆୟକର ବିଭାଗର ଏକ ଟିମ୍ ଭାରତର ବିବିସି କାର୍ଯ୍ୟାଳୟରେ ପହଞ୍ଚିଥିଲେ। ସବିଶେଷ ତଥ୍ୟ ଅନୁଯାୟୀ, ବିବିସିର ଦିଲ୍ଲୀ ଏବଂ ମୁମ୍ବାଇ କାର୍ଯ୍ୟାଳୟରେ ସର୍ଭେ କାର୍ଯ୍ୟ ଚାଲିଥିଲା। ଚଢଉରେ ଆୟକର ବିଭାଗର ୧୫ଜଣ ଅଧିକାରୀ ସାମିଲ ହୋଇଥିଲେ।

ଅଦାନୀ ବିବାଦ ମାମଲାରେ ମୁହଁ ଖୋଲିଲେ ଅମିତ ଶାହ

ଅଦାନୀ ମାମଲାରେ ସ୍ୱରାଷ୍ଟ୍ର ମନ୍ତ୍ରୀ ଅମିତ ଶାହ ମଙ୍ଗଳବାର ପ୍ରଥମ ଥର ପାଇଁ ମୁହଁ ଖୋଲିଛନ୍ତି । ଏଏନ୍‌ଆଇ ପୋଡ୍‌କାଷ୍ଟରେ ସାକ୍ଷାତକାର ଦେଇ କହିଛନ୍ତି ମାମଲା ସୁପ୍ରିମ୍‌କୋର୍ଟରେ ଥିବାରୁ ଏହା ଉପରେ କମେଣ୍ଟ୍ କରିବା ଠିକ୍ ହେବନାହିଁ । ତେବେ ଏଥିରେ ବିଜେପି ପାଇଁ କିଛି ଲୁଚାଇବା ଭଳି

ଚାଷୀଙ୍କ ହକ୍ ପାଇଁ ରାସ୍ତାରେ ବିଜେଡି

ଚାଷୀଙ୍କ ବିରୋଧରେ କେନ୍ଦ୍ର କରିଛି ଷଡ଼ଯନ୍ତ୍ର । କେନ୍ଦ୍ର ସରକାରଙ୍କ ଚାଷୀ ମାରଣ ନୀତି ବିରୋଧରେ ଆରପାର ଲଢେଇ କରୁଛି ବିଜେଡି । ଆଜି ରାଜ୍ୟର ସମସ୍ତ ପଞ୍ଚାୟତରେ ବିଜେଡି ଚାଷୀଙ୍କ ସ୍ବାର୍ଥ ପାଇଁ ଆନ୍ଦୋଳନ କରିବ । ଗାଁ ଗାଁରେ କେନ୍ଦ୍ରକୁ ହକ୍ ମାଗିବେ ଚାଷୀ । କେନ୍ଦ୍ର ବଜେଟରେ ଧାନ

ଆଜିଠୁ CBSE ଦଶମ ଓ ଦ୍ୱାଦଶ ପରୀକ୍ଷା

ଆଜିଠୁ ସିବିଏସ୍‌ଇ ଦଶମ ଓ ଦ୍ୱାଦଶ ଶ୍ରେଣୀ ପରୀକ୍ଷା। ଦେଶରେ ପ୍ରାୟ ୧୭ ଲକ୍ଷ ଛାତ୍ରଛାତ୍ରୀ ଦେଉଛନ୍ତି ଦ୍ୱାଦଶ ପରୀକ୍ଷା। ଦଶମ ପରୀକ୍ଷା ଦେଉଛନ୍ତି ପ୍ରାୟ ୨୨ ଲକ୍ଷ ଛାତ୍ରଛାତ୍ରୀ। ଉଭୟ ପରୀକ୍ଷା ସକାଳ ୧୦ଟ ୩୦ରୁ ଆରମ୍ଭ ହେବ। ପରୀକ୍ଷା କେନ୍ଦ୍ର ଗୁଡ଼ିକରେ କଟକଣା କଡ଼ାକଡ଼ି

ମୌନରେ ଗୋପାଳ: ଚୌଦ୍ୱାର ଜେଲରେ କାଟିଲା ପ୍ରଥମ ରାତି

ବଦଳିଲା ଗୋପାଳର ଠିକଣା । ନବ ଦାସଙ୍କ ହତ୍ୟା ଅଭିଯୁକ୍ତର ନୂଆ ଠିକଣା ଚୌଦ୍ୱାର ସର୍କଲ ଜେଲ୍‌ । ହାଇସିକ୍ୟୁରିଟି ୩ ନମ୍ବର ସେଲରେ ଅଛି ଗୋପାଳ । ସେଲରେ କେବଳ ସେ ଏକୁଟିଆ ରହୁଛି । ଚୌଦ୍ୱାର ଜେଲରେ ପ୍ରଥମ ରାତି କାଟିଛି । ସ୍ଥାନାନ୍ତର ନେଇ କୋର୍ଟଙ୍କ ଅନୁମତି ପରେ ଗତକାଲି ତାକୁ କଡ଼ା

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ, ୯ଟି ବିଷୟ ଉପରେ ହେବ ଚର୍ଚ୍ଚା

ଆଜି ବରିଷ୍ଠ ଆଇଏଏସ୍‌ ଅଧିକାରୀଙ୍କ ସମ୍ମିଳନୀର ଦ୍ୱିତୀୟ ଦିନ । କୋଣାର୍କ ଇକୋ ରିଟ୍ରିଟରେ ଦ୍ୱିତୀୟ ଦିନ ଆଲୋଚନା କରାଯିବ । ଆଜି ୯ଟି ବିଷୟରେ ହେବ ଚର୍ଚ୍ଚା । ଓଡ଼ିଶା ଅର୍ଥନୀତିକୁ ଗତିଶୀଳ କରୁଛି ଷ୍ଟାର୍ଟଅପ୍‌ ଓ ଏମ୍‌ଏସ୍‌ଏମଇ, ଭିଜନ ଅଫ ନ୍ୟୁ ଓଡ଼ିଶା- ଦ ଡ୍ରିମ୍‌ ଅଫ ଦ ଜେନ୍‌ ଏକ୍ସ,

ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ:୪୦ ଆହତ

 ଚକା ଫାଟିବାରୁ ବସ୍ ଦୁର୍ଘଟଣାଗ୍ରସ୍ତ । ଦୁର୍ଘଟଣାରେ ୪୦ ଜଣ ଲୋକ ଆହତ ହୋଇଥିବା ସୂଚନା । କୋଟଗଡ ଥାନା ପଣ୍ଡାଇର୍ପି ମୁଣ୍ଡାସାହି ନିକଟରେ ଦୁର୍ଘଟଣା ହୋଇଥିବା ସୂଚନା । ଦୁର୍ଘଟଣାଗ୍ରସ୍ତ ସାଲିଙ୍କୁ ବସ୍ ମୁନିଗୁଡାରୁ ଫୁଲବାଣୀ ଆସୁଥିଲା । ଆହତମାନଙ୍କୁ ଆମ୍ବୁଲାନ୍ସ ଯୋଗେ ନିକଟସ୍ଥ